ପୋଖରୀରେ ବୁଡ଼ି ଯୁବକ ମୃତ୍ୟୁ…

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାକାତେଜୁ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ହନକ ପ୍ରଧାନ(୧୮) ଗାଧୋଇବାକୁ ଜାଇ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ସକାଳ ପ୍ରାୟ ୯ଘଣ୍ଟା ସମୟରେ ଗାଁରେ ଥିବା ପୋଖରିରେ ଗାଧୋଇବା ପାଇଁ

ପଦରବାଲି ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ…

କୁକୁଡାଖଣ୍ଡି : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ଅଧୀନ ପଦରବାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉଛବ ବୁଧୁବାର ଅନୁଷ୍ଟିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତି ସଭ୍ୟ କାନ୍ହୁ ଚରଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟ ସରକାରଙ୍କ

ମହିଳା ଯୌନ ଉଦ୍ଦୀପକ ପୋଷାକ ପିନ୍ଧିଥିଲେ କାଏମ ହେବ ନାହିଁ ଯୌନଉତ୍ପୀଡ଼ନ ଅଭିଯୋଗ: କେରଳ ଅଦାଲତ

ତିରୁବନନ୍ତପୁରମ୍‌: ମହିଳା ଯୌନଉଦ୍ଦୀପକ ପୋଷାକ ପିନ୍ଧିଥିଲେ ସେ କ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗୁ ହେବନାହିଁ ବୋଲି ବୁଧବାର ଦିନ କେରଳର ଏକ ଅଦାଲତ କହିଛନ୍ତି।ଉପରୋକ୍ତ କଥା କହି ଅଗଷ୍ଟ ୧୨ ତାରିଖ ଦିନ କୋଝିକୋଡ଼ ସେସନ୍‌ସ୍‌ କୋର୍ଟ ୭୪ ବର୍ଷିୟ ସାମାଜିକ କର୍ମୀ ସିଭିକ୍‌

ମୋ ଝିଅ ସବୁଥିରେ ପାସ୍‌ କରିଛି, ତା’ପାଖରେ ସାର୍ଟିଫିକେଟ୍‌ ଅଛି: ଅନୁବ୍ରତ ମଣ୍ଡଳ

କୋଲ୍‌କାତା: ମୋ ଝିଅ ସବୁଥିରେ ପାସ୍‌ କରିଛି; ତା’ପାଖରେ ସାର୍ଟିଫିକେଟ୍‌ ଅଛି ବ‌ୋଲି ଆଜି ବୀରଭୂମ ଜିଲ୍ଲା ତୃଣମୂଳ କଂଗ୍ରେସ ସଭାପତି କହିଛନ୍ତି। ଆଜି ଆଲିପୁର କମାଣ୍ଡ୍‌ ହସ୍ପିଟାଲ୍‌କୁ ନିଆଯିବା ବାଟରେ ଗୋଟାଏ ‘ଟିଭି ଚାନେଲ୍‌’କୁ ସେ କହିଛନ୍ତି, ଅଦାଲତ ଏ ବିଷୟରେ ନିଷ୍ପତ୍ତି ଗ୍ରହଣ

ଏକେ-୪୭ ସହ ବିଭିନ୍ନ ମାରଣାସ୍ତ୍ର ଥିବା ଡଙ୍ଗା ସମୁଦ୍ର କୂଳରୁ ମିଳିବା ପରେ ହାଇ ଆଲର୍ଟରେ ମହାରାଷ୍ଟ୍ର

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ହରିହରେଶ୍ୱର ଉପକୂଳ ସମୁଦ୍ରରେ ଏକ ସନ୍ଦେହଜନକ ଡଙ୍ଗା ଦେଖିବାକୁ ମିଳିଥିଲା। ଡଙ୍ଗାରେ ଏକେ ୪୭, ରାଇଫଲ ଏବଂ କିଛି କାର୍ଟ୍ରିଜ୍ ଥିବା ଦେଖାଯାଇଛି। ଏଭଳି ସନ୍ଦେହଜନକ ଅବସ୍ଥାରେ ଡଙ୍ଗାରୁ ଏଭଳି ଅସ୍ତ୍ରଶସ୍ତ୍ର ମିଳିବା ପରେ ସମଗ୍ର ରାୟଗଡ

କୋର୍ଟର ଦ୍ୱାରସ୍ଥ ହେବେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିବାରେ ଲଗାଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୧୫ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ଚାର୍ଜଶିଟ୍‌ ଦାଖଲ କରିଥିଲା। ଏବେ

୭ ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁ-ଟ୍ୟୁବ୍‌ ଚାନେଲ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: ୭ଟି ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍‌ ଚାନେଲକୁ ବ୍ଲକ କଲା ଭାରତ। ଏହି ଚାନେଲ ଗୁଡ଼ିକରେ ଭାରତ ବିରୋଧୀ ମିଥ୍ୟା ଖବର ପରିବେଶଣ କରାଯାଉଥିଲା। ଏହି ନିଷିଦ୍ଧ ଚାନେଲ ଗୁଡ଼ିକର ୮୫ ଲକ୍ଷ ସବସ୍କ୍ରାଇବର ଥିଲେ। ଏକ ପ୍ରେସ ବିବୃତ୍ତିରେ ଏହି ସୂଚନା ଦେଇଛି ସୂଚନା ଏବଂ

ମଦ୍ରାସାରେ ବିସ୍ପୋରଣ, ୨୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମାଦ୍ରାସାରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ବୁଧବାର କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ୨୦ ଜଣକର ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। କାବୁଲର ଉତ୍ତର ପଶ୍ଚିମରେ କଥଟାଲ-ଇ-କାହିର ଖାନ୍ନା ଅଞ୍ଚଳରେ ଏହି ଘଟଣା ଘଟିଛି।

ନୀତୀଶ କୁମାର ୫ରୁ ୧୦ ଲକ୍ଷ ଚାକିରି ଯୋଗାଇ ଦେଲେ ମୁଁ  ମୋର ଅଭିଯାନ ପ୍ରତ୍ୟାହାର କରିନେବି: ପିକେ

ସମସ୍ତିପୁର(ବିହାର):ବିହାରରେ ଯଦି ନୂଆ ଗଠବନ୍ଧନ ସରକାର ଆସନ୍ତା ଏକ କିମ୍ବା ୨ ବର୍ଷ ମଧ୍ୟରେ ୫ରୁ ୧୦ ଲକ୍ଷ ଚାକିରି ଯୋଗାଇ ଦେବେ ତେବେ ସେ ତାଙ୍କର ଜନ ସୁରାଜ୍ ଅଭିଯାନ ପ୍ରତ୍ୟାହାର କରିବନେବେ । ଏହା କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ଏଥିସହ ସେ ନୀତିଶ କୁମାରଙ୍କୁ

ସହନୱାଜ୍‌ଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ଏକ ଦୁଷ୍କର୍ମ ମାମଲାରେ ବିଜେପି ନେତା ସହନୱାଜ୍‌ ହୁସେନଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ରେପ୍‌ ମାମଲାରେ  ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ। ଏଥିସହ ୩ ମାସ ଭିତରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଉକ୍ତ