ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ…

ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ସମୀକ୍ଷା ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ର ପ୍ରସ୍ତୁତି ବୈଠକର ଅଧ୍ୟକ୍ଷତାନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌ ହେଉଥିବା ବେଳେ ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

ବାଲିଗୁଡା : ଗୋଟିଏ ପଟେ ଘନଘନ ବିଦ୍ୟୁତ୍‌ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌। ଏଭଳି ଏକ ଘଟଣା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ଲକ୍ଷ୍ମୀ ବଜାରରେ ଦେଖିବାକୁ ମିଳିଛି l ପ୍ରକାଶ ଯେ, ଏବେ ଉକ୍ତ

ଏନଆଇଏଫଟିର ସ୍ନାତକୋତ୍ତର ଶୋ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମାନ୍ୟ ରାଜ୍ୟପାଳ

ଭୁବନେଶ୍ୱର : ଭାରତ ସରକାରଙ୍କ ବୟନମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଫ୍ୟାଶନ ପ୍ରଯୁକ୍ତି ବିଦ୍ୟାପ୍ରତିଷ୍ଠାନ (NIFT), ଭୁବନେଶ୍ୱର, ଡୁମଡୁମା, ଭୁବନେଶ୍ୱରର ITC ହୋଟେଲ୍ସ ଦ୍ୱାରା ସ୍ୱାଗତ ହୋଟେଲରେ ଏହାର ସ୍ନାତକୋତ୍ତର ଶୋ 2025 ସଫଳତାର ସହିତ ଆୟୋଜନ କରିଥିଲା । ଏହି ସମ୍ମାନଜନକ

ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି।‌ ସିକିରି ଗ୍ରାମ ବିନାୟକ ପାଠାଗାର ସାହିର ଜଣେ ଯୁବକ ଘରର ଛାତ ଦୁଲାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବାବୁଲା ପ୍ରଧାନ (୪୪) । ଖବର ପାଇ ହିଞ୍ଜିଳି ପୁଲିସ

ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବ ପାଠପଢା

କନ୍ଧମାଳ : ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡା ଠାରେ ନବନିର୍ମିତ

ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦

ରାୟଗଡ଼ା ଥେରୁବାଲିରେ ଗ୍ରାମୀଣ ବେରୋଜଗାର ଯୁବକ ଯୁବତୀମାନଙ୍କ ପାଇଁ ଔଦ୍ୟୋଗିକ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା : ରାୟଗଡ଼ା ଥେରୁବାଲି ଅଞ୍ଚଳର ବେରୋଜଗାର ଯୁବକମାନେକୁ ଔଦ୍ୟୋଗିକ ଜ୍ଞାନ କୌଶଳ ବିଷୟରେ ସଚେତନତା ସୃଷ୍ଟି ସେମାନଙ୍କୁ ସଶକ୍ତ କରିବାର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଥେରୁବାଲିସ୍ଥିତ ଗୋପବନ୍ଧୁନଗର ରେ ଅବସ୍ଥିତ ଇମ୍ଫା ଶ୍ରମିକ କ୍ଲବ ପରିସରରେ ଇମ୍ଫା ଏବଂ ବଂଶୀଧର ଓ

ରାୟଗଡ଼ା ବିଜେଡି ପକ୍ଷରୁ ସାଙ୍ଗଠନିକ ବୈଠକ, ଭାସ୍କର ଓ ସୁଧୀର ମଧ୍ୟରେ ରହିଥିବା ଫାଟ ବନ୍ଦ ପାଇଁ ଉଦ୍ୟମ

ରାୟଗଡ଼ା : ରାୟଗଡ଼ା ବିଜେଡି ପରାଜୟର ବର୍ଷ ପରେ ରାଜ୍ୟ ନେତୃତ୍ୱ ରୁ ରାୟଗଡା ଜିଲ୍ଲା ରେ ଗୋଷ୍ଟି କନ୍ଦଳକୁ ପ୍ୟାଚ ପକାଇବା ପାଇଁ ଆଜି ରାୟଗଡା ଜିଲ୍ଲା ବିଜେଡି ଶିବିରରେ ଦଳର ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲିକ ଏବଂ ବରିଷ୍ଠ ନେତା ପଦ୍ମନାଭ ବେହେରା ପଂହଁଚିଛନ୍ତି। ଦଳରେ ମତାନ୍ତର ମନାନ୍ତର

ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମକ୍‌ଡ୍ରିଲ୍

ପୁରୀ: ଆଗାମୀ ସ୍ନାନଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଆରମ୍ଭ ହୋଇଛି ମକଡ୍ରିଲ। ଆଜି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ମକଡ୍ରିଲ୍ କରାଯାଇଛି। ଟାଉନ୍ ଥାନା ପରିସରର ସମନ୍ଵିତ ନିୟନ୍ତ୍ରଣ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ

ଭାସ୍କର ସମେତ ୭ ମାଓବାଦୀ ନୀପାତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କୁ ଆଉ ତ୍ରାହୀ ନାହିଁ। ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ବଡ଼ କ୍ୟାଡ଼ର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି। ଗତ ତିନି ଦିନ ହେଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟନରେ ନକ୍ସଲ ସହ ଯବାନଙ୍କ ଗୁଳିବିନିମୟ ଚାଲିଛି।