ବର୍ଷାଙ୍କ ନିକଟକୁ ଭାଗବତ ପଠାଇଲେ ଅନୁଭବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ଧରୁନି। କୋର୍ଟର ଶୁଣାଣି ପରେ ସୋମବାର ଅନୁଭବ ବର୍ଷାଙ୍କ ଓକିଲଙ୍କ ମାଧ୍ୟମରେ ବର୍ଷାଙ୍କ ପାଇଁ ଶୀମଦ ଭାଗବତ ପଠାଇଥିବା ଜଣାପଡ଼ିଛି।…

ଜୁଲାଇ ୬, ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ 

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ଦିନ ୧ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ www.bseodisha.ac.in ରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀ ମାନେ ମଧ୍ୟ ନିଜର ମୋବାଇଲ ରୁ OR10 ଏବଂ ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିହେବ ବୋଲି ବୋର୍ଡ…

ପୋଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି, ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ

ଭୁବନେଶ୍ବର: ବିଧାନସଭା ଅଧୀବେଶନ ଚାଲିଥିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ସୋମବାର ଧସ୍ତାଧସ୍ତି ହୋଇଛି। ବିଜେପି କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲା। ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ଅଟକାଇବାକୁ ଯାଇ…

ବିଜେବି ଛାତ୍ରୀ ଆତ୍ମହତ୍ୟା ମାମଲା: ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଏବେ ସୁଦ୍ଧା ୧୦୦ରୁ ଅଧିକଙ୍କୁ ଜେରା କରାଗଲାଣି । ରବିବାର ପୋଲିସ ୬୨ ଜଣଙ୍କୁ ଜେରା କରିଥିଲା । ଜେରାରୁ ୨ ଅଭିଯୁକ୍ତ ଛାତ୍ରୀଙ୍କ ବିଷୟରେ ସୂଚନା ମିଳିଛି । ସୁଇସାଇଡ଼ ନୋଟରେ ୩ ଜଣଙ୍କ ସମ୍ପର୍କରେ ଉଲ୍ଲେଖ…

ମମିତା ମେହେର ହତ୍ୟା ଘଟଣାରେ ତୃତୀୟ ଲୋକର ସମ୍ପୃକ୍ତି ନାହିଁ : ଗୃହମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା । ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କ ଛଡା ଘଟଣାରେ ଆଉ କାହାର ସମ୍ପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛି ଗୃହ ବିଭାଗ । ମାମଲାରେ ସମସ୍ତ ଚାର୍ଜ ସିଟ୍ ଦାଖଲ କରାଯାଇ ସାରିଛି । ଏହି ଘଟଣାରେ ଅନ୍ୟ କୌଣସି…

ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ

ପୁରୀ: ନନ୍ଦିଘୋଷ ପରେ ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ । ରଥ ନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଯାଞ୍ଚ ବେଳେ ଏହା ଜଣାପଡିଛି । ତାଳଧ୍ୱଜର ପଡ଼ିନାହାକା ଚକ ଓ ଦେବଦନଳର ବଡ଼ ଉଛୁଳା ଚକରେ ଫାଟ ଦେଖିବାକୁ ମିଳିଛି । ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ପିଡବ୍ଲୁଡି…

ବାଇକକୁ ଧକ୍କା ଦେଲା ଟ୍ରକ, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ

କୋମନା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣା ଛକଠାରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ବାଇକ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ବାଇକରେ ଯାଉଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି | ଘଟଣାସ୍ଥଳରେ ୩ ଜଣଙ୍କର…

ଛାତ୍ରଛାତ୍ରୀମାନେ ସେବା ମନୋଭାବପନ୍ନ ହୁଅନ୍ତୁ: ଆଇଏମ୍‌ଏସ୍ ଡିନ୍‌

ଭୁବନେଶ୍ୱର: ସମାଜରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଲୋକମାନଙ୍କର ସେବା କରିବା ହିଁ ଡାକ୍ତରମାନଙ୍କର ଧର୍ମ । ତେବେ ଅନେକ କ୍ଷେତ୍ରରେ ଡାକ୍ତରମାନଙ୍କ ଉପରେ ନିର୍ଯାତନା ଏବଂ ଆକ୍ରମଣ ହେଉଥିବାର ଘଟଣା ସାମ୍ନାକୁ ଆସୁଛି । ଏସବୁ ଅଘଟଣକୁ ଏଡାଇବା ପାଇଁ ଡାକ୍ତରମାନେ ସମାଜ ସହ…

୫ ମହାନଗର ନିଗମରେ ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର

ଭୁବନେଶ୍ୱର: ରାଜ୍ୟର ନଗରାଞ୍ଚଳ ଶିକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ନିଯୁକ୍ତ ହେବେ ସିଟି ଏଜୁକେସନ ଅଫିସର(ସିଇଓ) । ରାଜ୍ୟର ୫ ମହାନଗର ନିଗମରେ ନିଯୁକ୍ତ ପାଇବେ ଏହି ଅଫିସର । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସହର ଶିକ୍ଷା ଅଧିକାରୀ ଦାୟିତ୍ୱ ପ୍ରଦାନ…

୧୨ ହଜାର ୧୦୦ କୋଟି ଟଙ୍କାରେ ନୀଳାଚଳ ଇସ୍ପାତ କାରଖାନା କିଣିଲା ଟାଟା

ଭୁବନେଶ୍ୱର: ପୁଣି ଚାଲିବ ନୀଳାଚଳ ଇସ୍ପାତ କାରଖାନା । ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରକ୍ରିୟା ଶେଷ ହେବା ପରେ ନୀଳାଚଳ ଇସ୍ପାତ ନିଗମକୁ ହାତକୁ ନେଇଛି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିମିଟେଡ। ନୀଳାଚଳ ଇସ୍ପାତ ନିଗମରେ କେନ୍ଦ୍ର…