ପୋଖରୀରୁ କୁମ୍ଭୀର ଉଦ୍ଧାର

ପଟ୍ଟାମୁଣ୍ଡାଇ: ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ। ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ ଅଳଭା ଗ୍ରାମରେ ବିଶ୍ୱନାଥ ନାୟକଙ୍କ ପୋଖରୀରୁ ଧରାହୋଇଛି ୧୦ ଫୁଟ ଲମ୍ବର କୁମ୍ଭୀର। ବନ ବିଭାଗ କର୍ମଚାରୀ କୁମ୍ଭୀରକୁ ଧରିନେଇଛନ୍ତି। ସୂଚନା ମୁତାବକ, ଗୁରୁବାର ବିଳମ୍ବିତ

୩ରେ ନୂଆପଡ଼ା ଗସ୍ତ କରିବେ ନବୀନ

ଭୁବନେଶ୍ବର: ଆସନ୍ତା ୩ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତରେ ଯିବେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ। ଏ ସମ୍ପର୍କରେ ଶୁକ୍ରବାର ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ

ଟ୍ରକ୍ ଧକ୍କାରେ ଜଣେ ମୃତ, ୨ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ଟ୍ରକ୍ ଧକ୍କାରେ ବାପା ମୃତ,ଝିଅ ଓ ଦାଦା ଗୁରୁତର I  ଆଜି ଦିନ ପ୍ରାୟ ୧୧ଟା ବେଳେ ସଦର ଥାନା ଉପର କୁସୁମିତା କଶିରାସାହିର ବିଦ୍ୟାଧର ନାଏକ  ଝିଅକୁ ରାଇସୁଆଁ ଆବାସିକା ବିଦ୍ୟାଳୟରେ ଛାଡ଼ିବାକୁ ଘରୁ ଭାଇଙ୍କ ସହ ମୋଟର ସାଇକେଲରେ ଯାଇଥିଲେ ।  ପଦ୍ମପୁର ବଜାରରୁ ଝିଅ

୨୧ ବର୍ଷ ହୋଇଥିଲେ ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ । ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ ।  ୨୧  ବର୍ଷ ହୋଇଥିଲେ କରିପାରିବେ ସୁଭଦ୍ରା ଆବେଦନ । ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଯେଉଁମାନେ 20 ରୁ 21 ବର୍ଷରେ ପହଁଚିଲେ ସେମାନେ ଆବେଦନ

ପ୍ରୀତିରଞ୍ଜନଙ୍କ ଭଡ଼ା ଘରେ ଚଢ଼ାଉ

ନୂଆପଡା: ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ ହୋଇଛି । ନୂଆପଡା ଖରିଆର୍‌ ରୋଡରେ ଥିବା ତାଙ୍କ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ

କଟକ ମହାନଗର ନିଗମ କାଉନସିଲ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ

କଟକ : ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ ଓ ଚେୟାର ଫିଙ୍ଗଲେ । କଟକ ମହାନଗର ନିଗମ-ସିଏମସି କାଉନସିଲ୍ ବୈଠକରେ କର୍ପୋରେଟରଙ୍କ ତୁମୁଳକାଣ୍ଡ। ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରିବାରୁ ଆହୁରି ବଢିଲା ବିବାଦ।କଟକ ମହାନଗର ନିଗମ କାଉନସିଲ୍ ବୈଠକରେ ୫୧ ନମ୍ବର କର୍ପୋରେଟର ରାକେଶ

ଆସନ୍ତା ସପ୍ତାହରେ ଆଉ ଏକ ଲଘୁଚାପ!

ଭୁବନେଶ୍ୱର : ପୁଣି ଭିଜାଇବ ବର୍ଷା ।  ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।  ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ ।  ଅନ୍ୟପଟେ କେନ୍ଦ୍ରେୀୟ

ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ

ରାୟଗଡ଼ା: ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ଅଧ୍ୟାପକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ଛାତ୍ରୀ । ପ୍ରତିବାଦରେ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ରାୟଗଡ଼ା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଉକ୍ତ

ଚିତ୍ରକୋଣ୍ଡା ପୋଲିସ ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ…

ଚିତ୍ରକୋଣ୍ଡା : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଚିତ୍ରକୋଣ୍ଡା ପୋଲିସ ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଥିଲା ଏଥିରେ ଚିତ୍ରକୋଣ୍ଡା ପୋଲିସ ସୁରକ୍ଷାବାହିନୀ ସଦସ୍ୟମାନେ ଓ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏକ କଳା ବଗୁଲା ବା ବ୍ଲାକ ବିଟେନ ଆହତ ଅବସ୍ଥାରେ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗଜପତି ନଗରରୁ ଏକ କଳା ବଗୁଲା ବା ବ୍ଲାକ ବିଟେନ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି l ସ୍ଥାନୀୟ ବାସିନ୍ଦା ଉକ୍ତ ପକ୍ଷୀକୁ ଦେଖିବା ପରେ ପରିବେଶ ପ୍ରେମୀ ପି. ଅରବିନ୍ଦ ଦେଶିବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ପହଞ୍ଚି ଆହତ ପକ୍ଷୀ ଟିକୁ ଉଦ୍ଧାର