Sign in
Sign in
Recover your password.
A password will be e-mailed to you.
ବ୍ରହ୍ମପୁର ଅର୍ବlନ ନିର୍ବାଚନ ବିଭିନ୍ନ ଜୋନରେ କଡା ମୁକାବିଲା…
ବ୍ରହ୍ମପୁର -ବ୍ରହ୍ମପୁର ସମବାୟ ସହରାଞ୍ଚଳ(ଅର୍ବାନ) ବ୍ୟାଙ୍କ ଲିମିଟେଡର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ,ସହରର ମୋଟ ୪୨ଟି ୱାର୍ଡକୁ ୧୫ଟି ଜୋନ୍ରେ ଭାଗ କରାଯାଇଥିଲା ପୂର୍ବରୁ ୬ଟି ଜୋନ୍ରେ ନିର୍ଦେଶକ ପଦବୀ ଅପ୍ରତିଦ୍ବନ୍ଦ୍ବିତା ରହିଥିବା ବେଳେ ୧୩ ନମ୍ବର!-->!-->!-->…
ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକ
କବିସୂର୍ଯ୍ୟନଗର(୨୬/୦୬) : ସ୍ଥାନୀୟ ଗୌଡ ଢେପ କାଳିଞ୍ଜିକୁଳ ସଭାଗୃହ ଠାରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ସୁରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶିବରାମ ପ୍ରଧାନ, ଉପସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ!-->!-->!-->…
ଚିକିଟିରେ ମଁl ବାଙ୍କେଶ୍ୱରୀ ଦେବୀଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
ଚିକିଟି : ଚିକିଟି ପେଣ୍ଠ ନୂଆ ସାହି ସ୍ଥିତ ମଁl ବାଙ୍କେଶ୍ୱରୀଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ଆରମ୍ଭ ହୋଇଯାଇଛି। ଆଜି ତା ୨୬.୦୬.୨୦୨୨ ରିଖ ରବିବାର ମୁଖ୍ୟ ପୁରହିତ ଶ୍ରୀ ଅଶୋକ କୁମାର ପାଢ଼ୀଙ୍କ ପୌରହିତ ଏବଂ କର୍ମକାଣ୍ଡ ପଣ୍ଡିତ ମାନଙ୍କ ଦ୍ୱାରା!-->…
ଗଞ୍ଜାମ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦ ପରିଦର୍ଶନ
ହିଞ୍ଜିଳିକାଟୁ (୨୬।୬) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ବ୍ଳକ ଓ ମୁନିସିପାଲିଟି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ପରିକଳ୍ପନା ନିର୍ଦ୍ଦେଶକ କିର୍ତ୍ତୀ ଭାସନ ଭି ପ୍ରଥମେ ହିଞ୍ଜିଳିକାଟୁ ବ୍ଳକ ପରିଷର ସଭାଗ୍ରୁହରେ ଏକ!-->…
କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ
ବାଲିଗୁଡା : ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି l ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା l ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ!-->…
ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ସଚେତନତା ଶୋଭାଯାତ୍ର ଅନୁଷ୍ଠିତ
ମାଲକାନଗିରି(୨୬/୦୬) : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ନିଷିଦ୍ଧ ନିଶ୍ଚେତକ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୁଦ୍ଧ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ର ଅନୁଷ୍ଠିତ ହୋଇଯାଇଛି।ସକାଳ ୭.୩୦ ମିନିଟ ସମୟରେ ଏକ ଶୋଭାଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡ ରୁ ବାହାରି ଜିଲ୍ଲାପାଳଙ୍କ!-->…
ଜିଲ୍ଲା ବିଜୁ ଜନତାଦଳର ଜୋନସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
ମାଲକାନଗିରି(୨୬।୬) : ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଦଳୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଧକ୍ଷତା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି!-->…
ମରଣଯନ୍ତା ପାଲଟିଛି ମୁଲୁକଚେରୀ-ବିରାଗାଡା ରାସ୍ତା : ମରାମତି ପାଇଁ ଦାବି
ଦାରିଙ୍ଗବାଡ଼ି,(୨୬/୬) : ରାସ୍ତା ସାରା ଖାଲ ଖମା । କେଉଁଠି ମେଟାଲ ବାହାରିଛି ତ ଆଉ କେଉଁଠି ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି । ହେଲେ ମରାମତି ହେଉ ନଥିବା ଯୋଗୁଁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ମୁଲୁକଚେରୀ-ବିରାଗାଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି!-->…
ବ୍ରହ୍ମପୁର ପ୍ରାଇଭେଟ୍ ଗୋଦାମ ଲେବର୍ସ ୟୁନିୟନ୍ର ୨୪ତମ ବାର୍ଷିକ ଅଧିବେଶନ
ବ୍ରହ୍ମପୁର : ବ୍ରହ୍ମପୁର ପ୍ରାଇଭେଟ୍ ଗୋଦାମ୍ ଲେବର୍ସ ୟୁନିୟନ୍ର ୨୪ତମ ବାର୍ଷିକ ଅଧିବେଶନ୍ ରାଜା ସାହି ସ୍ଥିତ ଶ୍ରୀ ଭାଗବତ ସ୍ୱାମୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ଆଇନଜୀବୀ ତଥା ସଂଘର ସଭାପତି ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଧିବେଶନରେ!-->…
ଅଜଣା ଗାଡ଼ି ଧକାରେ ଯୁବତୀ ଗୁରୁତର
ଦାରିଙ୍ଗବାଡ଼ି,(୨୬/୬) : ଅଜଣା ଗାଡ଼ି ଧକାରେ ଯୁବତୀ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରାସ୍ତା ତଥା ଦାରିଙ୍ଗବାଡ଼ି ନିକଟ କଫି ବଗିଚା ରୋଡ଼ରେ ଆଚେତ ଅବସ୍ଥାରେ ପଡ଼ିରହିଥିଲେ । ଯୁବତୀ ମୁଣ୍ଡରେ ଶକ୍ତ ଆଘାତ ଲିଗିବା ସହ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା ।!-->…