୭୧୫ ଦିନ ପରେ ୧୦୦୦ ତଳକୁ ଖସିଲା ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଦୀର୍ଘ ୭୧୫ ଦିନ ପରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୧୦୦୦ ତଳକୁ ଖସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୧୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୩

୬ରୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ବଙ୍ଗୋପସାଗରରେ ବାତ୍ୟା ଋତୁ ଆରମ୍ଭ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ଦୁଇଟି ବାତ୍ୟା ସୃଷ୍ଟି ହୋଇଥିଲେ ବି ତାହା ଭାରତୀୟ ଉପକୂଳ ପର୍ଯ୍ୟନ୍ତ ଆସିନଥିଲା । ଏବେ ଏପ୍ରିଲ ମାସର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଲକ୍ଷଣ ଦେଖାଦେଇଛି । ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ

ସମବାୟ ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ସମବାୟ ସମିତି ନିର୍ବାଚନ ପରଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ । ଜୁନ୍‌ ୧୨ ତାରଖରୁ ୨୬ ତାରିଖ ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି

ଉତ୍ତର-ପୂର୍ବାଞ୍ଚଳ ପରେ ଜମ୍ମୁ ଓ କଶ୍ମୀରର କେତେକ ଜିଲ୍ଲାରୁ ବି ହଟିବ ଆଫସ୍ପା !

ନୂଆଦିଲ୍ଲୀ : ୩ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପରେ ଜମ୍ମୁ ଓ କଶ୍ମୀରର ବି କେତେକ ଜିଲ୍ଲାରୁ ହଟିବ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ-୧୯୫୮ (ଆଫସ୍ପା) । ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବାକୁ ଥିବାବେଳେ ସେସମୟରେ ଏହି ଘୋଷଣା

ଆନ୍ଧ୍ର ନୂଆ ମାନଚିତ୍ରରେ ଓଡ଼ିଶାର ୨୮ ଟି ଗ୍ରାମ

କୋରାପୁଟ: କୋଟିଆକୁ ଓଡ଼ିଶା ନିକଟରୁ ଛଡ଼ାଇ ନେବା ଲାଗି ନୂଆ ଚାଲ ଚଲାଇଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। ଏହି ବିଷୟ ଏବେ ସୁପ୍ରିମକୋର୍ଟରେ ବିଚାରଧିନ ଥିବା ବେଳେ କୋଟିଆ ଅଞ୍ଚଳର କେତେ ଗୁଡ଼ିଏ ଗାଁକୁ ମିଶାଇ ନୂଆ ଜିଲ୍ଲା ଗଠନ କରିଛି ଆନ୍ଧ୍ର। ଏକ ଗୋଷ୍ଠୀ ଉପରେ ନିୟନ୍ତ୍ରଣ ଦାବିରେ ଓଡିଶା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚୁଲି ଭଙ୍ଗା ଘଟଣା, ୩ ଅଭିଯୁକ୍ତ ଚିହ୍ନଟ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ୩ଜଣ ଚିହ୍ନଟ । ସିସିଟିଭି ଫୁଟେଜରୁ ୩ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛି ପୋଲିସ । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବା ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରେ ଆଉ କେତେ ଜଣ ସଂପୃକ୍ତ

ଶ୍ରୀମନ୍ଦିରର ୧୦୦ ମିଟର ଭିତରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା : ଅପରାଜିତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପ ନିର୍ମାଣ କରୁଥିବା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ 'ଓବିସିସି'କୁ ଏଏସଆଇ ଲେଖିଥିବା ଏକ ଚିଠିକୁ ଟ୍ୱିଟ୍ କରି ମନ୍ଦିରର

ବିଦେଶ ଯାଇପାରିବେ ଗିରଫ ସାମ୍ବାଦିକା ରାଣା ଆୟୁବ୍‌ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମନିଲଣ୍ଡରିଂ ମାମଲାରେ ଇଡି ଜାଲରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ବିଦେଶ ଯାଇପାରିବେ। ଆଜି ଏହି ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ମନିଲଣ୍ଡରିଂ ମାମଲାରେ ଫସିଥିବା ସାମ୍ବାଦିକା ରାଣା ଆୟୁବ୍‌ ଲଣ୍ଡନ୍‌ ଯାଉଥିବା ବେଳ ମୁମ୍ବାଇ ବିମାନ ବନ୍ଦରରୁ ତାଙ୍କୁ ଅଟକ ରଖିଥିଲା

ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ, ଘର କରି ୟୁକ୍ରେନ ନାଗରିକଙ୍କୁ ଭଡ଼ା ଦେଇଥିଲେ  

ମଥୁରା: ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଆସିଥିବା ରୁଷ ଦମ୍ପତିଙ୍କୁ ୟୁପି ପୁଲିସ ଗିରଫ କରିଛି। ଏହି ରୁଷ ପର୍ଯ୍ୟଟକଙ୍କ ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ନାଟାଲିଆ କ୍ରିଭୋନୋସୋଭ୍‌ ଏବ ରୋମାନଭ୍‌ ୟାରୋସାଲଭ୍‌। ଏହି ଦମ୍ପତି ୨୦୧୩

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର