ରୁଷ ତେଲ ଡିପୋ ଉପରେ ବୋମା ପକାଇଲା କିଏ ?

ମସ୍କୋ : ଶୁକ୍ରବାରଦିନ ରୁଷ ସହର ବେଲଗୋରୋଡସ୍ଥିତ ଏକ ତେଲ ଡିପୋ ଉପରେ ଆକ୍ରମଣ କରାଯାଇଥିବା ରୁଷ ଦାବି କରିଥିଲା । କିନ୍ତୁ ରୁଷର ଏହି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ୟୁକ୍ରେନର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଛନ୍ତି ଯେ ଏହି ଆକ୍ରମଣ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।

ବେଙ୍ଗଲ ଜଙ୍ଗଲରୁ ମିଳିଲେ କଙ୍ଗାରୁ, ୨ଟିର ଚାଲିଛି ଚିକିତ୍ସା

ଜଲପାଇଗୁଡ଼ି: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଥିବା ଜଙ୍ଗଲରୁ ୩ଟି କଙ୍ଗାରୁ ଉଦ୍ଧାର ହୋଇଛନ୍ତି। ପ୍ରଥମେ ଗାଜୋଲଡବା ଜଙ୍ଗଲରୁ ୨ଟି ଆହତ କଙ୍ଗାରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଦବଗ୍ରାମ ଜଙ୍ଗଲ ରେଞ୍ଜର ଫରାବରି-ନେପାଳୀ ଅଞ୍ଚଳରୁ ଆଉ ଗୋଟିଏ

ଆସିଲା ମହାମାରୀ କରୋନାର ନୂଆ ରୂପ, ୧୦% ଅଧିକ ସଂକ୍ରାମକ

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନାର ଗୋଟିଏ ମ୍ୟୁଟାଣ୍ଟ ସାମ୍ନାକୁ ଆସିଛି। ଏକ୍ସଇ ବା XE ନାଁରେ ସାମ୍ନାକୁ ଆସିଥିବା କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଣ୍ଟାଣ୍ଟଗୁଡ଼ିକ ତୁଳନାରେ ୧୦% ଅଧିକ ସଂକ୍ରାମକ। ଓମିକ୍ରାନର ସବ ଭାରିଏଣ୍ଟ ବିଏ.୨ ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା ପିକଅପ ଭ୍ୟାନ, ୭ ମୃତ

ତିରୁପାଥୁର: ତାମିଲନାଡୁର ତିରୁପାଥୁରରେ ଆଜି ଭୟଙ୍କ ଦୁର୍ଘଟଣା ଘଟିଛି। ଗୋଟିଏ ପିକଅପ ଭ୍ୟାନ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଖାଇକୁ ଖସି ପଡ଼ିବାରୁ ୭ ଜଣଙ୍କ ଜୀବନ ଯାଇଛି। ସେହିପରି ଏହି ଘଟଣାରେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ

ଦୁଷ୍କର୍ମ ପାଇଁ ପର୍ଣ୍ଣ ଭିଡିଓକୁ ଦାୟୀ କଲେ ମନ୍ତ୍ରୀ

ଅହମଦାବାଦ: ଭାରତରେ ଦୁଷ୍କର୍ମ ଘଟଣା ପାଇଁ ପର୍ଣ୍ଣ ଭିଡିଓ ମୁଖ୍ୟ କାରଣ ବୋଲି କହିଛନ୍ତି ଗୁଜରାଟର ମନ୍ତ୍ରୀ ହର୍ଷ ସଙ୍ଘଭୀ। ମୋବାଇଲରେ ଅତି ସହଜରେ ପର୍ଣ୍ଣ ଭିଡିଓ ଉପଲବ୍ଧ ହେଉଥିବାରୁ ଦେଶରେ ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟୁଛି ବୋଲି ସେ କହିଛନ୍ତି।ଏହାବାଦ ପଡ଼ୋଶୀ ଓ ପରିବାର ଲୋକମାନଙ୍କ

ଲଙ୍କା ଗୁଣ୍ଡ ଫିଙ୍ଗି ୨୦ ହଜାର ଟଙ୍କା ,ସୁନା ଚେନ ଓ ମୋବାଇଲ ଲୁଟ : ଗୋଡ ,ହାତ ହାଣି ଦେଲେ ,ଥିଲା ରାଜନୈତିକ…

ଖଲ୍ଲିକୋଟ ; ଗତ ପଂଚାୟତ ନିର୍ବାଚନ ରେ ଉପୁଜିଥିବା ରାଜନୈତିକ ଶତ୍ରୁତା କାରଣରୁ ଶନିବାର ଦିନ ୧୦ .୩୦ ମିନଟ ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ମାଛ ମାର୍କେଟ ଠାରେ ଏକ ବାଇକ ଆରୋହୀ ଙ୍କ ଆଖି ରେ ଲଙ୍କା ଗୁଣ୍ଡ ଫିଙ୍ଗି ନଗଦ ୨0 ହଜାର ଟଙ୍କା ଓ ସୁନା ଚେନ ଓ ଏକ ମୋବାଇଲ

ଓଡ଼ିଶା ରାଜପଥ ସମ୍ପ୍ରସାରଣ ନିମନ୍ତେ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଓଡ଼ିଶା ଦେଇ ଯାଇଥିବା ୨୦ ନମ୍ବର ଏବଂ ୩୨୬ ନମ୍ବର ରାଜପଥର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ୮୨୨.୬୨ କୋଟି ଟଙ୍କା ମଞ୍ଜୁର କରିଥିବା କଥା ଆଜି କେତେଗୁଡ଼ିଏ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଓଡ଼ିଶା ଦେଇ

ପୁଣି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ବାଣପୁର: ଥାନାରେ ମାଡ଼ ମାରିବା ମାମଲାରେ ଜାମିନ ଆବେଦନ କରିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ବାଣପୁର ଜେ ଏମଏଫସି କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ବିଚାରପତି। ଏହାପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରିମାଣ୍ଡରେ ନେବା

ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍

ଭୁବନେଶ୍ୱର: ରାଜ୍ୟରେ ଜଳେଶ୍ୱର ପରେ ପରେ ଏବେ ବ୍ରାଉନସୁଗାର ହବ୍ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର । ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଧଳାଜହର କାରବାର କରାଯାଉଥିଲେ ବି ଡ୍ରଗ୍ସ ପେଡଲର ମାନଙ୍କୁ ଧରିବା ପାଇଁ ଅସମର୍ଥ ହୋଇ ପଡିଛି ରାଜ୍ୟ ପୋଲିସ୍ । ସମାନ ଭାବରେ ଆଜି ପୁଣି ଭୁବନେଶ୍ୱରରୁ

ବସ୍‌-ଟ୍ୟାଙ୍କର୍ ଧକ୍କାରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଗୁରୁତର

ନୟାଗଡ଼: ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଟାକେରା ଘାଟିରେ ଆଜି ମଧ୍ୟାହ୍ନରେ ଏକ ସାଙ୍ଘାତିକ ଦୁର୍ଘଟଣା ଘଟିଛି। କଣ୍ଟାମାଳରୁ ଜଟଣୀ ଅଭିମୁଖେ ଯାଉଥିବା ଓଏସ୍ଆରଟିସିର ଏକ ବସ୍ ଓ ଏକ ଗ୍ୟାସ୍ ଭର୍ତ୍ତି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ଟ୍ରକ୍