ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଗଞ୍ଜାମ ଓ ଭୁବନେଶ୍ୱର ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭଞ୍ଜନଗର ସ୍ଥିତ ଅଫିସ, କ୍ୱାର୍ଟସ, ଖଲ୍ଲିକୋଟ ଲଙ୍ଗଳେଶ୍ୱରରେ ଥିବା ପୈତୃକ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ସନ୍ଦିଗ୍ଧଙ୍କୁ ଜେରା

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗିିବା ଘଟଣାରେ ଅଟକ ସନ୍ଦିଗ୍ଧକୁ ଜେରା କରୁଛି ପୋଲିସ। ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ସନ୍ଦିଗ୍ଧଜଣଙ୍କ କେବଳ ଚୁଲି ଭାଙ୍ଗିବାକୁ ଶ୍ରୀମନ୍ଦିରରେ ପଶିଥିଲେ, ନା ଆଉ କିଛି ଉଦ୍ଦେଶ୍ୟ ଥିଲା, ତାହାକୁ ନେଇ ଜେରା ଚଳାଇଛି ପୋଲିସ।

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୬ କୋଭିଡ୍ ପଜିଟିଭ୍

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୭୩ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା

ଧାମନଗର ଏନଏସିର ୬ଟି ବୁଥରେ ଭୋଟ ଗଣଣା ଆରମ୍ଭ

ଭଦ୍ରକ: ଜିଲ୍ଲାର ଧାମନଗର ଏନଏସିରେ ପୁନଃମତଦାନ ହେବାର ଗୋଟିଏ ଦିନ ପରେ ଆସନ୍ତାକାଲି ସକାଳ ୬ଟା ଯାଏ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଖବର ଅନୁଯାୟୀ, ନିଷେଧାଦେଶ ନିର୍ଦ୍ଦେଶ ଗତକାଲି ରାତି ୯ ଟାରୁ କାର୍ଯ୍ୟକାରୀ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ ଟାରେ ଧାମନଗର

ଏପ୍ରିଲ ୯ ତାରିଖରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ

ଭୁବନେଶ୍ବରଁ ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ କେମିତି ସୁଚାରୁରୂପେ ତୁଲାଇବେ

ଧରାପଡ଼ିଲେ ୫ ମୂର୍ତ୍ତି ଚୋର

ଭୁବନେଶ୍ବର/ଜଟଣୀ: ଜଟଣୀ ଥାନା ସହ ଡେଲାଙ୍ଗ, ପିପିଲି ଥାନା ଆଖପାଖ ଅଞ୍ଚଳ ଓ ଭୁବନେଶ୍ବର ବାଲିଅନ୍ତାରେ ମନ୍ଦିରରୁ ଚୋରି କରି ନିଦ ହଜାଇ ଦେଇଥିବା ଗ୍ୟାଙ୍ଗ ପୁଲିସ ହାତରେ ଧରାପଡ଼ିଛି। ଗ୍ୟାଙ୍ଗର ୪ ସଦସ୍ୟ ଓ ମନ୍ଦିର ଚୋରି ସାମଗ୍ରୀ କିଣୁଥିବା ଜଣେ କବାଡ଼ି ଦୋକାନୀକୁ ପୁଲିସ ଗିରଫ କରିଛି।

କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାଁନ୍ତି ମାନସଙ୍କ ପରିବାର

ନୟାଗଡ : କ୍ୟାମେରାମ୍ୟାନ ମାନସ ମୃତ୍ୟୁ ଘଟଣା । ମେମୋରୀ ରହସ୍ୟ କେବେ ଖୁଲାସା କରିବ କ୍ରାଇମବ୍ରାଞ୍ଚ? ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ l ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସମେତ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଭୟ

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କେନ୍ଦ୍ରର ରୋକ୍ 

ଓଡିଶା ସରକାର ଆଣିଥିବା ଲିଙ୍ଗରାଜ ଅର୍ଡିନାନ୍ସ ବା ଅଧ୍ୟାଦେଶ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏପରି ଅଧ୍ୟାଦେଶ ଆମସାର ଆକ୍ଟର ବିରୁଦ୍ଧାଚରଣ । ତେଣୁ ଆପତ୍ତି ଉଠାଇ କେନ୍ଦ୍ର ରୋକ୍ ଲଗାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ରାଜଭବନ

କଟକର ଲସି ଦୋକାନରେ ସିଏମ୍‌ସିର ଚଢ଼ଉ

କଟକ : କଟକର ବିଭିନ୍ନ ସର୍ବତ ଓ ଲସି ଦୋକାନରେ ନଷ୍ଟ ହୋଇ ଯାଇଥିବା ଦହି ଓ ଅନ୍ୟାନ୍ୟ ନିମ୍ନମାନର ଜିନିଷ ଗ୍ରାହକଙ୍କୁ ଦିଆଯାଉଥିବା ଖବର ପାଇ ମଙ୍ଗଳବାର କଟକ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଅଚାନକ ଚଢଉ କରାଯାଇଥିଲା । କଟକ ମହାନଗର ନିଗମ ଖାଦ୍ୟ ସୁରକ୍ଷା ଟିମ

ଧରାପଡ଼ିଲେ ୫ ହାଇଓ୍ବେ ଲୁଟେରା

ଖୋର୍ଦ୍ଧା : ଖୋର୍ଦ୍ଧା ପୋଲିସ ମଙ୍ଗଳବାର ଏକ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ର ଜଣେ ନାବାଳକ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣାପଞ୍ଜୁରୀ ଗ୍ରାମର ଅମଜାଦ୍‌ ଖାନ ଓରଫ କ୍ରିଷ୍ଣା ଓରଫ ସୋନୁ(୨୩), ଏସ୍‌.କେ ଜୁମା(୨୬),