ସିବିଆଇ ରାଡାରରେ ଭାରତୀୟ ଅଲମ୍ପିକ୍‌ ସଂଘ ମୁଖ୍ୟ, ହକି ନାମରେ ଚଳୁ କରିଛନ୍ତି ଟଙ୍କା !

ନୂଆଦିଲ୍ଲୀ: ହକି ଖେଳ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି। ଫସିଲେ ଭାରତୀୟ ଅଲମ୍ପିକ୍‌ ସଂଘ ମୁଖ୍ୟ । ସିବିଆଇ ରାଡ଼ାରକୁ ଆସିଛନ୍ତି ଭାରତୀୟ ଅଲମ୍ପିକ୍‌ ସଂଘ ମୁଖ୍ୟ । ଭାରତୀୟ ଅଲମ୍ପିକ୍‌ ସଂଘର ସଭାପତି ନରିନ୍ଦର ବାତ୍ରାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇ

ମହାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ସିବିଆଇ ଦ୍ବାରା ଗିରଫ

ମୁମ୍ବାଇ: ଦୁର୍ନୀତି ମାମଲାରେ ମହାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ସିବିଆଇ ଗିରଫ କରିଛି। ପୂର୍ବରୁ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଧେ ଏବଂ ସଚିବ ସଞ୍ଜୀବ ପାଲନ୍ଦେ ଏବଂ ନିଲମ୍ବିତ ପୁଲିସ ଇନ୍ସପେକ୍ଟର ସଚ୍ଚିନ ଭାଜେଙ୍କୁ ସିବିଆଇ ନିଜ ହେପାଜତକୁ ନେଇଛି।

ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ XE

ନୂଆଦିଲ୍ଲୀ: ଭାରତରେ ପଶିଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ XE। ଦେଶରେ ମୁମ୍ବାଇରୁ ପ୍ରଥମ ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଠାରେ ଏହି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ଏହି XE ଭାରିଏଣ୍ଟ ବେଶ୍‌ ଭୟଙ୍କର। ପ୍ରଥମେ ଏହା ବ୍ରିଟେନ୍‌ରେ ଚିହ୍ନଟ

ବଜ୍ରଘାତ: ୧୦ ବଳଦ ମୃତ…

ଦାରିଙ୍ଗବାଡ଼ି :, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସାଙ୍ଗୁଡୁମାହା ଗ୍ରାମରେ ବଜ୍ରଘାତ କାରଣରୁ ୧୦ ଟି ବଳଦ ମୃତ୍ୟୁବରଣ କରିଛନ୍ତି । ବୁଧବାର ଦିନ ଦିବା ୨ ଘଣ୍ଟା ସମୟରେ ଏହି ବଜ୍ରପାତ ଘଟିଥିଲା । ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ଘଟିଥିଲା । ସାଙ୍ଗୁଡୁମାହା ଗ୍ରାମର ଯାକବ

ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଦୈତାରୀ…

ଖଲ୍ଲିକୋଟ ; ନିର୍ବାଚିତ ହେବାର ୨୫ ଦିନ ପରେ ଖଲ୍ଲିକୋଟ ବ୍ଲକ ସମିତି ଅଧକ୍ଷ ଭାବେ ଦୈତାରୀ ବେହେରା ଓ ଉପାଧ୍ୟକ୍ଷା ଭାବେ ଭାରତୀ ମହାରଣା ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି l ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ପଂଚାୟତ ନିର୍ବାଚନ ରେ ବିଜେଡି ର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଙ୍କ

ଵିଜେପି ଛାଡିଲେ ପୂର୍ବତନ ଭାଜପା ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର…

ହିଞ୍ଜିଳିକାଟୁ : ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସରେ ଇସ୍ତଫା ଦେଲେ ହିଞ୍ଜିଳିର ଜଣାଶୁଣା ବରିଷ୍ଠ ଭାଜପା ନେତା ଓ ପୂର୍ଵତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର। ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ବୁଧବାର ମହାପାତ୍ର ନିଜ ଇସ୍ତଫା ବିଷୟରେ ପ୍ରେସ ମିଟ୍‌ କରି

ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା…

ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ନଗରର ୧୨ନଂ ୱାର୍ଡ଼ ଅଙ୍ଗନୱାଡ଼ି କେନ୍ଦ୍ର ଆନୁକୂଲ୍ୟରେ କିଶୋରି ବାଳିକା,ଆଶା, ଅଙ୍ଗନବାଡି କର୍ମୀ ଓ ସହାୟିକା ତଥା S.H.G. ଗ୍ରୁପ୍ ମହିଳା ମାନଙ୍କ ନେତୃତ୍ୱରେ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ

ଧାମନଗର ଏନଏସିରେ ବାଜି ମାରିଲା ବିଜେଡି

ଭଦ୍ରକ: ଧାମନଗର ଏନଏସି ନିର୍ବାଚନରେ ଶେଷ ହୋଇଛି ଭୋଟ ଗଣତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ଏନଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟିରେ ବିଜେପି ବିଜୟଲାଭ କରିଛି ।

ନିଜକୁ ଭଲ ନଲାଗିବାରୁ ଚୁଲି ଭାଙ୍ଗିଛି ଅଭିଯୁକ୍ତ: ଏସପି

ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାକୁ ନେଇ ଏବେ ସବୁଠି ହଟଚମଟ । ତେବେ ଏହି ଘଟଣାକୁ ନେଇ ପୁରୀ ଏସପି କନୱର ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି । ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧଙ୍କୁ ଧରାଯିବା ପରେ ସେ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ

ଚାକିରୀ ଦେବା ନାଁରେ ୮ଲକ୍ଷ ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଚାକିରୀ ଦେବାକୁ କହି ୮ଲକ୍ଷଟଙ୍କା ଠକେଇ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଫୁଲନଖରା ଅଞ୍ଚଳରେ ରହୁଥିବା ଭଦ୍ରକ ଜିଲ୍ଲାର ପିତବାସ ପଣ୍ଡା (୪୪) । ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ ଅଭିଯୁକ୍ତକୁ