Sign in
Sign in
Recover your password.
A password will be e-mailed to you.
ମୋବାଇଲ୍ ହ୍ଯାକ କରି ଶିକ୍ଷକଙ୍କଠାରୁ ୨.୭୮ ଲକ୍ଷ ଟଙ୍କା ଲୁଟି ନେଲା ସାଇବର ଠକ
ଜଳେଶ୍ବର : ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ଟଙ୍କା । ଗୋଟେ ମିନିଟରେ ଗୋଟେ ଟ୍ରାନାଜାକସନ୍ । କିଛି କରିବା ପୂର୍ବରୁ ସବୁ ପଇସା ଚାଲିଗଲା ଆକାଉଣ୍ଟ ହେଇଗଲା ଖାଲି । ହଁ ଆଜ୍ଞା ଏପରି ହୋଇଛି ଜଣେ ସରକାରି ଶିକ୍ଷକଙ୍କ ସହ । ନିଜ କଷ୍ଟ ଉପାର୍ଜିତ ଟଙ୍କା ଚାଲିଯାଇଛି ସାଇବରା ଚୋର ପାଖକୁ!-->…
ନୂଆପଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
ନୂଆପଡ଼ା : ନୂଆପଡ଼ା ଯାଦବ ଭବନ ଠାରେ ଭାରତୀୟ ମଜଦୂର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ସାନ୍ତୁନୁ ମହାପାତ୍ର , ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , ସଂଗଠନ ସମ୍ପାଦକ!-->…
କୋଟପାଡ଼ରେ ବେଆଇନ ମୁରୁମ ଚାଲାଣ: ପ୍ରାକୃତିକ ସମ୍ପଦ ନଷ୍ଟ, ରାଜସ୍ୱ ହାନି
କୋଟପାଡ଼ : କୋରାପୁଟ ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ଥିବା କୋଟପାଡ଼ ତହସିଲ ଅନ୍ତର୍ଗତ ବିଭିନ୍ନ ସରକାରୀ ଜମି, ବନ୍ଧହୁଡ଼ା ଏବଂ ଜଙ୍ଗଲ ଜମିରୁ ବେଆଇନ ଭାବେ ମୁରୁମ ଚାଲାଣ ନିରନ୍ତର ଜାରି ରହିଛି। ଏହି ବେଆଇନ କାର୍ଯ୍ୟକଳାପ ରାଜସ୍ୱ ବିଭାଗ କିମ୍ବା ଲଘୁ ଖଣିଜ ଅଧିକାରୀଙ୍କ ଦୃଷ୍ଟିକୁ!-->…
ଦକ୍ଷିଣ ଓଡ଼ିଶାରେ ମହିଳାଙ୍କ ସାଥିରେ ପାୱାର ପ୍ରଗତି
ଏସ୍ଏଚଜି ମହିଳାଙ୍କ ନେତୃତ୍ୱରେ ଟିପିଏସ୍ଓଡିଏଲର ବିଦ୍ୟୁତ ବିଲ୍ ସଂଗ୍ରହ ହୋଇଛି ସଫଳ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ତଥା ଯେଉଁଠାରେ ପାହାଡ଼, ନଦୀ, ଧାନକ୍ଷେତ ଏବଂ ଅପହଞ୍ଚ ଗାଁ’ରେ ବିଜୁଳି ତାର ସଂଯୋଗ ହୋଇଛି ସେଠାରେ ଏବେ ଏକ ନୂଆ ଶକ୍ତି ନେତୃତ୍ୱ ନେଉଛି। ଆଉ ତାହା!-->!-->!-->…
ବାଘ ଛାଲ ଜବତ, ୩ ଗିରଫ
ଭୁବନେଶ୍ବର: ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର । ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ । ଗୋଟିଏ ବାଘ ଛାଲ ଜବତ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ତାରକା ହୋଟେଲ କଡ଼ରେ ଡିଲ ବେଳେ ଧରାପଡ଼ିଛି ଏହି ରାକେଟ । ରୋହିତ ମହାପାତ୍ର ନାମକ!-->…
ମାଛ ଧରିବା ପାଇଁ ପୋଖରୀକୁ ଡେଇଁଲେ ରାହୁଲ!
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସେତିକି ଭିନ୍ନଭିନ୍ନ ଉପାୟମାନ ଅପଣାଉଛନ୍ତି। ଏହି କ୍ରମରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ!-->…
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଆଇଆଇଟି କାନପୁର ଦେଲା ସର୍ବୋଚ୍ଚ ସମ୍ମାନ
ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ, ଉତ୍କୃଷ୍ଟ ପ୍ରଶାସନିକ ଦକ୍ଷତା, ଦେଶ ଓ ଗଣତନ୍ତ୍ରକୁ ସୁଦୃଢ କରିବାର ଅବିସ୍ମରଣୀୟ ଅବଦାନ ପାଇଁ ଆଇଆଇଟି କାନପୁର ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ Distinguished Alumni Award (DAA)!-->…
ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଶନିବାର ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷନଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡିଛି। ରବି ନିକଟରେ ବିହାରକୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଯାଇ ଫେରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାତିରେ!-->…
ବିହାର ବିଧାନସଭା ନିର୍ବାଚନ ହେଉଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ: ଶାହା
ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେପି ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୋପାଳଗଞ୍ଜରେ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନ ହେଉଛି ବିକାଶ ଓ!-->…
କେନିଆରେ ଭୂସ୍ଖଳନ : ୨୧ ମୃତ, ୩୦ ନିଖୋଜ
ନୌରୋବୀ : କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯାହା ଫଳରେ ଏଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩୦ ଜଣ ନିଖୋଜ ରହିଛନ୍ତି । ଏଥିସହ ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏପରି ଘଟଣା ପରେ!-->…