Sign in
Sign in
Recover your password.
A password will be e-mailed to you.
ଚୈତ୍ର ତୃତୀୟ ମଙ୍ଗଳବାର : ଶ୍ୟାମଳାଇ ପୀଠ ଲୋକାରଣ୍ୟ…
ହିଞ୍ଜିଳିକାଟୁ : ଚୈତ୍ର ମାସ ୩ୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ!-->…
ରାଉରକେଲାରେ ଗଞ୍ଜେଇ ଚାଲାଣ ରେ ଝିଅ ମାନଙ୍କୁ ନିୟୋଜିତ କରୁଛନ୍ତି ଡ୍ରଗ୍ସ ବ୍ୟବସାୟୀ…!
ରେଳ ଷ୍ଟେସନ ପରିସରରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଝିଅ ଗିରଫ।
ରାଉରକେଲା : ରାଉରକେଲା ସହରରେ ଏବେ ଡ୍ରଗ୍ସ କାରବାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ନିୟମିତ ବ୍ୟବଧାନରେ ପୋଲିସ , ଅବକାରୀ ବିଭାଗ , ଆର ପି ଏଫ , ରେଳବାଇ ପୋଲିସ ନିଶା ଦ୍ରବ୍ୟ କାରବାର କରୁଥିବା ବେପାରୀଙ୍କୁ!-->!-->!-->…
ମୋଟୁ ସାବେରି ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର…
ମାଲକାନଗିରି : କାଲିମେଳା ବ୍ଲକ,ମୋଟୁ ଅଞ୍ଚଳରେ ଗତକାଲି ଦିନ 3ଟା ସମୟରେ କାଲିମେଳା ବ୍ଲକ ସୀମାନ୍ତ ମୋଟୁ ର ପୂର୍ବଦିଗରେ ପ୍ରଭାବିତ ହେଉଥିବା ସାବେରୀ ନଦୀକୁ କିଛି ଲୋକ ଗାଧେଇବାକୁ ଯାଇ ଥିବା ବେଳେ ନଦୀରେ ଥିବା ଏକ ଗଛ ନିକଟରେ ଏକ ମୃତ ଦେହ ଦେଖିଥିଲେ । ତୁରନ୍ତ ସେମାନେ ନ ଗାଧୋଇ!-->!-->!-->…
ଫୁଲବାଣୀ ସହରରେ ଟ୍ରାଫିକ ସମସ୍ୟା ଧର୍ମକୁ ଆଖିଠାର…!
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟ୍ରାଫିକ ସମସ୍ୟା ଏବେ ମୁଖ୍ୟ ସମସ୍ୟାରେ ପରିଣତ ହେଇଛି । ଟ୍ରାଫିକ ପୋଲିସ ଜଗୁଛନ୍ତି ସତ କିଏ ପାନ ଦୋକାନ ପିଣ୍ଡା ରେ ତ କିଏ ଚା ଦୋକାନ ଦାଣ୍ଡରେ ମୋବାଇଲରେ ଵ୍ୟସ୍ତ ରହୁଛନ୍ତି । ଏହି ସମୟରେ ଯୁବ ପିଢ଼ି କଲେଜ ପଢୁଆ ଛାତ୍ର ଛାତ୍ରୀ ସ୍କୁଟି ବାଇକରେ ୬୦!-->!-->!-->…
ଟିବି ମୁକ୍ତ ଭାରତ ପାଇଁ ଶପଥ ନେଲେ ଟନେଲକ୍ୟାମ୍ପ ପଞ୍ଚାୟତ ବାସି…
ଚିତ୍ରକୋଣ୍ଡା :-ଭାରତ କୁ ଟିବି (ଯକ୍ଷ୍ମା) ମୁକ୍ତ ଅଭିଯାନ କୁ ସଫଳ କରିବା ପାଇଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ ନନ୍ଦ ଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର ପ୍ରତୀକ ପ୍ରିୟଦର୍ଶନ ଙ୍କ ଆହ୍ୱାନ ରେ ଚିତ୍ରକୋଣ୍ଡା ବ୍ଲକ!-->…
ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା ସଭା ପଦଯାତ୍ରା…
ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟନେଲ କ୍ୟାମ୍ପ ଠାରେ ଆଇସିଡିଏସବ ଆନୁକୂଲ୍ୟରେ ପଞ୍ଚାୟତ ପ୍ରତିନିଧି, ବିଶୋରି ବାଳିକା,ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ!-->…
କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରାଉରକେଲା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…
ରାଉରକେଲା : କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ରାଉରକେଲାର ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ଵାଳଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୋମବାର ଦିନ ରାଉରକେଲା!-->…
ଜଙ୍ଗଲରେ ନିଆଁ ଲଗାଇ ବା ଅଭିଯୋଗରେ ଦୁଇ ଗିରଫ…
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ୍କୁମ୍ପା ସରଂକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେ ବନବିଭାଗର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜଙ୍ଗଲ ରେ ନିଆଁ!-->!-->!-->…
ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ…
ରାଜସୁନାଖଳା/ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି!-->!-->!-->…
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପଡିଆ (୦୪/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ମହାବିଦ୍ୟାଳୟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ମାଧମରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ!-->!-->!-->…