ଏସଆଇ କେଳେଙ୍କାରୀ: ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ, ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ । ନେପାଳ ସୀମାନ୍ତ ଉତ୍ତରାଖଣ୍ଡରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଘଟଣା ପରଠାରୁ ନେପାଳ ସୀମାନ୍ତରେ ଆତ୍ମଗୋପନ କରିଥିଲା ଶଙ୍କର । ଓଡ଼ିଶାରେ ଏସଆଇ ପରୀକ୍ଷା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ଥିଲା ଶଙ୍କର

କାଠଯୋଡ଼ିରେ ବୁଡିଗଲେ ଦୁଇ ନାବାଳକ

କଟକ : ଆଜି କଟକ ନେତାଜୀ ସୁବାଷ ବୋଷ ବସ ଟର୍ମିନାଲ ସମ୍ମୁଖ କାଠଯୋଡ଼ି ନଦୀରେ ଘଟିଛି  ଅଘଟଣ ।  ପଞ୍ଚୁକ ସଂକୀର୍ତ୍ତନ ପାଇଁ ଯାଇଥିଲେ ନଦୀକୁ । କାଠଯୋଡ଼ି ନଦୀରେ ଗାଧୋଇବା ବେଳେ  ଦୁଇ ନାବାଳକ ବୁଡିଯାଇ ନିଖୋଜ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଞ୍ଚି ସର୍ଚ୍ଚ ଅପରେସନ

ପିଟି ପିଟି ମହିଳାଙ୍କୁ ହତ୍ୟା ଅଭିଯୋଗ

ବାରଙ୍ଗ: ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକ । ସେପଟେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ଝିଅ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର । ନ୍ୟାୟ ପାଇଁ ନେହୁରା ହେଉଛନ୍ତି । ପିଟି ପିଟି ମହିଳାଙ୍କୁ ହତ୍ୟା

ବରିଷ୍ଠ ଡ଼ାକ୍ତର ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବ୍ରହ୍ମପୁର : ସ୍ଥାନୀୟ 'ବିକାଶ " ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡ଼ା.ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭ୍ୟ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଆଜି ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବହୁ ବରିଷ୍ଠ

ବ୍ୟବସାୟୀଙ୍କ କାର ଅଟକାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଜୟପୁର: ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଲୁଟ । ବ୍ୟବସାୟୀଙ୍କ କାର ଅଟକାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ । କ୍ୟାମେରାରେ କଏଦ ହେଲା ଲୁଟ ବେଳର ଚିତ୍ର । ଜୟପୁର କୋଟପାଡ଼ର ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ । କୋଟପାଡ଼ କୁନ୍ଦୁରା ରାସ୍ତା ଖଟଲାପଦର ବିଜ୍ର ଉପରେ ମାରଣାସ୍ତ୍ର ଦେଖାଇ

ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ

ସୁବର୍ଣ୍ଣପୁର: ହୁ ହୁ ହୋଇ ଜଳିଗଲା ଟ୍ରକ । ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା- ବୀରମହାରାଜପୁର ରାସ୍ତା ଜଟେସିଂହା ହରିହରଯୋର ସେତୁ ନିକଟରେ ଘଟିଛି ଅଘଟଣ । ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଟ୍ରକଟି ଡିପୋରୁ ମାଲ ନେଇ ବୀରମହାରାଜପୁର ଗ୍ୟାସ ପଏଣ୍ଟକୁ

ଅନଲାଇନ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ଦୋକାନୀଙ୍କୁ ଆକ୍ରମଣ କଲା ଗ୍ରାହକ

ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଗ୍ରାହକ ଖଣ୍ଡା ଚୋଟରେ ଦୋକାନୀ ଆହାତ। ବଡଗଡ ଥାନା ଟଙ୍କପାଣି ରୋଡ଼ ଚିଲି ପୋଖରୀ ପାଖରେ ଘଟିଛି ଘଟଣା । ଅନଲାନରେ ପେମେଣ୍ଟକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୋକାନୀଙ୍କୁ ହାଣିଦେଇଥିଲେ ଦର୍ବୃତ୍ତ । ଆହତ ଦୋକାନୀଙ୍କୁ ଉଦ୍ଧାର

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚକ ବ୍ରତ, ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହେଲା ପଞ୍ଚକ ବ୍ରତ । ଚଳିତବର୍ଷ ପଞ୍ଚକ ବ୍ରତ ୫ଦିନ ପରିବର୍ତ୍ତେ ୪ଦିନ ଅନୁଷ୍ଠିତ ହେବ । ଏଥିପାଇଁ ମହାପ୍ରଭୁଙ୍କ ବାଙ୍କଚୂଡ ବେଶକୁ ବାଦ୍ ଦେଇ ଅନ୍ୟ ୪ ବେଶ ଅନୁଷ୍ଠିତ ହେବ । ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ

ଲାଇନ୍ ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ, ଦନ୍ତା ମୃତ

ମୟୂରଭଞ୍ଜ: ଟ୍ରେନ ଧକ୍କାରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆଗ୍ରିଆ ଠାରେ ହାତୀକୁ ଧକ୍କା ଦେଲା ଟ୍ରେନ । ଭୁବନେଶ୍ୱର ଠାରୁ ବାଙ୍ଗିରିପୋଷି ଫେରୁଥିବା ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଘଟିଛି ଅଘଟଣ । ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଲାଇନ୍ ପାର୍

ବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ ଶିବିର

ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ସାଇବର ପୋଲିସ ଷ୍ଟେସନ ଡ଼ିଏସପି ସେ୍ରୋଫିନା ଖେସ, ସମ୍ମାନିତ ଅତିଥି