କୋଇଡା ରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦଘାଟିତ : ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ…

ସୁନ୍ଦରଗଡ଼/ରାଉରକେଲା ; ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି କେନ୍ଦ୍ର ଉଦଘାଟିତ ହୋଇଛି। ଅତିଥିମାନେ ‘ସୁଦକ୍ଷ’ କେନ୍ଦ୍ରର ଜଣେ

ବିଏସଏଫ ପକ୍ଷରୁ ସ୍କୁଲ ପିଲାଙ୍କୁ ଚପଲ ବଣ୍ଟନ

ଚିତ୍ରକୋଣ୍ଡା(୬/୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ହନ୍ତାଳଗୁଡା ଠାରେ ଥିବା ନବମ ବାଟାଲିୟନ ବିଏସଏଫ ର ଏଫ କମ୍ପାନୀ ତରଫରୁ ହନ୍ତାଳଗୁଡା ସ୍କୁଲ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କୁ ୭୧ ହଳ ଚପଲ ପ୍ରଦାନ କରାଯାଇଛି। ଆଜି ବିଏସଏଫ ( ଏଫ)

ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସାଧାରଣ ବୈଠକ

ହିଞ୍ଜିଳିକାଟୁ, ୬/୪ : ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ୩ୟ ସାଧାରଣ ବୈଠକ ସଭାକକ୍ଷ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ନବ ନିର୍ବାଚିତ ଅଧ୍ୟକ୍ଷା ସରସ୍ବତୀ ସେଠୀ ସଭାପତିତ୍ୱ କରିଥିଲେ । ନିମନ୍ତିତ ଅତିଥି

ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା : ୩ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ଆଣିଛି ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ, ୬/୪ : ଗତ ମାର୍ଚ୍ଚ ୨୨ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ କମେଂଟମରାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀର ୬ଜଣ ମିଶି ଫାଷ୍ଟଫୁଡ ଦୋକାନ କରିଥିବା ୪ ଭାଇଙ୍କୁ କାଠ ଫାଳିଆ, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ

ରଙ୍ଗେଇଲୁଣ୍ଡା ବ୍ଳକ ଭିତରେ ଭୋଜି ଭାତର ଆସର

ରଙ୍ଗେଇଲୁଣ୍ଡା : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ପାଲଟିଛି ବିଜେଡି ନେତାମାନଙ୍କ ଆଶ୍ରୟସ୍ଥଳୀ । ଏହି ଅଞ୍ଚଳ ର ବିଧାୟକ ତଥା ଗୋପାଳ ପୁର ବିଧାୟକ ଦଳରୁ ନିଲମ୍ବିତ ହେବା ପରେ ତାଙ୍କର ଦାୟିତ୍ଵ ବହନ କରୁଛନ୍ତି ରଙ୍ଗେଇଲୁଣ୍ଡା ବ୍ଳକ୍ ବିଡ଼ିଓ ପ୍ରଶ୍ନ ପାତ୍ର । ତେଣୁ କରି ବିଡ଼ିଓ

ହିଞ୍ଜିଳିକାଟୁ ରେ ଭାଜପାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ

ହିଞ୍ଜିଳିକାଟୁ, ୬ /୪ : ହିଞ୍ଜିଳିକାଟୁ ନଗର ବିଜେପି ତରଫରୁ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥୁବା ଭାଜପା କାର୍ଯ୍ୟାଳୟ ଠାରେ ବିଜେପିର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ମାମଲା; ଜାମିନ ନାମାଞ୍ଜୁର ପରେ ଜେଲ ଗଲା ଅଭିଯୁକ୍ତ

ପୁରୀ : ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାକୁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ ମହାପାତ୍ରକୁ ଜେଲ ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗ୍ରାମର ଜଗନ ମହାପାତ୍ରକୁ ଗିରଫ ପରେ ଆଜି

ମନରେଗା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ୩ ବର୍ଷ ପରେ ମଧ୍ୟ ମିଳିନି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଜାର୍ଗପଦର ଗ୍ରାମର ଟ୍ରାନସୁ ପକାଲ ଗାଁର ଚୈତନ୍ୟ କହଁର ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ତରଫରୁ ଚାଷୀ କୂପ ଖୋଲିଥିଲେ । ଅନେକ ସମୟରେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଗରୀବ ଚାଷୀ

୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ସମ୍ବଲପୁରରୁ ପ୍ରତିଦିନ ସକାଳ ୬ ଟାରେ ବାହାରି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ

ପୁରୀ: ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ୧୯୯୬ ବ୍ୟାଚ୍‍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ କିଛି ଦିନ ପୂର୍ବରୁ