Sign in
Sign in
Recover your password.
A password will be e-mailed to you.
ପୋଲିସ ପ୍ରତିଷ୍ଠା ଦିବସ ତଥା ଉତ୍କଳ ଦିବସରେ ପୋଲିସ ଇନ୍ସପେକ୍ଟରଙ୍କୁ ସମ୍ବର୍ଦ୍ଧନା ସାଙ୍ଗକୁ ଡିସ୍କ ପ୍ରଦାନ
ଖଲ୍ଲିକୋଟ : ଗଂଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବାସିନ୍ଦା ଶ୍ରୀଯୁକ୍ତ ସନ୍ତୋଷ କୁମାର ଗୈାଡ ସମ୍ପ୍ରତି ରାଜ୍ୟ ଅପରାଧ ନଥି ସଂସ୍ଥା (ଏସ୍.ସି.ଆର୍.ବି.), ଭୁବନେଶ୍ୱର ଠାରେ ପୋଲିସ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଆସୁଛନ୍ତି । ତାହାଙ୍କ ଉତ୍କୃଷ୍ଟ ସେବା, ସମୟାନୁବର୍ତ୍ତିତା,!-->!-->!-->…
ପୂର୍ଣ୍ଣାଙ୍ଗ ଉତ୍କଳଗଠନ ଖଲ୍ଲିକୋଟରୁ ବୀଜ ବପନ ହୋଇଥିଲା
ଖଲ୍ଲିକୋଟ (୧/୪) : ଯେତେବେଳେ ଓଡିଶା ଖଣ୍ଡ ବିଖଣ୍ଡିତ ହୋଇ ଓଡ଼ିଆ ଭାଷା ବୁଡି ଯିବାକୁ ବସିଥିଲା ସେହି ସମୟରେ ଖଲ୍ଲିକୋଟ ରାଜ ପରିବାର ବିଖଣ୍ଡିତ ଓଡିଶା କୁ ଏକତ୍ରୀକରଣ କରିବା ପାଇଁ ଦୀର୍ଘ ବର୍ଷ ଧରି ଇଂରେଜ ସରକାର ସହ ଲଢେଇ କରି ପୂର୍ଣ୍ଣାଙ୍ଗ ଓଡିଶା ପାଇଁ ଅହରହ ଉଦ୍ୟମ କରିଥିଲେ | ତେବେ!-->…
ଚିକିଟି ପୌରପରିଷଦରେ ୮୭ତମ ଉତ୍କଳ ଦିବସ ପାଳିତ
ଚିକିଟି : ଏହି ପୌରପରିଷଦ ରେ ଆଜି ୮୭ତମ ଉତ୍କଳ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ପରିଷଦ ର ଯୋଜନା ମୁତାବକ ପ୍ରଥମେ ସହରରେ ଥିବା ପ୍ରତିମୂର୍ତିଯଥା ସ୍ୱତନ୍ତ୍ର ଓଡ଼ିଶା ଗଠନ ରେ ଭୁମିକା ରଖିଥିବା ରାଜ୍ କୋବି ରାଧା ମୋହନ ରାଜେନ୍ଦ୍ର ଦେଓ,ଗୌର ଚନ୍ଦ୍ର ଦେଓ ଓ ଦିବାକର ପଟ୍ଟନାୟକ ଙ୍କୁ!-->…
ଚିକିଟିରେ ଉତ୍କଳ ଦିବସ ପାଳନ
ଚିକିଟି : ଚିକିଟି ବ୍ଲକ ଧାନଘର ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ବ୍ଲକ ଅଧ୍ୟକ୍ଷ ଆପନା ସେଠି, ଚିକିଟି ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ସରପଞ୍ଚ ଜି. ଜ୍ୟୋତି ରେଡ଼ି,!-->…
ଟିକାବାଲି ରେ ପାଣିପାଇଁ ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ରହ୍ମପୁର ଫୁଲବାଣୀ ରାସ୍ତାରୋକ
ଟିକାବାଲି (୦୧/୦୪) : ଟିକାବାଲି ବ୍ଲକର ଟିକାବାଲି ସହରରେ ତଥା ଆଖପାଖ ଓ୍ବାର୍ଡ ଗୁଡିକରେ ଦିର୍ଘ ଦିନ ହେବ ସର୍ବଦା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳୁଛି।ଏବେ ଗ୍ରୀଷ୍ମ ପ୍ରବାହ ପାଇଁ ଆହୁରି ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି | ଏହି ସମସ୍ୟା ନେଇ ଅନେକ ବାର!-->!-->!-->…
ଟିକାବାଲିର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳିତ
