ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୮ ଦିନିଆ ଆତ୍ମରକ୍ଷା ତାଲିମ ଉଦଯାପିତ

ଦାରିଙ୍ଗବାଡ଼ି, ୬/୪ : ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀଙ୍କୁ ନେଇ ୮ ଦିନିଆ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର,

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୨ ମୃତ, ୨ ଆହତ

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ହୋଇଥିବା ଖବର ମିଳିଛି । ଏଥିରେ ଦୁଇ ଜଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ

ମେମୋରୀ ଚିପ୍‌ ପାଇଁ ଶର୍ମିଷ୍ଠାଙ୍କୁ ମାନସ ମାଗିଥିଲେ ୧୦ ହଜାର ଟଙ୍କା!

ଭୁବନେଶ୍ୱର: ମେମୋରୀ ଚିପ୍‌ ପାଇଁ ସଂପୂର୍ଣ୍ଣ ୱେବ୍‌ ପୋର୍ଟାଲ୍‌ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ୧୦ ହଜାର ଟଙ୍କା ମାଗିଥିଲେ! ଆଜି ଏପରି ଚାଞ୍ଚଲ୍ୟକର ବୟାନ୍‌ ଦେଇଛି କ୍ରାଇମବ୍ରାଞ୍ଚ। ଦ୍ୱିତୀୟ ଥର ପାଇଁ ଶର୍ମିଷ୍ଠା ଓ ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱରରେ ନିର୍ମାଣ ହେବ ୨ ଫୁଟ୍‌ ଓଭରବ୍ରିଜ୍‌, ୧ ଫ୍ଲାଇଓଭର୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୨ଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର୍‌ ନିିର୍ମାଣ ହେବ। ଏନେଇ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ବୁଧବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। କସମୋପୋଲିସ ଛକରେ ଜାତୀୟ ରାଜପଥ ଉପରେ

ମୁମ୍ବାଇରେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନା ଭୁତାଣୁର ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିବା କଥା ବୃହତ୍ ମୁମ୍ବାଇ ମହାନଗର ନିଗମ (ବିଏମସି ) ପକ୍ଷରୁ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ତାହାକୁ ଖଣ୍ଡନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।ମୁମ୍ବାଇରେ ଚିହ୍ନଟ ହୋଇଥିବା ସଂଦିଗ୍ଧ ଆକ୍ରାନ୍ତ

ଶ୍ରେଣୀରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଏଏମୟୁ ଅଧ୍ୟାପକ

ନୂଆଦିଲ୍ଲୀ: ହିନ୍ଦୁ ଦେବତାଙ୍କ ସଂପର୍କରେ ଅସମ୍ମାନଜନକ ବାଖ୍ୟା କରି ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟ(ଏଏମୟୁ )ର ଅଧ୍ୟାପକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ଦୁଷ୍କର୍ମ ବିଷୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଯାଇ ଅଧ୍ୟାପକ ଯେଉଁ ସବୁ ଉଦାହରଣ ଦେଇଥିଲେ, ସେଥିପାଇଁ

ରୁଷରୁ ଶସ୍ତାରେ ତେଲ କିଣୁଥିବାରୁ ଭାରତ ଉପରେ ଆମେରିକା ଖପ୍ପା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା-ଭାରତ ମଧ୍ୟରେ ଚାଲିଛି କଥା କଟାକଟି। ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତ ନିଜର ପକ୍ଷ ସ୍ପଷ୍ଟ ନକରିବା ସହ ରୁଷରୁ ତେଲ କିଣୁଥିବାରୁ ଏହାକୁ ନେଇ ଖପ୍ପା ରହିଛି ଆମୋରିକା। ଅନେକ ଥର ରୁଷକୁ ସମର୍ଥନ ନକରିବା ଓ ତେଲ ନକିଣିବା ପାଇଁ ଆମେରିକା

ସେନାର ନୂଆ ମଡେଲ- ନିଯୁକ୍ତିର ୫ ବର୍ଷ ମଧ୍ୟରେ ଅବସର ନେବେ ୫୦% ସୈନିକ

ନୂଆଦିଲ୍ଲୀ : ଏଣିକି ସେନାରେ ବି ଠିକାରେ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ । ସରକାରଙ୍କ ଚିଠା ସେନା ନିଯୁକ୍ତି ନୀତି ଅନୁସାରେ ନୂଆ ନିଯୁକ୍ତି ପାଉଥିବା ପ୍ରାୟ ୫୦ ପ୍ରତିଶତ ସୈନିକ ୫ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିବେ । ଅବଶିଷ୍ଟ ୫୦ ପ୍ରତିଶତ ପୂର୍ବ ପରି ସ୍ବାଭାବିକ ସମୟରେ ଅବସର ନେବେ

ମଥାରେ ତିଳକ ଲଗାଇ ଆସିଥିବାରୁ ଛାତ୍ରୀଙ୍କୁ ପିଟିଲେ ଶିକ୍ଷକ

ଜମ୍ମୁ: ମଥାରେ ତିଳକ ଲଗାଇ ଆସିଥିବାରୁ ଜଣେ ହିନ୍ଦୁ ଛାତ୍ରୀଙ୍କୁ ତାଙ୍କ ଶିକ୍ଷକ ନିର୍ଦ୍ଧୁମ ପିଟିଛନ୍ତି। ଜମ୍ମୁ କଶ୍ମୀର ରଜୌରି ଜିଲ୍ଲାରେ ଏକ ସ୍କୁଲରେ ଏହି ଘଟଣା ଘଟିଛି। ଏନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ମଥାରେ ତିଳକ ଲାଗାଇ ସ୍କୁଲ ଆସିଥିଲେ। ଏଥିରେ

ଆମ୍‌ନେଷ୍ଟିର ପୂର୍ବତନ ଭାରତ ମୁଖ୍ୟଙ୍କ ଆମେରିକା ଗସ୍ତ ଉପରେ ରୋକ

ନୂଆଦିଲ୍ଲୀ: ଆମନେଷ୍ଟି ଇଣ୍ଟରନ୍ୟାଶନାଲର ପୂର୍ବତନ ଭାରତ ମୁଖ୍ୟ ଆକାର ପଟେଲଙ୍କ ଆମେରିକା ଗସ୍ତ ଉପରେ ଲାଗିଛି ରୋକ। ସେ ଆମେରିକା ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ବେଙ୍ଗାଲୁରୁ ଏୟାରପୋର୍ଟରେ ଅଟକାଇ ଦିଆଯାଇଛି। ସିବିଆଇ ତାଙ୍କୁ ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ରଖିଥିବାରୁ ବିମାନବନ୍ଦର