ଜାତୀୟ ରାଜପଥ ସହର ଉପରେ ଅଣ୍ଡର ପାସ୍ ଓ ଓଭରବ୍ରିଜ୍ ନିର୍ମାଣକୁ ନେଇ ତେଜିଲା ଦାବୀ

.ବ୍ରହ୍ମପୁର : ଆସନ୍ତା ୧୯ ତାରିଖରେ ଜଗନ୍ନାଥପୁର ଜଙ୍କସନ୍ ଠାରେ ରାସ୍ତାରୋକ କରିବ କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓପିସିସି ସଂପାଦକ ଡ. ଶମ୍ବୁ ପାଣିଗ୍ରାହୀ । ଇଛାପୁର ଠାରୁ କୁଇନ୍ତଳା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଭାରତ ସରକାର ସଡ଼କ ଓ ପରିବହନ ବିଭାଗ ପକ୍ଷରୁ

ହିଞ୍ଜିଳି ପୋଲିସର ଅପରେସନ ଜୁଆଡି : ୧୦ ଗିରଫ

ହିଞ୍ଜିଳିକାଟୁ ୧୭।୮ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ରାଜାତୋଟା ସାହି ବା ରାଜାରାଣୀ ମାର୍ଗ ଏକ ଘରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ସଂନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରିଛି । ଚଢ଼ାଉରେ ୧୦ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ଟି ମୋବାଇଲ ଫୋନ,

ବୋଲେରୋ ସହ ୧୩୨ କେଜି ଗଞ୍ଜେଇ ଜବତ

ଫୁଲବାଣୀ : ଅବକାରୀ ବିଭାଗର ୬ ଜଣିଆ ସ୍କ୍ୱାଡ଼ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ କରିଛି l ତେଵେ ଗଞ୍ଜେଇ ମାଫିଆ ମାନେ ଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ପୂର୍ବରୁ ସୁଚନା

ଅଗ୍ନିପଥ ଯୋଜନା ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ

ଛତ୍ରପୁର(୧୭.୦୮) : ଆର୍ମି ରିକ୍ରୂଟମେନ୍ଟ ଅଫିସ,ଗୋପାଳପୁର ଜଣାଇଛନ୍ତି ଯେ ଦକ୍ଷିଣାଞ୍ଚଳ ର ୧୦ଟି ଜିଲ୍ଲା ଯଥା ବୌଦ୍ଧ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା ଜିଲ୍ଲାର ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ୦୧ ନଭେମ୍ବର ୨୦୨୨

ମୂଷା ମରା ବିଷ ଖାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର : ବ୍ରହ୍ମପୁର ନିକଟସ୍ତ ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର - ବଡ କୁଶସ୍ଥଳୀ ରାସ୍ତାରୁ ଏକ ପ୍ରେମୀ ଯୁଗଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଭୟ ବିଷପାନ କରି ସେଠାରେ ପଡ଼ିଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି

ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ କମିଟିମାନଙ୍କର ଏକ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ବ୍ଲକ ର ମୋକିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ କମିଟି ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇ ଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ଉପସ୍ଥିତ ଥିବା ସଭାର ସମସ୍ତ

ସୁନ୍ଦରଗଡ଼ ବିଜେପି ପାଳନ କଲା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ପୁଣ୍ୟତିଥି

ସୁନ୍ଦରଗଡ଼ : ଭାରତୀୟ ଜନତା ପାର୍ଟି, ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଭୋଜପୁର ଠାରେ ଭାରତୀୟ ରାଜନୀତି ର ଅଜାତଶତୃ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ

୯ ଜଣ ଟ୍ରାନ୍ସଜେଣ୍ଡରକୁ ପୁଲିସ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର

ରାୟପୁର: ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର। ଛତିଶଗଡ଼ ପୁଲିସ ନିଯୁକ୍ତିରେ ଚୟନ ହୋଇଥିବା ୨୧୦୦ କନଷ୍ଟେବଳଙ୍କ ମଧ୍ୟରେ ୯ ଜଣ ଟ୍ରାନ୍ସଜେଣ୍ଡର ପ୍ଲସ ଅଛନ୍ତି। ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର ‘ଫାଇଟ୍‌ ସ୍କିମ’ ଅଧିନରେ ଚୟନ କରାଯାଇଛି। ଏମାନନେ ମାଓ ପ୍ରଭାବିତ ବସ୍ତର

ମହିଳା କର୍ପୋରେଟରଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇ ବିଏମସି ଅଧିକାରୀ ଦୋଷୀ ସାବ୍ୟସ୍ତ,  ୩ ମାସ ଜେଲ୍

ମୁମ୍ବାଇ: ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ଜଣେ ୪୩ ବର୍ଷୀୟ ବିଏମସି ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ମାସ ଜେଲ ଦଣ୍ଡ ଣୁଣାଇଛନ୍ତି। ଜଣେ ଶିବସେନା ନେତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବାରୁ ତାଙ୍କୁ ଏହି ଦଣ୍ଡାଦେଶ ହୋଇଛି। ମହିଳା ଜଣକ କର୍ପୋରେଟର ଅଛନ୍ତି। ଅଭିଯୁକ୍ତ

ଆବର୍ଜନା ସ୍ଥଳରୁ ୧୭ ଭୃଣ ଉଦ୍ଧାର

କୋଲକାତା: କେଉଁଠୁ ଆସିଲା ଏତେ ଭ୍ରୁଣ। ଏ ସବୁକୁ କିଏ ଫିଙ୍ଗିଲା । ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ। ଆବର୍ଜନାସ୍ଥଳରୁ ଉଦ୍ଧାର ହେଲା ୧୭ ଭ୍ରୁଣ। ହାଉଡ଼ା ମ୍ୟୁନ୍ସପାଲଟିର ଉଲୁବେରିଆ ସହରୁ ଏଡି ଭ୍ରୁଣମାନ ଉଦ୍ଧାର ହୋଇଛି। ଉଲୁ ବେରିଆ ସହର ୱାର୍ଡ ନମ୍ବର ୩୧ରୁ ଏହି ଭ୍ରୁଣଗୁଡ଼ିକ ମିଳିଥିଲା। ଉଦ୍ଧାର