Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ନେଇ ପୂର୍ବାନୁମାନ
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ବର୍ଷା । ୬ ଜିଲ୍ଲାରେ ହାଲ୍କା ବର୍ଷା ସମ୍ଭାବନା । କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, କଟକ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହ ଦକ୍ଷିଣ ଉପକୂଳ ଓଡିଶାରେ ମଧ୍ୟମ ଧରଣର କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ!-->…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ, ୬୫% ମତଦାନ
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହୋଇଛି। ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ଗୋଟାଏରେ ଏହା ଶେଷ ହୋଇଛି। ଏବେବି ଅନେକ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଚାଲିଛି। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ!-->…
ରାଷ୍ଟ୍ରପତିଙ୍କୁ ଆସନ୍ତାକାଲି ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ପୁରୀ:ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ୧୨ଟା ୨୫ରେ ବାହାରି ଦୁଇଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ରାଜ୍ୟପାଳଙ୍କ ସମେତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି!-->…
ରାଜ୍ୟରେ ୬ କୋଟି ଛୁଇଁଲା କୋଭିଡ୍ ଟିକାକରଣ
ଭୁବନେଶ୍ୱର : କୋଭିଡ ଟିକାକରଣରେ ଓଡ଼ିଶାର ଆଉ ଏକ ମାଇଲଖୁଣ୍ଟ। ରାଜ୍ୟରେ ୬କୋଟି ଡୋଜ ଛୁଇଁଲା କୋଭିଡ ଟିକାକରଣ। କୋଭିଡ ବିରୋଧୀ ଯୁଦ୍ଧରେ ଏହା ଏକ ବଡ଼ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।!-->…
ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଆଉ ଖୁସି ବି ଅଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କିଛି ଗୁଜବ କିଛି ଚର୍ଚ୍ଚା । ଏଭଳି ବାଜେ କଥା ସବୁ ଆଲୋଚନା ହେଉଥିବା ବେଳେ ଆଜି ଭୁବନେଶ୍ୱର ଏକାମ୍ର କ୍ଷେତ୍ରକୁ ଯାଇ ସେଠାକାର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଉପସ୍ଥିତ!-->…
ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ବରୁଣ
ନୂଆଦିଲ୍ଲୀ ୧୮।୦୨: ବିଗତ ଅନେକ ସମୟରୁ ନିଜ ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା କରି ଚାଲିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। ଅନେକ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେ ଘେରିଛନ୍ତି। ଏବେ ପୁଣି ଥରେ ଚର୍ଚ୍ଚାରେ ବରୁଣ ଗାନ୍ଧୀ। ଶୁକ୍ରବାର ଦେଶରେ ବ୍ୟାପକ ଭାବେ!-->…
ହିଜାବ ଇସଲାମର ଅଂଶ ନୁହେଁ, ୧୯୮୫ରୁ କଲେଜରେ ଚାଲି ଆସିଛି ୟୁନିଫର୍ମ: ହାଇକୋର୍ଟରେ ନିଜର ପକ୍ଷ ରଖିଲେ ସରକାର
ନୂଆଦିଲ୍ଲୀ ୧୮।୦୨: ହିଜାବ ପିନ୍ଧିବା ଇସଲାମ ଧର୍ମର ମାନ୍ୟତା ନୁହେଁ କି ଏହା ଅଂଶ ବିଶେଷ ମଧ୍ୟ ନୁହେଁ। ଏହାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ୍ ଏବଂ କଲେଜରେ ହିଜାବ ଉପରେ ରୋକ୍ ଆଦେଶ ଜାରି କରିଥିଲେ। କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ଉପରେ ଜାରି ଶୁଣାଣି ସମୟରେ ରାଜ୍ୟ ସରକାର!-->…
ମମତା ସାଜିଲେ ଦୁର୍ଗା, ମୋଦି ମହିଷାସୁର : ଭାଇରାଲ ହେଉଛି ପୋଷ୍ଟର
ମଦନପୁର: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ପୋଷ୍ଟର। ଏହି ପୋଷ୍ଟର୍ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଦୁର୍ଗାଙ୍କ ଅବତାରରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଜିଛନ୍ତି ମହିଷାସୁର। ଗୋଟିଏ ତ୍ରିଶୁଳରେ ମମତା ଦୁର୍ଗା ରୂପରେ ମହିଷାସୁର!-->…
ଜାହାଜରେ ଲାଗିଲା ନିଆଁ, ବୁଡିଗଲା ୩,୯୫୬ଟି ଦାମୀ କାର୍
ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ଜଳିଗଲା ଲାମ୍ବୋରଗିନି, ପୋର୍ସ, ଅଡି ଭଳି ଦାମୀ କାର ବୋଝେଇ କାର୍ଗୋ ଜାହାଜ। ଜାହାଜଟି ମହାସାଗରର ଅକାତ କାତ ପାଣି ଭିତରେ ଜଳିଯାଇଥିଲା। ଆଟଲାଣ୍ଟିକ୍ ମହାସାଗରର ଏଜୋରେସ ଆଇଲ୍ୟାଣ୍ଡ ନିକଟରେ ଜାହାଜରେ ନିଆଁ ଲାଗିଯାଇଥିଲା। ବୁଧବାର ଅପରାହ୍ଣରେ ଏହି!-->…
ନିର୍ବାଚନ ଲଢ଼ୁଛନ୍ତି ୨୫୦ ଥର ଜେଲ ଯାଇ ସାରିଥିବା ନେତା
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଗକୁ ଆଉ ୫ଟି ପର୍ଯ୍ୟାୟ ଭୋଟ ବାକି ଅଛି। ଏସବୁ ଭିତରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା ୬୬!-->…