ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ: ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ସମସ୍ତ ଭକ୍ତ। ସେହିଭଳି ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ଆଗାମୀ ୩ ତାରିଖ…

ଜଟଣୀ ଫ୍ଲାଏଓଭର ବ୍ରିଜ୍‌ ର ନିର୍ମାଣ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା

ଜଟଣୀ: ତାରିଖ ପରେ ତାରିଖ ଗଡ଼ିଚାଲିଛି । ଏ ଭିତରେ ୭ ବର୍ଷ ହୋଇଗଲାଣି । ଅଥଚ ଜଟଣୀ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରୁନି । ୧୨ମିଟର ଓସାର ଓ ୧୧୩୩ ମିଟର ଲମ୍ବ ଏହି ବ୍ରିଜ୍‌ କାମ ୨୦୧୫ରୁ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ନିର୍ମାଣସ୍ଥଳ ପରିଦର୍ଶନ କରି…

ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ତାହାବି ପୁଣି ହାଇସ୍ପିଡ୍ ଇଣ୍ଟରନେଟ୍। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ( ବିଏସ୍‌ସିଏଲ) । ବିଏସ୍‌ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ…

ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର…

ଫୁଲବାଣୀ: ଚଳିତ ବର୍ଷ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଦେଉଛନ୍ତି ମାଟ୍ରିକ । ଏହାକୁ ନେଇ ଏବେ ଫୁଲବାଣୀରେ ବେସ୍‌ ଚର୍ଚ୍ଚା ଚାଲିଛି । ଏକଥା କିଛି ନୁଆ ନୁହେଁ । ପୂର୍ବରୁ ଏମିତି ଅନେକ ବିଧାୟକମାନେ ମଧ୍ୟ ଦଶମ ପରୀକ୍ଷା ଦେଇଛନ୍ତି ଏବଂ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ହେଲେ ଫୁଲବାଣୀ…

୭୭୦ କେ.ଜି. ଗଞ୍ଜେଇ ଜବତ ୨ ଗିରଫ

ବାଲିମେଳା : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଥାନା ଅଧୀନସ୍ଥ ମହୁପଦର ଗ୍ରାମରୁ ଗତକାଲି ପ୍ରଶାସନ ତରଫରୁ ଚଢ଼ାଉ ରେ ୭୭୦ କେ.ଜି. ଗଞ୍ଜେଇ ଜବତ ହୋଇଛି । ତେବେ ପୋଲିସର ଗୁଇନ୍ଦା ସୂତ୍ରରୁ ଜଣାପଡିଥିଲା ଯେ ମହୂପଦର ଯେଉଁ ଗ୍ରାମଟି ଓର୍କେଲ ଥାନା ଠାରୁ ପ୍ରାୟ ୧୫କି.ମି. ଦୂରରେ…

ଫୁଲବାଣୀ : ଶନିଦେଵ ପୀଠର ୭ମ ବାର୍ଷିକ ଉତ୍ସବ ପାଳିତ…

ଫୁଲବାଣୀ:-ସ୍ଥାନୀୟ କୋର୍ଟଛକ ନିକଟସ୍ଥ ଟ୍ରେଜେରୀ କାର୍ଯ୍ୟ।ଳୟ ସମୂଖରେ ଥିବା ଶନିଦେଵ ପୀଠରେ ୭ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଶନିଦେଵ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ତଥା ଉପଦେଷ୍ଟା ବିମଳ ପାଢ଼ୀଙ୍କ ନେତୃତ୍ବରେ ସମ୍ପାଦକ କିଶୋର କୁମାର ମହାନ୍ତିଙ୍କ ସମେତ…

ଭଙ୍ଗା ଘରେ ଵିତୁଛି ଜୀବନ : ଆବାସ ଯୋଜନା ଏଠାରେ ଧର୍ମକୁ ଆଖିଠାର..!

ହିଞ୍ଜିଳିକାଟୁ : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଯୋଜନା ପ୍ରଣୟନ କରାଯାଉଛି । ପ୍ରକୃତ ପକ୍ଷେ ଏହାର ସୁଫଳ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚିପାରୁନାହିଁ । ଏନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ୟନ୍ତ ସରକାରୀ ଅଫିସର ଏବଂ…

ଫୁଲବାଣୀ ଓକିଲସଙ୍ଘ ପକ୍ଷରୁ ଓକିଲ ଦିବସ ପାଳିତ

ଫୁଲବାଣୀ : ଏପ୍ରିଲ ୨୮ ଆଜି ଓକିଲ ଦିବସ  | ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି (ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ…

ଭୁଲିଗଲା ସମ୍ପର୍କ : ମଦ ପାଇଁ ମା’କୁ ହତ୍ୟା କଲା ପୁଅ

ହିଞ୍ଜିଳିକାଟୁ (୨୮ା୪) : ଭୁଲିଗଲା ମାନବିକତା । ମଦ ନିଶାରେ ଚୁର ହୋଇ ଜଣେ ମଦ୍ୟପ ଠେଙ୍ଗାରେ ପିଟି ନିଜ ମା’କୁ ହତ୍ୟା କରିଛି । ଗୁରୁବାର ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ (୨୮/୦୪) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଯନ୍ତ୍ରି ପଂଚାୟତ ର ଟାଭେରୁ ନିକଟସ୍ଥ ପାହାଡ ରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀ କୁ ଜବତ କରିଛି ବିଏସଏଫ । ଗତ କିଛିଦିନ ତଳେ ଯନ୍ତ୍ରି ପଂଚାୟତ ରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା…