ମାଓବାଦୀଙ୍କ ଅସ୍ତ୍ର କାରଖାନା ଧ୍ୱଂସ, ବିପୁଳ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅଞ୍ଚଳରେ ଏକ ମାଓବାଦୀଙ୍କ ଅସ୍ତ୍ର କାରଖାନାକୁ ଧ୍ୱଂସ କରିଛି ସୁରକ୍ଷାକର୍ମୀ ।  ମାଓବାଦୀଙ୍କ ଅସ୍ତ୍ର କାରଖାନାରୁ ୧୭ଟି ରାଇଫଲ୍, ବିପୁଳ ପରିମାଣର ବିସ୍ପୋରକ

ବିଲରୁ ଧାନ ଖାଇ ଦେବାରୁ ହାତୀକୁ ଗୁଳି ମାରି ହତ୍ୟା

ଭଞ୍ଜନଗର: ଧାନ ଫସଲ ରକ୍ଷା କରିବାକୁ ଯାଇ ହାତୀକୁ ଗୁଳି ମାରି ହତ୍ୟା କରାଯାଇଛି। ଗୁଳି ମାରିଥିବା ବ୍ୟକ୍ତିକୁ ଜଙ୍ଗଲ କର୍ମଚାରୀମାନେ ଗିରଫ କରାଯାଇଛି। ଅଭିଯୁକ୍ତ ନିକଟରୁ ୩ଟି ଦେଶୀ ବନ୍ଧୁକ, ୨୫ ଜୀବନ୍ତ ଗୁଳି, ୨୫ ସିସା, ୨ ବୋତଲ ବାରୁଦ, ୨ ବୋତଲ ବିଷାକ୍ତ ଦ୍ରବ୍ୟ, ଗୋଟିଏ ମୁଣ୍ଡ

ବଢିବ ବିଏମସିର ପରିସର, ମିଶିବ ଭୁବନେଶ୍ୱର ସଂଲଗ୍ନ ପଞ୍ଚାୟତର କିଛି ଗାଁ

ଭୁବନେଶ୍ୱର : ବଢିବ ଭୁବନେଶ୍ୱର ମହାନଗର ନିଗମର ପରିସର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଆସିଥିଲା । ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି । ଭୁବନେଶ୍ୱର ସହ ସଂଲଗ୍ନ ପଞ୍ଚାୟତର

ବନ୍ଧୁକ ଲାଇସେନ୍ସ ପାଇଁ ନିଜ ଘରେ ବୋମା ବିସ୍ଫୋରଣ କଲେ ମହିଳା, ୩ ଗିରଫ

ଭୁବନେଶ୍ୱର : ବନ୍ଧୁକ ଲାଇସେନ୍ସ ହାତେଇବା ପାଇଁ ମହିଳାଙ୍କ ନାଟକ । ସୁପାରୀ ଦେଇ ନିଜ ଘରେ କରିଥିଲେ ବୋମା ବିସ୍ଫୋରଣ ଏବଂ ଗୁଳିମାଡ ।  ଗନ୍ ପାଇଁ ଲାଇସେନ୍ସ ନମିଳିବାରୁ ଏପରି ପ୍ରାୟୋଜିତ ଆଟାକ କରିଥିଲେ ଭରତପୂର ଥାନା ଅଂଚଳରେ ଘୁଙ୍ଗୁରୁ ମିଶ୍ର ନାମକ ଜଣେ ମହିଳା । ପ୍ରଥମେ ସେପ୍ଟେମ୍ବର

ବିଡିଓଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ବିଡିଓଙ୍କ ଘରେ କଳା କନା ବୁଲାଇଲେ ଚୋର। ଗତ ଶନିବାର ଛୁଟିରେ ନବରଙ୍ଗପୁର ବ୍ଲକ ବିଡିଓ ସୁନୀଲ ଖରା ନିଜ ପରିବାର ଲୋକଙ୍କୁ ଭେଟିବାକୁ ରାୟଗଡା ଯାଇଥିଲେ। ଆଜି ସକାଳେ ସେ ରାୟଗଡାରୁ ଫେରି ବ୍ଲକ ପରିସରରେ ଥିବା ତାଙ୍କ ସରକାରୀ ବାସ ଭବନ ଖୋଲିବା ବେଳକୁ ଦୁଇଟି

କଳା ଜୀବନକୁ ସରସ ସୁନ୍ଦର କରିଥାଏ : କଳାକାର ମହାସଂଘ

ବ୍ରହ୍ମପୁର : ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ପାଳନ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ସନ୍ନିକଟ ସୁନାପୁର ଗ୍ରାମ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଶ୍ରୀ କାଶୀ ବିଶ୍ୱନାଥ ବୋଲବମ୍ ସଂଘ ତରଫରୁ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ବୋଲବମ୍ ସଂଘ ସଭାପତି

ବଳାତ୍କାର ପ୍ରୟାସ ଅଭିଯୋଗରେ ଯୁବକ ଗିରଫ: ଉମରକୋଟ ଅଞ୍ଚଳରେ ଚାଞ୍ଚଲ୍ୟ

ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନସ୍ଥ କେବିକଙ୍ଗା ଆଦିବାସୀ ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପ୍ରୟାସ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ କେବିକଙ୍ଗା ଡିଏନକେ ଗ୍ରାମର ନିତାଇ

ପିଲାଙ୍କ ଦ୍ବାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ

ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ: ଟ୍ରମ୍ପ

ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ ଓ ରୁଷ ମଧ୍ୟ ପରମାଣୁ

ବିରୋଧୀ ମହାମେଣ୍ଟ ୩ଟି ମାଙ୍କଡର ଯୋଡି: ଯୋଗୀ

ପଟନା: ବିହାରର ଦରଭଙ୍ଗାରେ ନିର୍ବାଚନୀ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯୋଗୀ ବିରୋଧୀ ମହାମେଣ୍ଟକୁ ୩ଟି ମାଙ୍କଡର ଯୋଡି ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯଦି NDA ଜିତିବ, ତେବେ ବିହାର ବିଜୟୀ ହେବ। ସେ