ଦଳାଚକଟା ପରେ ଶ୍ରୀକାକୁଲମ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାଶୀବୁଗାରେ ଥିବା ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା ଘଟଣାରେ ୧୦ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ପୋଲିସ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ପ୍ରତିବନ୍ଧକ ଲଗାଇଛି । ଘଟଣାରେ ଅନେକ ଶ୍ରଦ୍ଧାଳୁଙ୍କ ହାଡ଼

ମେକ୍ସିକୋ ସୁପରମାର୍କେଟରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋ : ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଇତିହାସ ରଚିବ ISRO, ମହାକାଶ ଯିବ ‘ବାହୁବଳୀ’

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି(ISRO) ମହାକାଶ ଜଗତରେ ନୂଆ ଇତିହାସ ରଚିବାକୁ ଯାଉଛି । ଦେଶର ସବୁଠାରୁ ଭାରୀ କମ୍ୟୁନିକେସନ ସାଟେଲାଇଟ୍ LVM3-M5 ଉତକ୍ଷେପଣ ପାଇଁ ISRO ସମସ୍ତ ପ୍ରସ୍ତୁତି ଶେଷ କରିଛି । CMS-3 ଆଜି ସନ୍ଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ ।

ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ :ମାଡି ବସିଥିଲା ମାଲକାନଗିରି ପୋଲିସ…

ମାଲକାନଗିରି, ୨।୧୧। ନିକଟରେ ରିଲିଜ ହୋଇଥିବା ବଲିଉଡ ମୁଭି "ଘାଟି" ସିନେମା ଷ୍ଟାଇଲରେ ୮ଟି ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ମାଡି ବସିଥିଲା ମାଲକାନଗିରି ଜିଲ୍ଲା ପୋଲିସ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରୁ ତରଳ ଗଞ୍ଜେଇର ଚୋରା ଚାଲାଣ କରାଯାଉଥିଲା

ସହଜ ହେଲା ଆଧାର ଅପଡେଟ କରିବା, ଅନଲାଇନରେ ବଦଳାଇ ପାରିବେ ନାମ ଓ ମୋବାଇଲ ନମ୍ବର

ନୂଆଦିଲ୍ଲୀ: ଏଣିକି ଆଧାରର ଏସବୁ ଅପଡେଟ କରିବାକୁ ଯିବାକୁ ପଡିବ ନାହିଁ ଜନସେବା କେନ୍ଦ୍ର | ଘରେ ବସି ଆରାମରେ ଆପଣ ଆଧାର ଅପଡେଟ କରିପାରିବେ | ବାସ୍ତବରେ UIDAI (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ନଭେମ୍ବର ୧ ତାରିଖରୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ

ବିହାର ନିର୍ବାଚନ: ରାଲିରେ ଯୋଗଦେଇ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କଲେ ମୋଦୀ

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନଥିଲେ। ସେ କହିଥିଲେ ଯେ କଂଗ୍ରେସ

ଆନ୍ଧ୍ର ଦଳଚକଟାରେ ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ବର ମନ୍ଦିରରେ ଦଳଚକଟାରେ ମୃତ ଓଡ଼ିଆ ଯୁବତୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଏକାଦଶି ଉପଲକ୍ଷେ ସ୍ବାମୀ ଭେଙ୍କଟେଶ୍ବର ମନ୍ଦିରରେ ଦଳଚକଟା

ନୂଆପଡ଼ାରେ କଂଗ୍ରେସର ରୋଡ୍ ସୋ

ନୂଆପଡ଼ା: ନୂଆପଡ଼ା ସହରରେ ଜାତୀୟ କଂଗ୍ରେସ ର ରୋଡ ସୋ।ଏହି ରୋଡ ସୋ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ ଅନ୍ୟ ଦଳୀୟ ନେତା ସହ ସହ କର୍ମୀ ଯୋଗ ଦେଇଥିଲେ।ଏହି ରୋଡ ସୋ ନୂଆପଡ଼ା ସହର ଉପକଣ୍ଠ ପାଣିଗ୍ରାହୀ ପେଟ୍ରୋଲ ପମ୍ପ  ନିକଟରୁ ବାହାରି

ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ବୈଜୟନ୍ତ ପଣ୍ଡା

ନୂଆପଡା: ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା। ବିଜେପିର ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତିପଶ୍ଚିମ ଓଡିଶା’ ମୋ ରକ୍ତରେ ଅଛି। ଏଠି ମୋ ମାମୁଁ ଘର। ଗତବର୍ଷ ବିଜେପିର ଐତିହାସିକ ବିଜୟ

୩ରୁ ୫ ତାରିଖ ଯାଏଁ ହାଇକୋର୍ଟ ଛୁଟି

କଟକ: ଓଡ଼ିଶା ହାଇକୋର୍ଟ ସୋମବାର କାର୍ତ୍ତିକ ବ୍ରତ ଉପଲକ୍ଷେ ଛୁଟି ରହିବ। ଏହି ଛୁଟି ପ୍ରତିବଦଳରେ ନଭେମ୍ବର ୨୯ (ଶନିବାର)କୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ରେଜିଷ୍ଟ୍ରାର (ନ୍ୟାୟିକ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ହାଇକୋର୍ଟ କ୍ୟାଲେଣ୍ଡରରେ