ବିଦ୍ୟୁତ୍‍ଚାଳିତ ଗାଡ଼ିରେ ମିଳିବ ରିଆତି, ଯିବାକୁ ପଡ଼ିବନାହିଁ ଆରଟିଓ

ଭୁବନେଶ୍ୱର: ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍‍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ 'ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍‍ ଜିଓଭି ଡଟ୍‍ ଆଇଏନ୍‍'ର ଶୁଭାରମ୍ଭ

ଯୁବକଙ୍କୁ ଗଳା କାଟିବା ଘଟଣାରେ ୩ ଗିରଫ

ଗଞ୍ଜାମ :ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳଦେଇପୁର ଗ୍ରାମ ବିଲମାଳରେ ଜନୈକ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା ଘଟଣାରେ ପୋଲସରା ପୁଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉକ୍ତ ହତ୍ୟାକାଣ୍ଡର ସ୍କ୍ରିନ

ନେତ ଉତ୍ସବରେ ନିଲାମ ହେବ ମରିଚି କୁଣ୍ଡ ପାଣି, ଭାଗ ନେବେ ଶତାଧିକ ନିଃସନ୍ତାନ ଦମ୍ପତି

ଭୁବନେଶ୍ୱର,୦୨/୦୪: ଆସନ୍ତା ୮ ତାରିଖରେ ନେତ ଉତ୍ସବ । ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କେଦାରଗୌରୀ ପାଖ ମୁକ୍ତେଶ୍ୱର ମନ୍ଦିର ଠାରେ ଥିବା ମରିଚି କୁଣ୍ଡରୁ ପାଣି ଅଣାଯିବ । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ନୀତି ପରେ ଏହା ରଥ

ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ହେଲା ଡିଫ୍ରିଜର ବ୍ୟବସ୍ଥା

ପୁରୀ: ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ଡିଫ୍ରିଜର ବ୍ୟବସ୍ଥା କରାଯାଇଛି। ଅନ୍ତିମ ସତ୍କାର ପାଇଁ କୌଣସି କାରଣ ବଶତଃ ବିଳମ୍ବ ହେଲେ ସଂପର୍କୀୟମାନେ ମୃତଦେହକୁ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେୟ ପ୍ରଦାନ କରି ଡିଫ୍ରିରେଜରରେ ରଖିପାରିବେ । ସ୍ୱର୍ଗଦ୍ଵାରରେ ଶବଦାହ ନିମନ୍ତେ ଆସୁଥିବା

ବାଲେଶ୍ୱର ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭତ୍ସ ହତ୍ୟା, ସ୍ତ୍ରୀ ଗୁରୁତର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିର୍ମମ ହତ୍ୟା । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁର ଏକ ବିଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବାଲିଖଣ୍ଡ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ପତ୍ରି । ଗତକାଲି ବିଳମ୍ବିତ ରାତିରେ କିଛି

ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୀ: ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ପରିବାର ସହିତ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ଶ୍ରୀମନ୍ଦିର ଭିତରେ ବେଢ଼େ ପରିକ୍ରମା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ୫-ଟି ସଚିବ । ଭି.କେ ପାଣ୍ଡିଆନଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା

ରାଜଧାନୀରେ ମିରିଣ୍ଡା ଗ୍ୟାଙ୍ଗ୍‍ ଆତଙ୍କ

ଭୁବନେଶ୍ୱର: ଗତ କିଛି ଦିନ ହେବ ନୂଆପଲ୍ଲୀ ଥାନା ଅଞ୍ଚଳରେ କେବିଏନ୍‍ ଗ୍ୟାଙ୍ଗର ଆତଙ୍କ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜଧାନୀରେ ଆତଙ୍କ ଖେଳିଯାଇଥିଲା। ହେଲେ ଏବେ ମିରିଣ୍ଡା ଗ୍ୟାଙ୍ଗ୍‍ ନୂଆପଲ୍ଲୀରେ ମୁଣ୍ଡ ଟେକିଛି। ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ ମଦ ନିଶାରେ ଆତଙ୍କ ରଚାଉଛନ୍ତି।

ରାଜ୍ୟରେ ଆରମ୍ଭ ହେଲା ସକାଳୁଆ କ୍ଲାସ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତ ସ୍କୁଲରେ ସକାଳୁଆ କ୍ଲାସ ଆରମ୍ଭ ହୋଇଛି । ସକାଳୁ ପିଲାମାନେ ସ୍କୁଲରେ ପହଞ୍ଚିଛନ୍ତି । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ

ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ମହାମନୀଷୀ ମାନଙ୍କୁ ସ୍ମରଣ କରି

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବଲପୁର ଠାରେ ଉତ୍କଳ ଦିବସ ପାଳିତ…

ସମ୍ବଲପୁର:-- ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଉତ୍କଳ ଦିବସ ପାଳନ କରାଯାଇଛି l ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ସୁମିତ ପଟେଲ ଏବଂ ସମ୍ପାଦକ ଚୁମନ ପ୍ରଧାନ ଙ୍କ ନେତୃତ୍ଵରେ ଆଜି