Sign in
Sign in
Recover your password.
A password will be e-mailed to you.
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପଡିଆ (୦୪/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ମହାବିଦ୍ୟାଳୟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ମାଧମରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ!-->!-->!-->…
ଉତ୍କଳ ଦିବସ ଉପଲକ୍ଷେ କବି ସମାରୋହ
ଦାରିଙ୍ଗବାଡି (୦୪/୦୪) : ଉତ୍କଳ ଦିବସ ଉପଲକ୍ଷେ ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ଆନୁକୁଲ୍ୟରେ ଗତ ଏପ୍ରିଲ ୩ ତାରିଖ ରବିବାର ଦିନ ଦିଗପହଣ୍ଡି ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ବର୍ଣ୍ଣାଢ଼ ଉତ୍ସବରେ ଦାରିଙ୍ଗବାଡିର ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ!-->!-->!-->…
କୋଭିଡ ୧୯ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ। ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪୫୦ ନାପକିନ ବଣ୍ଟନ
ଦାରିଙ୍ଗବାଡ଼ି (୪/୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଚଏଲଏଫପିପିଟି / ଏମ. ରାଇଟ୍ ପକ୍ଷରୁ ଏକ କୋଭିଡ଼ ଟୀକା ସୁନିଶ୍ଚିତ , ସ୍ବାସ୍ଥ୍ୟ ସଚେତନତା ଓ ସ୍ବଚ୍ଛତା ଉପକରଣ ଶିବିର ଅନୁଷ୍ଠିତ ହୋଇଥିଲା।!-->!-->!-->…
ଚିକିଟିରେ “ଦିବ୍ୟାଙ୍ଗଜନ ସମାଧାନ ‘ଅନୁଷ୍ଠିତ
ଚିକିଟି : ଚିକିଟି ବ୍ଲକ ପରିସରରେ ଆଜି "ଦିବ୍ୟାଙ୍ଗଜନ ସମାଧାନ " ବିଡ଼ିଓ ଫାଲଗୁନୀ ମାଝିଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ଦିବ୍ୟାଙ୍ଗଜନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନକରି ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରାଇବା ସହ ଆତ୍ମବିଶ୍ଵାସ ଓ!-->!-->!-->…
ଗ୍ରୀଷ୍ମ ପ୍ରବାହରୁ ବ୍ରାହ୍ମଣୀଗାଁରେ ସ୍ବେଛାସେବୀ ଜଳଛତ୍ର ଖୋଲିଲେ
ଦାରିଙ୍ଗବାଡି (୦୪/୦୪) : ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି, ଗାଁଠାରୁ ସହର ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ଜଳ ସମସ୍ୟାରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକରେ ରହିଥିବା ୨୫ ଗ୍ରାମ!-->…
ଖଲ୍ଲିକୋଟ ରେ ଗଡ଼ିଲା ଶିକ୍ଷା ସଚେତନେତା ରଥ
ଖଲ୍ଲିକୋଟ (୪/୪) : କୋଭିଡ କଟକଣା ଯୋଗୁ ଦୀର୍ଘ ଅଢେଇ ବର୍ଷ ଧରି ଆନୁଷ୍ଠାନିକ ଶିକ୍ଷାଦାନ ସମ୍ପୂର୍ଣ ଠପ ହେବା ସହ ଶିକ୍ଷକ ,ଛାତ୍ର ,ଅଭିଭାବକ ମାନେ ପିଲାଙ୍କ ଶିକ୍ଷାଦାନ ନେଇ ଘରେ ଅଶାନ୍ତି ରେ ଥିଲେ l ଚଳିତ ଏପ୍ରିଲ ମାସ ଠାରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଶ୍ରେଣୀ ଶିକ୍ଷାଦାନ!-->…
ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ନିର୍ମିତ ଟେଲି ସିରିଅଲ ‘ବିଦ୍ରୋହୀ’
ନୂଆଦିଲ୍ଲୀ: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ, ୧୮୪୭ ମସିହାରେ ଖୋର୍ଦ୍ଧାର ଐତିହାସିକ ପାଇକ ବିଦ୍ରୋହର ମୁଖ୍ୟ ବିନ୍ଧାଣି ବକ୍ସି ଜଗବନ୍ଧୁଙ୍କ ଜୀବନୀ, ସଂଗ୍ରାମ ଓ ଐତିହାସିକ ପାଇକ ବିଦ୍ରୋହ ଉପରେ ଆଧାର କରି ନିର୍ମିତ ଟେଲି ସିରିଅଲ ‘ବିଦ୍ରୋହୀ’ର ଏକ ସ୍ପେଶାଲ ସ୍କ୍ରିନିଂ!-->…
ପ୍ରୋ ଲିଗ୍ ହକି: ଇଂଲଣ୍ଡ ବିପକ୍ଷରେ ଭାରତର ଲଗାତାର ବିଜୟ
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଇଂଲଣ୍ଡ ବିପକ୍ଷ ପ୍ରୋ ଲିଗ୍ ହକି ମ୍ୟାଚ୍ରେ ଆୟୋଜକ ଭାରତ ଶତପ୍ରତିଶତ ସଫଳତା ପାଇଛି। ରବିବାର ପାଲଟା ମୁକାବିଲାରେ ଇଂଲଣ୍ଡକୁ ୪-୩ ଗୋଲ୍ରେ ହରାଇଛି ଭାରତ। ତା ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଦିନରେ ଦୁଇଟି ବିଜୟ ହାସଲ କରିଛି। ଶନିବାର ପ୍ରଥମ!-->…
ରାଜ୍ୟର ୭ ସହରରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗ୍ରୀଷ୍ମପ୍ରବାହ । ଲଗାତାର କିଛି ଦିନ ଧରି ଅନେକ ସ୍ଥାନରେ ଗରମ ଅସହ୍ୟ ହେଉଛି । ପ୍ରତ୍ୟେକ ଦିନ ୭ରୁ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଜି ୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୨.୬!-->…
ଶ୍ରୀମନ୍ଦିର ରୋଷ ଚୁଲି ଭଙ୍ଗା ଘଟଣାର ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦେଶକ
ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଶ୍ରୀମନ୍ଦିର ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି। ସୋମବାର ଉଭୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପୁରୀରେ ପହଞ୍ଚି ସେବାୟତ, ଜିଲ୍ଲାପାଳ ଓ ଏସପିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଦୁହେଁ ରୋଷଘର!-->…