ରାଉରକେଲା ଉଦିତନଗର ରିଙ୍ଗରୋଡ଼ ଛକ ନିକଟରୁ ବନ ନିଗମ କର୍ମଚାରୀଙ୍କ ଠାରୁ ଦିନ ଦ୍ବିପ୍ରହରେ ୪.୫୪ ଲକ୍ଷ ଟଙ୍କା…

ରାଉରକେଲା ;ରାଉରକେଲା ଉଦିତନଗର ମହନଗର ନିଗମ ରିଙ୍ଗ ରୋଡ଼ ଛକ ନିକଟରୁ ମଙ୍ଗଳବାର ଦିନ ୧୧ ଟା ସମୟରେ ୪.୫୪ ଲକ୍ଷ ଟଙ୍କା ଲୁଟ ହୋଇଯାଇଛି। ରାଉରକେଲା ଫରେଷ୍ଟ କର୍ପୋରେସନର ଜଣେ କର୍ମଚାରୀ ଦାଶରଥି ଷେଣ୍ଢ ଉଦିତନଗର କାନାଡ଼ା ବ୍ୟାଙ୍କ ରୁ ଗୌରହରି ବେହେରା ଙ୍କ ଆକାଉଣ୍ଟ୍ ରୁ ଠିକାଦାର ଙ୍କ

‘ଆରଆରଆର’ର ସଫଳତା ଲାଗି ସୁନା ବାଣ୍ଟିଲେ ରାମଚରଣ

ମୁମ୍ବାଇ: ଏବେ ଫିଲ୍ମ ‘ଆରଆରଆର’କୁ ନେଇ ଚାଲିଛି ଚର୍ଚ୍ଚା। ଫିଲ୍ମଟି ଗତ ୧୦ ଦିନରେ ୧୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲାଣି। ଫିଲ୍ମଟିକୁ ଅତି ନିଖୁଣ ଭାବରେ ନିର୍ମାଣ କରି ନିର୍ଦ୍ଦେଶକ ଏସଏସ ରାଜାମୌଲି ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଏହାକୁ ନିର୍ମାଣ କରିବା ପାଇଁ ୪ବ‌ର୍ଷ ସମୟ

କାଠରେ ମାତ୍ର ଚାରି ଇଞ୍ଚ ଉଚ୍ଚତାର ମା ତାରା ତାରିଣୀ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ଦିଲୀପ

ବ୍ରହ୍ମପୁର: ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଗ୍ରାଣ୍ଡମାଷ୍ଟର ଦିଲୀପ ମହାରଣା ପୁଣି ଥରେ ଏକ ନୂଆଁ ବିସ୍ମୟ ସୃଷ୍ଟି କଲାଭଳି ଏକ କଳାକୃତି ନିର୍ମାଣ କରିଛନ୍ତି। ପୁର୍ବରୁ ସେ ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର ଏକ ଇଞ୍ଚ ଏବଂ ଅଧା ଇଞ୍ଚ ବିଶିଷ୍ଠ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି,

କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା : ଗାଁଠୁ ସହର ସବୁଠି ଭକ୍ତିଭାବ ପରିବେଶ

ବାଲିଗୁଡ଼ା : କନ୍ଧମାଳରେ ଆରମ୍ଭ ହୋଇଛି ୧୩ ଦିନିଆ ଦଣ୍ଡଯାତ୍ରା l ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଦଣ୍ଡଯାତ୍ରା ହୋଇପାରିନଥିଲା । ଦୁଇବର୍ଷ ପରେ ଦଣ୍ଡଯାତ୍ରା ହେଉଥିବାରୁ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ସମସ୍ତଙ୍କ ମନରେ ବେଶ ଖୁସି ପରିଲକ୍ଷିତ ହେଉଛି l କନ୍ଧମାଳର ପ୍ରସିଦ୍ଧ

