Sign in
Sign in
Recover your password.
A password will be e-mailed to you.
କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ
କୋରାପୁଟ: କାଜୁ ଜଙ୍ଗଲରେ ନର କଙ୍କାଳ ଠାବ । କୋରାପୁଟ ସଦର ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଏକ ନର କଙ୍କାଳକୁ ଉଦ୍ଧାର କରାଯାଇଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ, ପୋଲିସର ଛାନଭିନ!-->…
୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର୍ ମୃତ
ଲମତାପୁଟ : ୫୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ଡ୍ରାଇଭର୍ ମୃତ। ବାଲି ଆଣିବାକୁ ଯିବା ସମୟରେ କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ୫୦ ଫୁଟ ତଳକୁ ଖସିପଡ଼ିଛି।
ଘଟଣା ଅନୁଯାୟୀ, ଲମତାପୁଟ ବ୍ଲକ କମେଲ୍ ଗ୍ରାମର ଯୁବକ କୃଷ୍ଣ ସିଶା ଶନିବାର ସକାଳେ ବାଲି ଆଣିବା!-->!-->!-->…
ସ୍ୱାମୀକୁ ଜେଲ୍ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ
ବ୍ରହ୍ମପୁର: ସ୍ୱାମୀକୁ ଜେଲ୍ରୁ ମୁକୁଳାଇବାକୁ ପ୍ରଲୋଭନ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ସଂପୃକ୍ତ ମାମଲାରେ ଗୋସାଇଁନୂଆଗାଁ ଥାନା ଅଞ୍ଚଳର ତୋଫାନ୍ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୁଲିସ । ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍ ହାଜତକୁ!-->…
କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ, ରାସ୍ତାଜାମ
ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ଫ୍ଲ।ଏ ଓଭର ନିର୍ମାଣ କାର୍ଯ୍ୟ ଚାଲିଛି। ନିର୍ମାଣ କାର୍ଯ୍ୟ ସମୟରେ ସହରବାସୀଙ୍କ ଯାତାୟାତ ପାଇଁ ସର୍ଭିସ ରୋଡ ନାହିଁ କି ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସହର ମଧ୍ୟରେ ଦିନବେଳେ ଖଣିଜ ବୋଝେଇ ଟ୍ରକ ଚଳାଚଳ ନିଷିଦ୍ଧ ଥିବାବେଳେ!-->…
ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ ! ସ୍ୱାମୀ ଫେରାର
ବଲାଙ୍ଗିର: ଗର୍ଭବତୀ ମହିଳାଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ। ବଲାଙ୍ଗିର ଜିଲ୍ଲା ସଦର ଥାନା ତଲିଉଡ଼ା ଗାଁରେ ଅଭାବନୀୟ ଘଟଣା। ମୃତକ ମହିଳା ଜଣକ ପୁଷ୍ପାଞ୍ଜଳି ପ୍ରଧାନ। ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଅଭିଯୋଗ କଲେ ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ।
!-->!-->!-->…
ରାଉରକେଲାରେ କେନ୍ଦ୍ରୀୟ GST ଟିମର ରେଡ୍
ରାଉରକେଲାରେ ଜିଏସ୍ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଫାଙ୍କିବା ଅଭିଯୋଗରେ ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚାଲିଛି ଚଢଉ । ରାଉରକେଲା, କୁଆଁରମୁଣ୍ଡା, କଲୁଙ୍ଗା ସହ ୫ଟି ସ୍ଥାନରେ ତିନି ଦିନ ହେଲା କେନ୍ଦ୍ରୀୟ!-->…
ରାଜ୍ୟରେ ଆଉ ୩୬ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା!-->…
ରୋଟାରୀ କ୍ଲବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ କ୍ଲବ ସଭାପତି ଭାବେ ସମ୍ମାନୀତ
ଛତ୍ରପୁର : ପଶ୍ଚିମବଙ୍ଗର ଦୀଘା ଠାରେ ଚାଲିଥିବା ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସେମିନାର "ପରିବର୍ତ୍ତନ" ରେ ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ କ୍ଲବ ସଭାପତି ଭାବେ ସମ୍ମାନୀତ କରାଯାଇଛି। ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କ!-->!-->!-->…
ଲାଲ ମାଟି ର ଗଡ଼ ଖୋର୍ଦ୍ଧା…
ବିଶ୍ବବିଜୟୀ ଦାଶ
ଖୋର୍ଦ୍ଧା : ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର,ପ୍ରାକୃତିକ ପରିବେଶ ରେ ପରିପୂର୍ଣ୍ଣ ଏହି!-->!-->!-->!-->!-->!-->!-->…
ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମୀ ଅଫ ମାରସିଆଲ ଆର୍ଟ :ଛାତ୍ର ଛାତ୍ରୀ ମାନଙ୍କୁ ହଳଦିଆ ରଙ୍ଗ ଵେଲ୍ଟ ପଦୋନ୍ନତି…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟାଈକୋଣ୍ଡୋ ଏକାଡେମି ତରଫରୁ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ରଵିବାର ପୂର୍ଵାହ୍ନରେ ଏକାଡେମିର ୭ ଜଣ ଛାତ୍ରଛାତ୍ରୀ ଙ୍କୁ ୟେଲୋ ବେଲ୍ଟ ସହ ପଦୋନ୍ନତି ପ୍ରମାଣପତ୍ର ପ୍ରଦାନ କରାଯାଈଛି । ହିଞ୍ଜିଳିକାଟୁ କଳାମନ୍ଦିର ପରିଷରରେ!-->!-->!-->…