Sign in
Sign in
Recover your password.
A password will be e-mailed to you.
ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ
ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ। ଛେଳି ଚରାଇବାକୁ ଯାଇ ୫ ଦିନ ହେବ ୨ ଜଣ ଫସି ରହିଥିଲେ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ହେବ ବାପ-ପୁଅ ଫସି ରହିଥିଲେ। ଓଡ଼୍ରାଫ୍ ଟିମ୍ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଦୁଇ ଜଣ ଛେଳି ଚରାଇବାକୁ ଅମଙ୍ଗେଇ କୁଦକୁ!-->…
ସ୍କୁଲ ପିଲାମାନେ କୋଦାଳ ଧରି ସ୍କୁଲ ସମୟରେ କାମ କରିବା ଘଟଣା : ମିଛ ଖବର ପରିବେଷଣ କୁ ନେଇ ଗ୍ରାମବାସୀ ଉଦବେଗ..!
ଦୁଇ ସଚେତନ ଆଦର୍ଶ ଛାତ୍ର...
ଉମରକୋଟ: ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଓଡ଼ଣ୍ଡୀ ଗ୍ରାମରେ ଥିବା ପ୍ରାଇମାରୀ ସ୍କୁଲ ଶିକ୍ଷକଙ୍କ ନାମରେ ଯେଉଁ ଖବର ବିଗତ ଦିନରେ ଏକ ନିର୍ଦ୍ଧିଷ୍ଟ ନିଉଜ୍ ତଥା ରାଇଘର ଅଞ୍ଚଳ ରେ ପବ୍ଲିକ ଆପ ଜରିଆରେ ପ୍ରସାରଣ ହୋଇଥିଲା ତାହା ସମ୍ପୂର୍ଣ!-->!-->!-->…
ଗୁଡ଼ସେଡ ନିକଟରେ ଶ୍ରମିକ ମୃତ
ଛତ୍ରପୁର : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୁଡସେଡ ସ୍ଥିତ ସିମେଣ୍ଟ ଗୋଦାମ ନିକଟରେ ଜଣେ ଶ୍ରମିକ ମୃତ୍ୟୁ ଘଟିଛି । ପୋଲିସ କହିବା ଅନୁସାରେ ଫୁଲୁଟା ଗ୍ରାମର ପପୁ ସାସମଲ ନାମକ ଜୈନକ ପ୍ରତିଦିନ ପରି ଗତକାଲି ମଜୁରୀ ପାଇଁ ଜଗନ୍ନାଥ ପୁର ଗୁଡ ସେଡ ଯାଇ କାମ କରିବା ସମୟରେ ହଟାତ!-->!-->!-->…
ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜି୍ଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ,ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ!-->…
ଧମକ ଦେଇ ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ କରୁଥିବା ନକଲି ମାଓବାଦୀ ଗିରଫ
ମାଲକାନଗିରି, ୧୬।୮ : ମାଲକାନଗିରି ପୁଲିସ ଦ୍ଵାରା ଜଣେ ନକଲି ନକ୍ସଲକୁ ଗିରଫ ହୋଇଛି। ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାର ବୈପାରିଗୁଡା ଗ୍ରାମର କୁମ ଗଲୋରୀ ନାମକ ବ୍ୟକ୍ତି ମାଲକାନଗିରିର ବାସିନ୍ଦା କେ.ରାମୁ ନାମକ ବ୍ୟବସାୟୀଙ୍କୁ ନକ୍ସଲ ନାମରେ ଭୟ ଦେଖାଇବା ସହ ୧୦ ଲକ୍ଷ ଏବଂ ମାଓବାଦୀଙ୍କ!-->…
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନୂତନ ରୋଗୀ କଲ୍ୟାଣ ସମିତିର ବୈଠକ
ହିଞ୍ଜିଳିକାଟୁ ୧୬।୮: ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ରୋଗୀ କଲ୍ୟାଣ ସମିତି ର ପ୍ରଥମ ବୈଠକ ମଙ୍ଗଳବାର ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଚିକିତ୍ସାଧିକାରୀଣୀ ଡ଼ ପ୍ରତିଭା ପାତ୍ର ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀ କଲ୍ୟାଣ ସମିତି!-->…
ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିବା ୧୧ ଜଣଙ୍କୁ ଛାଡ଼ିଦେଲେ ଗୁଜରାଟ ସରକାର
ଅହମଦାବାଦ: କେନ୍ଦ୍ର ଓ ଗୁଜରାଟରେ ବିଜେପି ସରକାର ଚଳାଉଛି। ହେଲେ ଦୁଇ ସରକାର ଦୁଷ୍କର୍ମକାରୀଙ୍କ ବିରୋଧରେ ଭିନ୍ନଭିନ୍ନ ଆଭିମୁଖ୍ୟ ଦେଖାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେନ୍ଦ୍ର ସରକାର ସବୁବେଳେ ଦୁଷ୍କର୍ମକାରୀଙ୍କ ମୁକ୍ତି ବିରୋଧରେ ଥିବା ବେଳେ ଗୁଜରାଟର ବିଜେପି ସରକାରଙ୍କ!-->…
ଗୁଜରାଟରୁ ଧରା ହେଲା ୧୦୨୬ କୋଟିର ଡ୍ରଗ୍ସ
ମୁମ୍ବାଇ: ପୁଣିଥରେ ଗୁଜରାଟରୁ ଜବତ ହୋଇଛି ବିପୁଳ ପରିମାଣର ନିଶା ଦ୍ରବ୍ୟ। ମୁମ୍ବାଇ ପୁଲିସ୍ର ନାର୍କୋଟିକ୍ସ ସେଲର ଗୋଟିଏ ଟିମ୍ ଗୁଜରାଟର ଅଙ୍କେଲଶ୍ୱରରେ ରେଟ କରି ଜବତ କରିଛି ୧୦୨୬ କୋଟି ଟଙ୍କାର ଡ୍ରଗ୍ସ। ଏଠାରେ ଥିବା ଗୋଟିଏ ଔଷଧ ତିଆରି ୟୁନିଟରେ ନିଷିଦ୍ଧ ହୋଇଥିବା ମେଫ୍ରେଡ୍ରୋନ!-->…
ଗୁଜରାଟବାସୀଙ୍କୁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ଶିକ୍ଷା
ଅହମଦାବାଦ: ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ କରିଥିବା ଆମ ଆଦମୀ ପାର୍ଟି(ଆପ) ଏବେ ଗୁଜରାଟରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଘନଘନ ଗୁଜରାଟ ଗସ୍ତ କରୁଛନ୍ତି। ଏହିକ୍ରମରେ ଆଜି କେଜ୍ରିୱାଲ!-->…
ଆମେ ସରକାର ଚଳାଉ ନାହୁଁ, ସରକାର ସମ୍ଭାଳୁଛୁ; ବସବରାଜଙ୍କ ମନ୍ତ୍ରୀଙ୍କ ଏଭଳି ଅଡିଓ ଭାଇରାଲ ପରେ ହଙ୍ଗାମା
ବେଙ୍ଗାଲୁରୁ: ଆମେ ସରକାର ଚଳାଉ ନାହୁଁ, ସରକାର ସମ୍ଭାଳୁଛୁ। କର୍ଣ୍ଣାଟକ ସରକାରରେ ଥିବା ଜଣେ ମନ୍ତ୍ରୀ ଏଭଳି କହୁଥିବାର ଅଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଇସ୍ତଫା ଦେଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ମଧ୍ୟରେ ମନ୍ତ୍ରୀଙ୍କ!-->…