ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା : ସବୁ ଜୀବନ ମୂଲ୍ୟବାନ, ୧୦ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି 'ସବୁ ଜୀବନ ମୂଲ୍ୟବାନ'। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର

ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ

ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି ।

ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏନେଇ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ସେହିପରି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ବିଶେଷ

କୁଶଭଦ୍ରା ନଦୀରେ ସୁଇଜ ଗେଟ ଭାଙ୍ଗି ଚାଷ ଜମିରେ ପଶିଲା ବନ୍ୟା ଜଳ

ଗୋପ : କୁଶଭଦ୍ରା ନଦୀରେ ବନ୍ୟାଜଳ ବୃଦ୍ଧିପାଇବାରେ ଲାଗିଛି। ନଦୀର ନାଗପୁର ପାଇକସାହି ନିକଟରେ ଥିବା ସୁଇଜ ଗେଟ ଭାଙ୍ଗି ପାଇକସାହି ଗାଁ ଭିତରକୁ ପାଣି ପଶିଛି। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଘଟଣା ସ୍ଥଳରେ ଗୋପ ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ କେଶରୀ

ବନ୍ୟା ପାଇଁ ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଜଟିଳ ହେବାର ଲାଗିଛି । ଏହା ପାଇଁ ସଜାର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଆଗାମୀ ୭ ଦିନ ପାଇଁ ସମସ୍ତ ସରକାରୀ କର୍ମଚାର ମାନଙ୍କର ଛୁଟି ବାତିଲ କରାଯାଇଛି । ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦେଖି ଏଭଳି

ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତରେ ଘରେ ପଶିଲା ପାଣି

ଫୁଲୁଛି ମହାନଦୀ। ମହାନଦୀ ପାଣି ଦୟା ନଦୀରେ ଆସିବାରୁ ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତ ଶରଦେଇପୁରରେ ନଦୀ କୂଳରେ ଥିବା ୧୦ଜଣଙ୍କ ଘରେ ପଶିଲା ପାଣି। ଆଜିକୁ ଦୁଇ ଦିନ ହେବ କଲବଲ ହେଉଛନ୍ତି ୧୦ ପରିବାର। ଠିକ୍‌ରେ ରୋଷେଇ କରିପାରୁନଥିବା ବେଳେ ଶାନ୍ତିରେ ଶୋଇ ପାରୁନାହାନ୍ତି। ଲଗାଣ

ଖଲ୍ଲିକୋଟ : ଦେଶାତ୍ମବୋଧକ କବିତା ପାଠଉତ୍ସବ ଅନୁଷ୍ଠିତ

ଖଲ୍ଲିକୋଟ : ୧୬/୭ ସ୍ୱାଧୀନତା ର ୭୫ ତମ ବର୍ଷ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ଓ ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ - ଉର୍ମି ସାହିତ୍ୟ ସଂସଦ ର ମିଳିତ ଅ|ନୁକୂଲ୍ୟ ରେ ସଂସଦ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କ ଅଧକ୍ଷ ତା ରେ ଏକ ମନୋଜ୍ଞଦେଶାତ୍ମବୋଧକ କବିତା ପାଠୋସ୍ଛବ

ତୀରଙ୍ଗା ବଦଳରେ ଦେଖାଇଲେ କଳା ପତକା : ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ …

ବ୍ରହ୍ମପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ନିଜ ନିର୍ବାଚନ ମଣ୍ଡଳୀରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ କରିଛନ୍ତି ଗୋପାଳପୁର ବିଜେଡି କର୍ମୀ।  ୭୬ତମ ସ୍ବଧିନତା ଦିବସ ଅବସରରେ  ଗୋପାଳପୁର ବିଧାୟକ  ଡ଼.ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଉପକଣ୍ଠ

ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର(୧୫/୦୮) : ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯାଇଅଛି | ଦକ୍ଷିଣାଞ୍ଚଳ ରାଜସ୍ୱ ସ୍ତରୀୟ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ ମୁଖ୍ୟ ଅତିଥି ରୂପେ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପାଳନ ହୋଇ ଯାଇଛି ୭୬ତମ ସ୍ୱାଧୀନତା ଦିବସ

ବ୍ରହ୍ମପୁର(୧୫/୦୮) : ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଉପ କୁଳପତି ଡ଼. ଗୀତାଞ୍ଜଳୀ ଦାସ, ଅନୁଷ୍ଠାନର ସମସ୍ତ ଶୈକ୍ଷିକ କର୍ମକର୍ତ୍ତା ତଥା ଅଣଶୈକ୍ଷିକ କର୍ମକର୍ତ୍ତା ଏବଂ ଶିକ୍ଷାର୍ଥୀଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କିଛି ଅଭିନବ