Sign in
Sign in
Recover your password.
A password will be e-mailed to you.
ସରିଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ କୃତି ପ୍ରତିଯୋଗୀ ପୁରସ୍କୃତ
ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟର!-->…
ଏମଭି-୨୬ ର କ୍ଷତିଗ୍ରସ୍ତ ପରିବାରଙ୍କ ସହାୟତା ରାଶି ୪ଗୁଣା ବୃଦ୍ଧି , ପ୍ରେସ ବାର୍ତ୍ତା ମାଧ୍ୟମ ରେ ସୂଚନା ଦେଲେ…
ମାଲକାନଗିରି :ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ରାଖେଲଗୁଡା ଏବଂ ଏମଭି-୨୬ ଗାଁ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ କ୍ଷୟକ୍ଷତିର ଅନୁକମ୍ପା ରାଶିକୁ ରାଜ୍ୟ ସରକାର ୪ଗୁଣା ବୃଦ୍ଧି କରିଛନ୍ତି। ଏନେଇ ମାଲକାନଗିରି ବିଧାୟକ ନରସିଂହ ମାଡକାମି ନିଜ ସରକାରୀ ବାସଭବନରେ ଏକ!-->…
ଓଡ଼ଗାଁ ବ୍ଲକରେ ୧୪୩ ଦିବ୍ୟାଙ୍ଗ ଭତ୍ତା ସ୍ଥଗିତ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରୁ ୩୫୦୦ ଟଙ୍କା ପାଉଥିବା ୧୪୩ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ପୁନଃ ଯାଞ୍ଚ ହେବା ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଜଣାପଡିଛି।ଆସନ୍ତା ୩ମାସ ମଧ୍ୟରେ ସେମାନେ ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଗୁଡ଼ିକର ପୁନଃ ମୂଲ୍ୟାୟନ କରାଇ!-->…
ବାଲିବନ୍ଧ ନିର୍ମାଣ ପାଇଁ ହାତ ବଢାଇଲେ ସଞ୍ଜୟ…
ସୁନ୍ଦରଗଡ-:ନଦୀ କୂଳରେ ଅନ୍ୟାନ୍ୟ ସହର ଗଢି ଉଠିଥିବା ଭଳି କେଉଁ ଆବହମାନ କାଳରୁ ସୁନ୍ଦରଗଡ ଗଢି ଉଠିଥିଲା ଇବ ନଦୀ କୂଳରେ। ଆଗରୁ ସହରବାସୀ ଏତେ ପରିମାଣରେ ଜଳକଷ୍ଟ ଭୋଗୁ ନଥିଲେ। ମାତ୍ର ବର୍ଦ୍ଧିତ ଲୋକସଂଖ୍ୟା ଓ ବର୍ଷା ପରିମାଣରେ ବ୍ୟତିକ୍ରମ ଯୋଗୁଁ କାଳକ୍ରମେ ନଦୀର ଧାରା କମିବାରେ ଲାଗିଲା!-->…
କଂଗ୍ରେସ ବୈଠକରେ ବିଜେଡ଼ି ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉଷ୍ମ ହେଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘନେଇଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଡ଼ଃ!-->…
ଖେମିନିଙ୍କ ହତ୍ୟାର ପ୍ରତିଶୋଧ ପାଇଁ ରକ୍ତମୁଖା ଇରାନ: ୩ ଦିନରେ ଇରାନରେ ୫୫୫ ଜଣଙ୍କ ମୃତ୍ୟୁ
ତେହେରାନ/ୱାସିଂଟନ/ତେଲ୍ଅଭିଭ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଅତି ଭୟଙ୍କର ରୂପ ନେଇଛି। ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଯାଜନା କରୁଛି। ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଏହା ଦୃଢ଼ ସଂକଳ୍ପ ନେଇଛି। ଏଥିପାଇଁ ଇରାନ ଆଜି ଇସ୍ରାଏଲ!-->…
ଦୋହଲିଗଲା ଷ୍ଟକ୍ ବଜାର: ସେନ୍ସେକ୍ସ ୧୦୪୮ ପଏଣ୍ଟ୍ ଖସିଲା, ଆମେରିକାରୁ ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ
ମୁମ୍ବାଇ: ଇରାନ ଉପରେ ଆମେରିକା-ଇସ୍ରାଏଲ୍ର ଆକ୍ରମଣ ପ୍ରଭାବରେ ସୋମବାର ସମଗ୍ର ଏସିଆର ଷ୍ଟକ୍ ବଜାର ଦୋହଲିଯାଇଛି। ଭାରତଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଯୁଦ୍ଧର ତାତି ଅନୁଭୂତ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ!-->…
ଗାନ୍ଧୀମାର୍ଗରେ ମହାନଦୀ ସତ୍ୟାଗ୍ରହ: ‘ପିକନିକରେ ଯାଇଥିଲା ଟ୍ରିବୁନାଲ’ କହିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ
ଭୁବନେଶ୍ୱର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ପିକନିକ ଗସ୍ତକୁ ବିରୋଧ କରି ଦିନ ତମାମ ସତ୍ୟାଗ୍ରହ କରିଥଲା l ଆବାହକ ସୁଦର୍ଶନ ଦାସଙ୍କ ଡାକରାରେ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ, ବୁଦ୍ଧିଜୀବୀ ଯୋଗ ଦେଇ ଟ୍ରିବୁନାଲ ଓ!-->…
ଦୋଳପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ?
ଭୁବନେଶ୍ବର: ମଙ୍ଗଳବାର ଦୋଳପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେଉଛି। ଏହା ଓଡ଼ିଶା ତଥା ଭାରତକୁ ଆଂଶିକ ଦୃଶ୍ୟ ହେବ। ଆଂଶିକ ଗ୍ରହଣ ଆରମ୍ଭ ଦିବା ୩ଟା ୨୦ରେ ଓ ସଂପୂର୍ଣ୍ଣ ଗ୍ରହଣ ଆରମ୍ଭ ଦିବା ୪ଟା ୩୪ରେ ହେଉଥିବା ବେଳେ ଦିନବେଳା ହେତୁ ଏହା!-->…
ଇରାନ ଯୁଦ୍ଧ ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ
ନୂଆଦିଲ୍ଲୀ: ଶନିବାର ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ହବ୍ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଛି।
ଦୁବାଇ ବିମାନବନ୍ଦର କର୍ତ୍ତୃପକ୍ଷ!-->!-->!-->…