Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୪୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ, ୫୦୨ ଜଣ ସୁସ୍ଥ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୮ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି!-->…
ବିଷଧର ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ…
ଭଞ୍ଜନଗର : ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ରାଇଗୋଛା ଗ୍ରାମର ସୁଶାନ୍ତ ନାଇକଙ୍କ ସ୍ବୀ ଲିଲି ନାଇକ ବିଷଧର ସାପ କାମୁଡାରେ ମୃତ ଘଟିଛି। ତାରସିଂ ପୁଲିସ ଲିଲିର ମୃତ୍ୟୁ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ଲିଲିର ମୃତ ଦେହକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ!-->…
କଟକ ନରସିଂହପୁରରେ ଆଉ ଏକ ଗୁଳିବିଦ୍ଧ ଦନ୍ତା ଠାବ
କଟକ: ପୁଣି ଏକ ହାତୀକୁ ଗୁଳିମାଡ଼ । ନରସିଂହପୁର ବନାଞ୍ଚଳରେ ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି । ଗୁଳିବିଦ୍ଧ ହାତୀ ଅସୁସ୍ଥ ଭାବରେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ଜଙ୍ଗଲରେ ବୁଲୁଛି । ମିଳିଥିବା ସୂଚନା ଅନୁଯାୟୀ ଏକ ୨୫ରୁ ୩୦ ବର୍ଷର ଦନ୍ତା ହାତୀଟି ପୂର୍ବ ବନ୍ୟାଞ୍ଚଳର ଚତରାପଦା!-->…
ମା’ର ଶବକୁ ଘୋଷାଡି ଘୋଷାଡି ଶ୍ମଶାନକୁ ନେଲେ ପୁଅ ବୋହୂ
ଜୟପୁର: ଆଜି ବି ବଂଚିଛି ଗାତି ବିଭେଦ । ଛୁଆଁ ଅଛୁଆଁ ଭେଦ ଭାବ ପାଇଁ ପୁଅ କର୍ମର ଫଳ ଭୋଗିଲା ମା'ର ମୃତଦେହ । ୬ ମାସ ତଳେ ପୁଅ ଅନ୍ୟ ଜାତି ଘରେ ଖାଇଦେଇଥିବାରୁ ମା' ମୃତଦେହକୁ ମିଳିଲାନି ୪ କାନ୍ଧ । ଫଳରେ ରାସ୍ତାରେ ଘୋଷାରି ଘୋଷାରି ମା' ମୃତଦେହକୁ ପୁଅବୋହୂ ଶ୍ମଶାନକୁ ନେଇ ସକôାର!-->…
ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ
ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଏହି ଦନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ସମଗ୍ର ଭାରତ ବର୍ଷରେ । ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ!-->…
ରାଧାକୃଷ୍ଣ ପାଠାଗାରରେ ୭୬ତମ ସ୍ବାଧୀନତା ଦିବସ ପାଳିତ…
ଭଞ୍ଜନଗର- ସ୍ବାଧୀନତା ସଂଗ୍ରାମରେ ଗଞ୍ଜାମଅବଦାନ ଅତୁଳନୀୟ ବୋଲି ଭଞ୍ଜନଗର ସହର ଉପକଣ୍ଟ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ପକ୍ଷରୁ ଆୟୋଜିତ ଏକ ଆାଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି ।କାଯ୍ର୍ୟକ୍ରମରେ ପାଠଗାରର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ର!-->…
ଡିଏଭି ପିଟି.ଏସ୍ .ଆର୍ .ପବ୍ଲିକ ସ୍କୁଲରେ “ଜନ୍ମାଷ୍ଟମୀ ” ପର୍ବ ପାଳନ…
ଭଞ୍ଜନଗର: ଡିଏଭି ପିଟି.ଏସ.ଆର ପବ୍ଲିକ୍ ସ୍କୁଲ ପରିସରରେ 'ଜନ୍ମାଷ୍ଟମୀ' ଉତ୍ସବ ପାଳିତ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ପାଣିଗ୍ରାହୀଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଲ କେ ଜି ଶ୍ରେଣୀଠାରୁ ଆରମ୍ଭ କରି ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା!-->…
ଜାଲେଶପଟ୍ଟା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଓ ସ୍ବାମୀଜୀଙ୍କ ୧୪ତମ…
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି...
ବାଲିଗୁଡ଼ା: ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଜାଲେଶପଟ୍ଟା ଆଶ୍ରମରେ ମହା ଆଡ଼ମ୍ବରରେ ପାଳନ ହୋଇଛି ଏହି ଉତ୍ସବ। ଏଥିସହିତ ଏହି ତିଥିରେ ପାଳନ ହୋଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି ।!-->!-->!-->…
ଜେସିବି ବ୍ୟାଟେରୀ ଚୋରୀ ଘଟଣା : ତିନି ଅଭିଯୁକ୍ତ କୁ କୋର୍ଟ ଚାଲାଣ…
ଦାରିଙ୍ଗବାଡ଼ି :କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁରରେ ବ୍ୟାଟେରି ଚୋରୀ କରିଥିବା ଘଟଣା ରେ ଆଜି ବ୍ରାହ୍ମଣୀଗାଁ ପୋଲିସ ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଉକ୍ତ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ କାର୍ଯ୍ୟ!-->!-->!-->…
ହିଞ୍ଜିଳିକାଟୁ : ବିଭିନ୍ନ ବିଦ୍ୟାଳୟ ଓ ବିଷ୍ଟ୍ନୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଓ ଵ୍ଳକର ବିଭିନ୍ନ ବିଦ୍ୟାଳୟ ଓ ବିଷ୍ଟ୍ନୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି ।ପୂରପଲ୍ଲୀରେ ଏହି ଊତ୍ସଵ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ ।ଏହି ଅବସରରେ ହିଞ୍ଜିଳିକାଟୁ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଶ୍ରୀକୃଷ୍ଣଙ୍କ ପବିତ୍ର!-->…