Sign in
Sign in
Recover your password.
A password will be e-mailed to you.
ପୀତବାସ ପଣ୍ଡା ହତ୍ୟା ମାମଲା: ସାର୍ପ ସୁଟର କୁରୁପତି ଭୂୟାଁ ଓ ଉମା ବିଶୋୟୀ ଗିରଫ…..!
ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ମାଷ୍ଟର ମାଇଣ୍ଡ ଉମା ବିଶୋୟୀକୁ ଗିରଫ କରିଛି ପୁଲିସ। କୁରୁପତି ହିଁ ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ ବୋଲି ପୋଲିସ ଆଗରୁ ସୂଚନା ଦେଇଛି।!-->…
ମଦ ପାଇଁ ବାପାକୁ ଗୁଳି କରି ନିଜ ଜୀବନ ହାରିଲା ପୁଅ
ବୃନ୍ଦାବନ: ନିଶା କେବଳ ମଣିଷର ଜୀବନ ନିଏନାହିଁ । ନିମିଷକ ମଧ୍ୟରେ ଗୋଟିଏ ପରିବାରକୁ ବରବାଦ କରିଦିଏ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବୃନ୍ଦାବନରେ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାକୁ ହତ୍ୟା କରିଛି। ଅଭିଯୁକ୍ତ ଜଣକ ନରେଶ ବୋଲି ଜଣାପଡିଛି।ମିଳିଥିବା!-->…
ବସ ଉପରେ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ
ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା!-->…
ଆଫଗାନିସ୍ତାନରେ ଭୂକମ୍ପ, ୨୦ରୁ ଅଧିକ ମୃତ, ୧୫୦ ଆହତ
ଆଫଗାନିସ୍ତାନ : ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର!-->…
ICAI CA ପରୀକ୍ଷା ଫଳ ପ୍ରକାଶିତ, ମୁକୁନ୍ଦ ଅଗ୍ରିୱାଲ ଟପ୍ପର
ନୂଆଦିଲ୍ଲୀ : ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ICAI) ତରଫରୁ ପରୀକ୍ଷାଫଳ ଘୋଷଣା ହୋଇଛି । ୩ ନଭେମ୍ବର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଟିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷା ଫଳାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା!-->…
ବସ୍-ଟ୍ରକ ମୁହାଁମୁହିଁ, ୧୬ ମୃତ ଓ ୧୦ ଆହତ
ତେଲଙ୍ଗାନା : ତେଲଙ୍ଗାନାର ରଙ୍ଗାରେଡ୍ଡୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୬ ମୃତ ଓ ୧୦ ଆହତ ହୋଇଛନ୍ତି । ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡ଼ା ନିକଟରେ ବସ୍ ଟ୍ରକ ଧକ୍କା ହୋଇଥିବା ଜଣାପଡିଛି । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ!-->…
ମିଛ କହୁଥିଲେ ଟ୍ରମ୍ପ, ରୁଷରୁ ତେଲ କିଣା ବଢାଇଛି ଭାରତ
ନୂଆଦିଲ୍ଲୀ : ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଛ ଧରାପଡ଼ିଯାଇଛି । କିଛି ଦିନ ତଳେ ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ରୁଷରୁ ତେଲ କ୍ରୟ କମାଇବେ । ଟ୍ରମ୍ପଙ୍କ ଏହି କଥାକୁ ନେଇ କଂଗ୍ରେସ ପୁଣି ଥରେ!-->…
ଆଫଗାନିସ୍ତାନ ମାନଚିତ୍ରରେ ପାକିସ୍ତାନର ୩ଟି ଅଂଚଳ
କାବୁଲ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପୂର୍ବରୁ ଲାଗି ରହିଛି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ଏହି ବିବାଦକୁ ବୃଦ୍ଧି କରିବାର ଆଶଙ୍କା ରହିଛି । ଭିଡିଓରେ, ଆଫଗାନିସ୍ତାନର ଉପ-ସ୍ୱରାଷ୍ଟ୍ର ମନ୍ତ୍ରୀ, ମହମ୍ମଦ ନବି ଓମାରି, ଏକ ସରକାରୀ!-->…
ନବବଧୂଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଚନ୍ଦକା ଥାନା ଶିମିଳିପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତା ମହିଳା ଜଣକ ହେଲେ ଝରଣା ବେହେରା। ସେ ୬ ମାସ ତଳେ ଶିମିଳିପାଟଣାର ମାନସ ବେହେରାଙ୍କୁ ବିବାହ କରିଥିଲେ। ଶନିବାର ଶାଶୁଘରୁ ତାଙ୍କ!-->…
ଦୁର୍ଘଟଣାରେ ଛାତ୍ର ମୃତ: କ୍ଷତିପୂରଣ ଦାବିରେ ଉତ୍ତେଜନା
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଧି ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପଦା ଥାନା ବଧି ଗାଁର ଅମୁଲ୍ୟ ଜେନାଙ୍କ ପୁଅ!-->…