ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍ : ନିର୍ବାଚନୀ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ

ବ୍ରହ୍ମପୁର: ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍

ପିତଳ ସରପଞ୍ଚ ନାଁ ରେ ଆସିଥିବା ଅନାସ୍ଥା :କୋରମ ଅଭାବରୁ ରଦ୍ଦ

ହିଞ୍ଜିଳିକାଟୁ : ଶେରଗଡ ବ୍ଲକ ଅନ୍ତର୍ଗତ ପିତଳ ସରପଞ୍ଚ ଙ୍କ ନାମରେ ଆସିଥିବା ଅନାସ୍ଥା ଶନିବାର କୋରମ ଅଭାବରୁ ରଦ୍ଦ ହୋଇଛି । ପଦ ବଜାୟ ରଖିଲେ ପିତଳ ସରପଞ୍ଚ ରାମରାଘବ ପାତ୍ର। ।ଗତ କିଛିମାସ ତଳେ ପିତଳ ସରପଞ୍ଚ ରାମ ରାଘବ ପାତ୍ର ଙ୍କ ନାମ ରେ ପଞ୍ଚାୟତର ପୂର୍ବରୁ ପଞ୍ଚାୟତର ୧୭ ଜଣ ୱାର୍ଡ

ସଚେତନତା ସତ୍ତ୍ୱେ ବଢ଼ୁନି କନ୍ୟା ହାର

ନୟାଗଡ଼: ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆଲୋଚନା କରିବା ମାତ୍ରେ ହିଁ କନ୍ୟାଭ୍ରୁଣ ହତ୍ୟା କଥା ସମସ୍ତଙ୍କ ମନକୁ ଆସିଥାଏ ।ସମଗ୍ର ଓଡ଼ିଶାରେ ହାତ ଗଣତି କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ସେଠାରେ ମଧ୍ୟ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ବହୁତ କମ୍ ଦେଖିବାକୁ ମିଳୁଛି।ଗତ ବର୍ଷ ଏହି ସଂଖ୍ୟାରେ

ବାହାଡଝୋଲା ସୋସାଇଟିରେ ତାଲାବନ୍ଦ ଆନ୍ଦୋଳନ ଦ୍ଵିତୀୟ ଦିନରେ

ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାହାଡାଝୋଲା ପ୍ରାଥମିକ କୃଷି ସମବାୟ ସମିତିରେ ପ୍ୟାକ୍ସ ପରିଚାଳନା ପରିଷଦର ତାଲାବନ୍ଦ ଆନ୍ଦୋଳନ ସହ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି।ବିଶେଷ କରି ସୋସାଇଟି ସମ୍ପାଦକଙ୍କ ମନମାନି ଓ ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ଏହି

ସଜାଗ ଏବଂ ସଚେତନ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ

ଜଙ୍ଗଲ ସୁରକ୍ଷା ବା ଠେଙ୍ଗାପାଳିକୁ ନେଇ ବଣ୍ଡା ଘାଟିରେ ଡକ୍ୟୁମେଣ୍ଟରୀ ଫିଲ୍ମ ସୁଟିଂ

ମାଲକାନଗିରି : ଆଜି ମାଲକାନଗିରିର ଦୁର୍ଗମ ବଣ୍ଡା ଘାଟି ଅଞ୍ଚଳରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଏକ ଡକ୍ୟୁମେଣ୍ଟରୀ ଫିଲ୍ମ ସୁଟିଂ କରାଯାଇଥିଲା । ବଣ୍ଡା ଘାଟି ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫୦୦୦

ଅବକାରୀ ବିଭାଗର ଚଢ଼ାଉ: ୨୨୦ ଗଞ୍ଜେଇ ଗଛ ଧ୍ୱଂସ, ଜଣେ ଅଭିଯୁକ୍ତ ଗିରଫ…

ଉମରକୋଟ/ରାଇଘର, ନବରଙ୍ଗପୁର, (୧ ନଭେମ୍ବର ୨୦୨୫)ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ଚାଷ ଦମନ କାର୍ଯ୍ୟରେ ଅବକାରୀ ବିଭାଗ ଆଉ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଉମରକୋଟ ଅବକାରୀ ବିଭାଗର ବିଶେଷ ଟିମ୍ କୁନ୍ଦେଇ ଥାନା ଅଧୀନର ସମ୍ବଲପୁର ଗ୍ରାମରେ ଚଢ଼ାଉ କରି ୨୨୦ ଟି ଗଞ୍ଜେଇ ଗଛ ଧ୍ୱଂସ

ଲୈାହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ୧୫୦ ତମ ଜୟନ୍ତି : ଆସିକା ପୋଲିସ ପକ୍ଷରୁ ଗଣଦୈାଡ…

ବ୍ରହ୍ମପୁର : ଏକତା ପାଇଁ ଦୈାଡିବା ଏବଂ ରାଷ୍ଟ୍ର ପାଇଁ ନିର୍ମାଣ ପାଇଁ ସଜାଗ ହେବା ବାର୍ତା ନେଇ ଆଜି ଲୈାହମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତି ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ଆସିକା ପୋଲିସ ପକ୍ଷରୁ ଏକ ଗଣଦୈାଡ ପ୍ରତିଯୋଗିତା କାର୍ଯ୍ୟକ୍ରମ

ନିଃସର୍ତ୍ତ ନ୍ୟୁଜର ବିଶେଷ ପ୍ରଭାବ :ଖବର ପ୍ରକାଶ ପରେ ରାଇଘରରେ ଚୋରିକୁ ରୋକିଲା ପୋଲିସ…

ହୋମ ଗାର୍ଡ ମାନଙ୍କ ରାତି ପହରାରେ ଲୋକଙ୍କୁ ମିଳିଲା ଆଶ୍ବସ୍ତି ଉମରକୋଟ/ରାଇଘର,( ୩୧ ଅକ୍ଟୋବର ୨୦୨୫ )ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଞ୍ଚଳରେ ଗତ କିଛି ମାସ ଧରି ଚୋରି ଓ ଡକାୟିତି ଘଟଣା ଅସହ୍ୟ ଭାବରେ ବୃଦ୍ଧି ପାଇ ଲୋକମାନଙ୍କ ମନରେ ଭୟର ବାତାବରନ ସୃଷ୍ଟି କରିଥିଲା। କୋଦଭାଟା

ମାଖନଲାଲ ବିଶ୍ବବିଦ୍ୟାଳୟ ତୃତୀୟ ମହଲାରୁ ଖସି ଛାତ୍ର ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ଭୋପାଳର ମାଖନଲାଲ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ର ତୃତୀୟ ମହଲାରୁ ପଡି ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଛାତ୍ରଙ୍କ ନାଁ ଦିବ୍ୟାଂଶ ଚୋକସୀ ବୋଲି ଜଣାପଡିଛି। ଶ୍ରେଣୀ ଗୃହରୁ ବାହାରିବା ସମୟରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ଏହି ଅଘଟଣ ଘଟିଯାଇଥିଲା।