ଟିକାବାଲି (୦୧/୦୪) : ଟିକାବାଲି ବ୍ଲକରେ ଥିବା ବିଭିର୍ଣ ଶିକ୍ଷା ଅନୁଷ୍ଠାନରେ ଉତ୍କଳ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ବିଗତ ବର୍ଷ ଗୁଡିକରେ କରନା ମହାମାରି କାରଣରୁ ଏହା ପାଳନ କରିବା ସମ୍ଭବ ପର ହୋଇ ପାରିନଥିଲା।ଚଳିତ ବର୍ଷ କରନା କଟକଣା ଉଠିଯାଇଥିବା ହେତୁ ବିଦ୍ୟାଳୟ ଗୁଡିକ!-->!-->!-->…
ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆରମ୍ଭ
ଟିକାବାଲି(୦୧/୦୪) ଦୀର୍ଘ ଦୁଇ ବର୍ଷ ପରେ ଟିକାବାଲି ଲୁଜୁରାମୁଣ୍ଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ରୁଦ୍ରକଳୀ ଙ୍କର ଦଣ୍ଡ ଯାତ୍ରା ଆରମ୍ଭ ପାଇଁ ଆଜି ପାଣି ତୋଳା ହୋଇ ଯାଇଛି | ଇତିହାସ କୁହେ ଆଜକୁ ପ୍ରାୟ ୩୩୦ ବର୍ଷ ପୂର୍ବ ର କଥା ୧୭୮୨ ମସିହା ରେ ଘୁମୁସରର ଭଞ୍ଜ ରାଜାଙ୍କ ଅନୁମତି କ୍ରମେ!-->!-->!-->…
ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ଓଡ଼ିଶା ଦିବସ ପାଳିତ
ବ୍ରହ୍ମପୁର, ତା.୦୧/୦୪ : ଗଜପତି ସେବା ଓ ସାଂସ୍କୃତିକ ସମିତି ପକ୍ଷରୁ ୬୮ତମ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସମିତିର ଆବାହକ ନୀଳାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ସିଟି ହାଇସ୍କୁଲ ରୋଡ ସ୍ଥିତ ତନିଷ୍କ ସ୍ଵର୍ଣ୍ଣଳଙ୍କାର ବିପଣି ସମ୍ମୁଖ ମୁକ୍ତାକାଶ ମଞ୍ଚରେ!-->!-->!-->…
ଆମେରିକା ଚାପରେ ନଇଁବନି ଭାରତ, ଶସ୍ତା ଦାମରେ ଋଷ ଠାରୁ କିଣିବ ତେଲ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଠାରୁ ମିଳୁଥିବା ଚେତାବନୀକୁ ଅଣଦେଖା କରି ସହ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଋଷଠାରୁ ଆହୁରି ଅଧିକ କଞ୍ଚାତେଲ କିଣିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ମସ୍କୋଠାରୁ ତେଲ କିଣିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଋଷଠାରୁ ତେଲ!-->…
ସରିଲା ଭାରତ-ରୁଷ ବୈଦେଶିକ ମନ୍ତ୍ରୀ ବୈଠକ, କୂଟନୈତିକ ସ୍ତରରେ ୟୁକ୍ରେନ ସଙ୍କଟ ସମାଧାନ କରିବାକୁ ଭାରତର ପକ୍ଷ
ନୂଆଦିଲ୍ଲୀ : ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲୱରୋବ ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ରୁଷ ସହିତ ଯୁଦ୍ଧ ପରିବର୍ତ୍ତେ ୟୁକ୍ରେନ ସଙ୍କଟର କୂଟନୈତିକ ସମାଧାନ ପାଇଁ ଭାରତ ପୁଣି ଆଲୋଚନା କରିଛି । ଏହି ବୈଠକ ସମୟରେ ଉଭୟ ଦେଶର ନେତା!-->…