ଟଣ୍ଡମି ସ୍କୁଲ ଖୋଲିବା ପାଇଁ ଗ୍ରାମବାସୀଙ୍କ ଦାବି

ଦାରିଙ୍ଗବାଡ଼ି (୫/୪) : ପର୍ତମାହା ପଞ୍ଚାୟତ ଅନ୍ତର୍ଗତ ଟଣ୍ଡମି ସ୍କୁଲ ଖୋଲିବାକୁ ଗ୍ରାମବାସୀଙ୍କ ଦାବି । ଏହି ଗ୍ରାମର ସ୍କୁଲରେ ପିଲା ସଂଖ୍ୟା କମଥିବା ଦର୍ଶାଇ ସରକାର ଗତ ବର୍ଷ ସ୍କୁଲ ବନ୍ଦ କରିଦେଇଥିବା ଯୋଗୁଁ ଗାଁ ପିଲା ଅନ୍ୟ ସ୍କୁଲକୁ ଯାଉନାହାଁନ୍ତି । ନିକଟରେ ରହିଥିବା ସାରୁମାହା

ଇଡି କାର୍ଯ୍ୟାନୁଷ୍ଠାନ ‘ମରାଠୀ ମାନୁସ୍‌’ ଉପରେ ଆକ୍ରମଣ: ରାଓ୍ଵତ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଶିବସେନା ସାଂସଦ ସଞ୍ଜୟ ରାଓ୍ଵତ୍‌ ଓ ତାଙ୍କ ସଂପର୍କୀୟଙ୍କ ସମ୍ପତ୍ତିକୁ ଜବତ କଲାପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ରାଓ୍ଵତ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏପ୍ରକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟବିତ୍ତ ‘ମରାଠୀ

ଗୋରଖନାଥ ମନ୍ଦିର ଆକ୍ରମଣ ଅଭିଯୁକ୍ତ ଆବ୍ବାସ ମୁର୍ତାଜା ଜାକିର ନାଇକର ଭିଡ଼ିଓ ଦେଖୁଥିଲା

ଗୋରଖପୁର: ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରର ସୁରକ୍ଷାକର୍ମୀଙ୍କ ଉପରେ ଗତ ରବିବାର ଜଣେ ଯୁବକ ଆକ୍ରମଣ କରିଥିଲା। ରବିବାର ସନ୍ଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଗିରଫ ଅଭିଯୁକ୍ତ ଆଇଆଇଟି ବମ୍ବେ ଛାତ୍ର

ରାଜଧାନୀର ୩ ନଗର ନିଗମ ମିଶି ଗୋଟିଏ ହେବ, ରାଜ୍ୟସଭାରେ ବିଲ୍‌ ପାସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୩ ନଗର ନିଗମ ବ୍ୟବସ୍ଥା ରହିବ ନାହିଁ। ୩ଟି ଯାକ ନଗର ନିଗମ ବା ମ୍ୟୁନସିପାଲ କର୍ପୋରେସନ ଏକାଠି ହୋଇ ଗୋଟିଏ ନିଗମରେ ପରିଣତ ହେବେ। ଏ ସଂକ୍ରାନ୍ତ ବିଲ୍‌ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ପୂର୍ବରୁ ଏହା ଲୋକସଭାରେ ମଧ୍ୟ ପାରିତ ହୋଇଥିଲା।ଆଜି ରାଜ୍ୟସଭାରେ

ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର, ଆନ୍ଦୋଳନ ଜାରି

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅସ୍ଥିରତା ବଢ଼ିବାରେ ଲାଗିଛି। ଗୋଟିଏ ଅଭାବ ଯୋଗୁ ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି

ରାହୁଲ ଓ ପ୍ରିୟଙ୍କାଙ୍କୁ ସମୋଲଚନା କରିଥିବା କଂଗ୍ରେସ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଚେନ୍ନାଇ: କଂଗ୍ରେସର ସୁରକ୍ଷା ପାଇଁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜ ଦାୟିତ୍ୱରୁ ଓହରି ଯିବା ଦରକାର ବୋଲି କହିଥିବା ନେତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପରି ବୟାନ ଦେଇଥିବା କଂଗ୍ରେସ ନେତାଙ୍କୁ ଆଜି ତାମିଲନାଡୁ ମୁଖପାତ୍ର ପଦରୁ ବିଦା କରାଯାଇଛି।