Sign in
Sign in
Recover your password.
A password will be e-mailed to you.
ନାବାଳିକା ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧା ହେଲା ପ୍ରେମିକ
ଭୁବନେଶ୍ୱର : ମହଙ୍ଗା ପଡିଲା ଅତି ଚାଲାକ । ପ୍ରେମିକାଙ୍କୁ ବ୍ଲାକମେଲ କରି ବନ୍ଧାହେଲା ପ୍ରେମିକ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ପ୍ରେମିକକୁ ଗିରଫ କରିଛି ।
ଖବର ଅନୁଯାୟୀ, ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଭୁବନ ଅଞ୍ଚଳର ଆଶିଷ ଜେନା ।!-->!-->!-->…
SCB ଓପିଡିରେ ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ
କଟକ: କଟକ SCB ମେଡିକାଲ ବର୍ହି ବିଭାଗ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା । ମେ' ୯ ତାରିଖରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଇ-ସ୍ୱାସ୍ଥ୍ୟ.ଓଡ଼ିଶା.ଗଭ୍.ଇନ୍ ପୋର୍ଟାଲରେ ଅନଲାଇନ୍ ସ୍ଲଟ ବୁକିଂର ସୁବିଧା ପାଇବେ ରୋଗୀ ଓ ତାଙ୍କ ସମ୍ପର୍କୀୟ । ଏହାଦ୍ବାର!-->…
ରାତିରେ ମୋବାଇଲ ସିମ୍ ଦୋକାନରେ ଚଢାଉ, ୩ ଗିରଫ
ଢେଙ୍କାନାଳ: ଢେଙ୍କାନାଳରେ କ୍ରାଇମବ୍ରାଞ୍ଚର ଚଢାଉ । ଟାଉନ ପ୍ଲାନିଂରେ ଏକ ମୋବାଇଲ ଦୋକାନରେ କ୍ରାଇମ ବ୍ରାଞ୍ଚ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛି । ମୋବାଇଲ ଦୋକାନୀ ସିଲୁ ଦାସ ସହ ଦୁଇ ଜଣଙ୍କୁ ଗିରଫ କରିିଛି ।
ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ରାତିରେ କ୍ରାଇମ ବ୍ରାଞ୍ଚର ସ୍ପେଶାଲ!-->!-->!-->…
ଆକ୍ସନ୍ଏଡ୍କୁ ‘ଭୁବନେଶ୍ୱର ଲିଡରଶିପ୍ ଆୱାର୍ଡ’
ଭୁବନେଶ୍ୱର: ଓ୍ବାଲର୍ଡ ସିଏସ୍ଆର୍ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍ଏଡ୍କୁ 'ଭୁବନେଶ୍ୱର ଲିଡର୍ଶିପ୍ ଆଓ୍ବାର୍ଡ' ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍ଏଡ୍ର ସହଯୋଗୀ!-->…
ବିଶ୍ବ ନୃତ୍ୟ ଦିବସ ଅବସରରେ ଫୁଲବାଣୀ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ…
ଫୁଲବାଣୀ:-ବିଶ୍ବ ନୃତ୍ୟ ଦିବସରେ ଫୁଲବାଣୀର ସୁପରିଚିତ ନୃତ୍ୟ ଓ କଳା ଅନୁଷ୍ଠାନ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ!-->…
ଆନ୍ନା ଯୋଜନା ଏବଂ ଜନସାଧାରଣ ବଣ୍ଟନକୁ ଉତ୍ସବ ଭାବରେ ପାଳିତ…
ଫୁଲବାଣୀ:-ଭାରତର ସ୍ୱାଧୀନତାର ୭୫ ବର୍ଷର ସମାପ୍ତି ଅବସରରେ, ସରକାର ଭାରତର "ଆଜାଦୀ କା ଅମୃତ ମହୋତ୍ସବ" ଦେଶ ସାରା ପାଳନ କରୁଅଛି। ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଗୋଲ୍; ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ଆନ୍ନା ଯୋଜନା ଏବଂ ଜନସାଧାରଣ ବଣ୍ଟନକୁ!-->!-->!-->…
ଜମି ଜମାକୁ କେନ୍ଦ୍ର କରି ଭାଇ ସାଜିଲା ନର ରାକ୍ଷସ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଗାଞ୍ଜାପାଡ଼ା ପଞ୍ଚାୟେତର ହାତୀବେନା ଆଦିବାସୀ ଗ୍ରାମରେ ଏକ ଅମାନସିକ ଅସାମାଜିକ ନରସଂହାର ଘଟଣା ଘଟି ଯାଇଛି,28,4,2022ରିକରେ ସାମାନ୍ୟ ଜମି ଜମା କୁ କେନ୍ଦ୍ର କରି ବଡ ବାବା ପାଣ୍ଡୁ ଗଣ୍ଡର ପୁଅ କୋମଲ ସିଂ ଗଣ୍ଡ ଓ ସାନ ବାବା!-->!-->!-->!-->!-->!-->!-->…
ପୋଖରୀ ରେ ବୁଡି ଜଣେ ମୃତ…
ଚିକିଟି :-ଚିକିଟି କରବାଲୁଆ ବ୍ରହ୍ମା ବନ୍ଧ ରେ ବୁଡି ଜଣେ ଯୁବକ ଙ୍କ ର ମୃତ୍ୟୁ ହୋଇଛି।ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଲଷ୍ମୀପୁର ଛକ ର ଉଦୟ ନାଥ ସାହୁ।ଦିନ ରେ ଉଦୟ ଉକ୍ତ ପୋଖରୀ ନିକଟରେ ସନ୍ଦେହ ଜନକ ଭାବେ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।ତେବେ ତାଙ୍କ ଶବ!-->…
10ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଦଶମର 1807 ଜଣ ଛାତ୍ର ଛାତ୍ରୀ
ଚିକିଟି : ଆଜି ଏହି ବ୍ଲକର 1807ଜଣ ଛାତ୍ର ଛାତ୍ରୀ କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ଏସ. ଏ -2 ପରୀକ୍ଷା ଦେଇଛନ୍ତି l ଏଥିପାଇଁ ପରୀକ୍ଷା କେନ୍ଦ୍ର ଗୁଡିକୁ ପୂର୍ବରୁ ଚି଼ହ୍ନଟ କରାଯାଇଥିଲା l ଗତ ବର୍ଷ ମହାମାରୀ କରୋନା ପ୍ରଭାବରୁ ପରୀକ୍ଷା!-->!-->!-->…
ନୂଆପଡା ରେ “ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
ଚିକିଟି : ଚିକିଟି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ନୂଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁସ୍ମାନ ଭାରତ ଏବଂ ଅଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଗୋଷ୍ଟି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମୋନଜ ପାଢ଼ୀ ଙ୍କ!-->…