Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚୁଲି ଭଙ୍ଗା ଘଟଣା, ୩ ଅଭିଯୁକ୍ତ ଚିହ୍ନଟ
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ୩ଜଣ ଚିହ୍ନଟ । ସିସିଟିଭି ଫୁଟେଜରୁ ୩ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛି ପୋଲିସ । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବା ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରେ ଆଉ କେତେ ଜଣ ସଂପୃକ୍ତ!-->…
ଶ୍ରୀମନ୍ଦିରର ୧୦୦ ମିଟର ଭିତରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା : ଅପରାଜିତା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପ ନିର୍ମାଣ କରୁଥିବା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ 'ଓବିସିସି'କୁ ଏଏସଆଇ ଲେଖିଥିବା ଏକ ଚିଠିକୁ ଟ୍ୱିଟ୍ କରି ମନ୍ଦିରର!-->…
ବିଦେଶ ଯାଇପାରିବେ ଗିରଫ ସାମ୍ବାଦିକା ରାଣା ଆୟୁବ୍ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଇଡି ଜାଲରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍ ବିଦେଶ ଯାଇପାରିବେ। ଆଜି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନିଲଣ୍ଡରିଂ ମାମଲାରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍ ଲଣ୍ଡନ୍ ଯାଉଥିବା ବେଳ ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କୁ ଅଟକ ରଖିଥିଲା!-->…
ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ, ଘର କରି ୟୁକ୍ରେନ ନାଗରିକଙ୍କୁ ଭଡ଼ା ଦେଇଥିଲେ
ମଥୁରା: ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଆସିଥିବା ରୁଷ ଦମ୍ପତିଙ୍କୁ ୟୁପି ପୁଲିସ ଗିରଫ କରିଛି। ଏହି ରୁଷ ପର୍ଯ୍ୟଟକଙ୍କ ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ନାଟାଲିଆ କ୍ରିଭୋନୋସୋଭ୍ ଏବ ରୋମାନଭ୍ ୟାରୋସାଲଭ୍। ଏହି ଦମ୍ପତି ୨୦୧୩!-->…
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ
ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର!-->…
ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣା ପାଇଁ ରାଜ୍ୟ ସରକାର ଦାୟୀ: ବିଜୟ ମହାପାତ୍ର
ଭୁବନେଶ୍ୱର: ଶ୍ରୀମନ୍ଦିର ରୋଷଘର ବିଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ସେ ଏନେଇ ସମାଲୋଚନା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା!-->…
ରୁଷ ଯୁଦ୍ଧ ବିମାନକୁ ଦିଖଣ୍ଡ କରିଦେଲା ୟୁକ୍ରେନ୍ ମିସାଇଲ, ପଠେଇଥିଲା ବ୍ରିଟେନ୍
ନୂଆଦିଲ୍ଲୀ: ଶକ୍ତିଶାଳି ରୁଷ ବିଧ୍ୱଂଶକାରୀ ମିସାଇଲ ମାଡ଼ ଜାରି ରଖିଥିବା ବେଳେ ୟୁକ୍ରେନ୍ ମଧ୍ୟ ସାହସର କଡ଼ା ଜବାବ ଦେଉଛି। ରୁଷର ଏକ ଯୁଦ୍ଧ ବିମାନକୁ ୟୁକ୍ରେନ୍ ସେନା ପାଲଟା ଅକ୍ରମଣ କରି ଦୁଇ ଖଣ୍ଡ କରିଦେଇଛି। ୟୁକ୍ରେନରୁ ପରିଚାଳିତ ଗଣମାଧ୍ୟମ ଟାଇମସ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ!-->…
କାର୍ ଉପରେ ମାଡ଼ିଗଲା ହାଇଓ୍ବା, ଚାଳକ ମୃତ
ଭୁବନେଶ୍ୱର: ପଳାଶୁଣୀ ବସ୍ ଷ୍ଟପେଜ୍ ନିକଟରେ ସୋମବାର ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ।
ସୂଚନାନୁସାରେ, ପଳାଶୁଣୀ ବସ୍ ଷ୍ଟପେଜ ନିକଟରେ ଜଣେ ବ୍ୟକ୍ତି ରାସ୍ତା ପାର୍ ହେଉଥିଲେ।!-->!-->!-->…
ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା: ସିଂହଦ୍ବାର ଥାନାରେ ଏତଲା
ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବାର ସୂଚନା ମିଳିଛି। ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ!-->…
ହାଇକୋର୍ଟ ଗଲା ଗାଙ୍ଗପୁର IIC ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବି
ହାଇକୋର୍ଟରେ ପହଞ୍ଚିଛି ଗଞ୍ଜାମ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ମାମଲା ଘଟଣାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଆଇଥିବା ୨ ପୋଲିସ!-->…