Sign in
Sign in
Recover your password.
A password will be e-mailed to you.
ଧଳା ବାଘୁଣୀ ମୌସୁମୀ ଠାରୁ ଅଲଗା ହେଲେ ୨ ଶାବକ, ଶିଶୁ ଲାଳନ ପାଳନ କେନ୍ଦ୍ରକୁ କରାଗଲା ସ୍ଥାନାନ୍ତରିତ
ଭୁବନେଶ୍ୱର: ମା’ ଠାରୁ ଅଲଗା ହେଲେ ଦୁଇ ଛୁଆ। ନନ୍ଦନକାନନରେ ଗତ ଶନିବାର ଧଳା ବାଘୁଣୀ ମୌସୁମୀ ଦ୍ୱିତୀୟ ଥର ମାଆ ହୋଇଥିଲା । ଗୋଟିଏ ଧଳା ଅଣ୍ଡିରା ଓ ଗୋଟିଏ ନାଲି ମାଇ ଶାବକ ଜନ୍ମ ଦେଇଥିଲା । ଜନ୍ମ ଦେବା ପରେ ଦୁଇ ଶାବକଙ୍କୁ ମାଆ ଠିକରେ ଲାଳନ ପାଳନ କରୁଥିଲା। ହେଲେ ହଠାତ ଦୁଇ ଶାବକଙ୍କ!-->…
ସରକାରଙ୍କ ବିକାଶ କଥା ନେଇ ପଂଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସରକାରଙ୍କ ବିକାଶ କଥା ନେଇ ପଂଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ । 314 ଟି ବ୍ଲକରେ ବିକାଶ ର ବାହନ ଛୁଇଁବା ପାଇଁ ହୋଇଛି ଯୋଜନା I ଗାଡିକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ I ସରକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇବା ସହ ସଚେତନତା ସୃଷ୍ଟି!-->…
ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ
ମାଲକାନଗିରି : ବନ୍ୟାବାତ୍ୟାର ମୁକାବିଲା ପାଇଁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟେବୁଲ୍ ଟପ୍ ଏକସରସାଇଜ ଏବଂ ମକଡ୍ରିଲ ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୮ ତାରିଖ!-->…
ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ମୋଘାନୀ ନଗରରେ ଜନବସତି ଅଞ୍ଚଳରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଛି। ବିମାନରେ କ୍ରୁ!-->…
ଓଡ଼ିଶାରୁ ସିଧା ଆବୁଧାବି, ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ। ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର-ଆବୁଧାବି ସିଧା!-->…
ରାୟଗଡ଼ା ଜିଲ୍ଲା କୁର୍ଲି ଗ୍ରାମପଞ୍ଚାୟତର ଖମ୍ବେଶି ଗ୍ରାମରେ ପିଏମ ଜନମନ ଯୋଜନାର ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ କୁର୍ଲି ଗ୍ରାମପଞ୍ଚାୟତର ଖମ୍ବେଶି ଗ୍ରାମରେ ପ୍ରଧାନ ମନ୍ତ୍ରୀ ଜନ ଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସମ୍ପକିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଉକ୍ତ ଶିବିର ମୁଖ୍ୟ ଉନ୍ନୟନ ଅଧିକାରୀ!-->…
ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ : ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟର ସେବା ବନ୍ଦ। ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି। ଭଦ୍ରକ ବ୍ଲକ ଓ ପୌରାଞ୍ଚଳ, ତିହିଡି ବ୍ଲକ ଅଂଚଳ, ଧାମନଗର ବ୍ଲକ ଓ NAC ଅଂଚଳରେ ଇଣ୍ଟର ନେଟ ସେବା ବନ୍ଦ ରହିଛି । ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ପରେ!-->…
ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ : ବେଆଇନ ବାଲି ଘାଟକୁ ନେଇ ବିବାଦ, ବୋମାମାଡ ସହ ଯୁବକଙ୍କୁ…
ହିଞ୍ଜିଳିକାଟୁ ୧୨!୬ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ। ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ଚୋରା ଚାଲାଣ । ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଓ ଖରିଡା ଗ୍ରାମ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ!-->!-->!-->…
ଜିଲ୍ଲା ଅଦାଲତରୁ ଜାମିନରେ ଗଲେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ…
ମାଲକାନଗିରି,୧୨/୬ ମାଲକାନଗିରି ଆଇନ ଠୁ କେହି ଉର୍ଦ୍ଧ୍ବ ରେ ନୁହଁନ୍ତି ତାହା ଆଜି ପ୍ରମାଣିତ ହୋଇଛି । କିଛି ବର୍ଷ ପୂର୍ବେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିଜ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିଲେ । ସଚିବ ଦେବନାରାୟଣ ପଣ୍ଡା ଙ୍କ ସ୍ତ୍ରୀ ଏହି!-->…
ଆସିକା ରେ ବେଆଇନ ବାଲି ଚାଲାଣ କୁ ଲଗାମ ନାହିଁ : ନିଘୋଡ଼ ନିଦରେ ପ୍ରଶାସନ..!
କାହା ଇସାରାରେ ଜଗଦଲପୁର ଘାଟ ନିକଟସ୍ଥ ଘୁଣ୍ଟପଡା ରୁ ବାଲି ଉତ୍ତୋଳନ... ?