‘ନାରୀ ଶକ୍ତି ବନ୍ଦନ’ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଲା ବିଜେପି: ସଂସଦରେ ମହିଳାଙ୍କ ପ୍ରତି…

ବ୍ରହ୍ମପୁର : ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଭଳି ଦଳଗୁଡ଼ିକ ଦେଶର ଅଧା ଜନସଂଖ୍ୟା ଅର୍ଥାତ୍ ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେମାନଙ୍କର ଏହି ଆଚରଣ ସେମାନଙ୍କ ମହିଳା-ବିରୋଧୀ ମାନସିକତାକୁ…

କୋରାପୁଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ…

କୋରାପୁଟ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ଆଜି କୋରାପୁଟ ସ୍ଥିତ ଆର୍ଟ ଗ୍ୟାଲେରୀ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ସକାଳ ୯ ଘଣ୍ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କୋରାପୁଟରେ ୩୩ ଯୋଡ଼ା ବରବଧୂଙ୍କ ସାମୂହିକ ବିବାହ ସମ୍ପନ୍ନ

କୋରାପୁଟ : ଓଡ଼ିଶା ସରକାରଙ୍କ ପକ୍ଷରୁ ବାଲ୍ୟବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଏକ ବିରାଟ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ

୧୧୧ ଜଣ ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନ ବ୍ରହ୍ମପୁର, ୨୧ /୪: ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ମା’ ସିଦ୍ଧ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ…

ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ…

ଆଇଏସଆଇ ଆତଙ୍କୀ ଲିଙ୍କରେ ୨ ଯୁବକଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାକିସ୍ତାନର ଆତଙ୍କୀ ସଂଗଠନ ସ୍ଥିତ ଆଇଏସଆଇ ସହ ସମ୍ପର୍କ ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ହେଲେ ଦିଲ୍ଲୀ ଏନସିଆର ଅଞ୍ଚଳର ରାଜବୀର ଓ ବିବେକ ଭଞ୍ଜାରା। ଆଇଏସଆଇ ଆତଙ୍କୀ ପ୍ରକ୍ସି ସହଜାଦ ଭାଟି ସହ ଦୁଇ ଜଣଙ୍କ ସମ୍ପର୍କ ଥିବା…

ସରକାରକୁ ଆସିଲେ ମାଗଣା ବିଜୁଳି ସହ ମହିଳାଙ୍କୁ ୪୦ ହଜାର ପେନସନ୍ ଦେବ ସମାଜବାଦୀ ପାର୍ଟି !

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଯାଦବ ଘୋଷଣା କରିଥିଲେ ଯେ ଯଦି ସମାଜବାଦୀ ପାର୍ଟି ରାଜ୍ୟରେ…

କେଦାରନାଥ ଧାମରେ ମୋବାଇଲ୍ ବ୍ୟବହାର ନିଷେଧ

ନୂଆଦିଲ୍ଲୀ: ମଙ୍ଗଳବାର କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଅନୁଯାୟୀ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା, ଫଟୋ, ଭିଡିଓ…

ରାଷ୍ଟ୍ର ଗଠନରେ ସିଭିଲ୍ ସର୍ଭିସ୍‌ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ସିଭିଲ ସର୍ଭିସ୍‌ ଦିବସରେ ସାରା ଦେଶରେ ସିଭିଲ ସର୍ଭିସ କର୍ମଚାରୀଙ୍କ ଅବଦାନକୁ ମନେ ପକାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ କହିଛନ୍ତି ସେମାନେ ଦେଶର ସୁଶାସନ ଏବଂ ବିକାଶର…

ଘୂର୍ଣ୍ଣିଝଡ ଯୋଗୁ ମଝି ଆକାଶରେ ଦୋହଲିଲା ବିମାନ, ଯାତ୍ରୀ ଆତଙ୍କିତ

ବେଙ୍ଗାଲୁରୁ : ଫ୍ଲାଏ୯୧ ଏୟାରଲାଇନ୍ସର ଏକ ବିମାନ ସୋମବାର ହାଇଦରାବାଦରୁ କର୍ଣ୍ଣାଟକର ହୁବାଲି ଯାତ୍ରା କରୁଥିବାବେଳେ ମଝି ଆକାଶରେ ପ୍ରବଳ ଘୂର୍ଣ୍ଣିଝଡର ସମ୍ମୁଖୀନ ହୋଇଥିଲା। ଖରାପ ପାଣିପାଗର ମୁକାବିଲା କରିବାକୁ ପାଇଲଟ ସମସ୍ତ ଉଦ୍ୟମ କରିଥିବା ସତ୍ତ୍ବେ ବିମାନଟି ଜୋରରେ ଦୋହଲିବାକୁ…