Sign in
Sign in
Recover your password.
A password will be e-mailed to you.
ଦୁର୍ନୀତି ନିବାରଣ ପାଇଁ ଟିପିଏସ୍ଓଡିଏଲର ୱାକାଥନ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରଠାରେ ଦୁର୍ନୀତି ନିବାରଣ ସଚେତନତା ମାସ ୨୦୨୫ ଅବସରରେ ୱାକାଥନ ଆୟୋଜିତ ହୋଇଛି। ଯାହା କମ୍ପାନୀର ସତ୍ୟନିଷ୍ଠା, ସ୍ବଚ୍ଛତା ଏବଂ ନୈତିକ ଶାସନ ପ୍ରତି ଥିବା ତା’ର ପ୍ରତିବଦ୍ଧତାକୁ!-->…
ମାଥିଲିରେ ଦୁର୍ନୀତି ନିବାରଣ ସପ୍ତାହ ନେଇ ସଚେତନତା ଶୋଭାଯାତ୍ରା
ମାଲକାନଗିରି : ଆଜି ଦୁର୍ନୀତି ନିବାରଣ ଶାଖା ଓ ମାଥିଲି ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପ୍ରଶାସନ ତରଫରୁ ବିଦ୍ୟାଳୟ ର!-->…
ଶ୍ରୀ ଶ୍ରୀ ଶ୍ରୀ ରାଜରାଜେଶ୍ୱର ସହସ୍ରାର୍ଜୁନ ଭଗବାନଙ୍କ ଜୟନ୍ତୀ ଉତ୍ସବ, ରାଇଘରରେ ଧୁମଧାମରେ ପାଳିତ
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ସଦର ବ୍ଲକ ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ଗତ ଅକ୍ଟୋବର ୩୦, ୨୦୨୫ ତାରିଖରେ କଲାର ସମାଜ ଦ୍ୱାରା ଶ୍ରୀ ଶ୍ରୀ ଶ୍ରୀ ରାଜରାଜେଶ୍ୱର ସହସ୍ରାର୍ଜୁନ ଭଗବାନଙ୍କ ଜୟନ୍ତୀ ବିଶାଳ ଧୂମଧାମ, ଧାର୍ମିକ ଶ୍ରଦ୍ଧା ଏବଂ ସାଂସ୍କୃତିକ ଭବ୍ୟତା ସହ ପାଳନ!-->…
କୋଟପାଡ଼ରେ ମଦର ବନ୍ୟା: ପ୍ରଶାସନର ନିରବତା ଓ ସମାଜ ଉପରେ କୁପ୍ରଭାବ
କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ଅବକାରୀ ଥାନା ଅଞ୍ଚଳରେ ଏବେ ବିଦେଶୀ ଓ ଦେଶୀ ମଦର ବନ୍ୟା ଦେଖିବାକୁ ମିଳିଛି। ଅଞ୍ଚଳର ପ୍ରତି ଗ୍ରାମରେ ବିଦେଶୀ ମଦ ଦୋକାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ସମାଜ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ଗୋଳିକଞ୍ଜିଠୁ ଆରମ୍ଭ କରି!-->…
ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ : ବଢ଼ିଲା ସୁରକ୍ଷା ବ୍ୟବସ୍ଥା
କନ୍ଧମାଳ, ତା, ୩୧/୧୦: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳ ର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସର୍କଲ ଜେଲକୁ ଅଣାଯାଇଛି। ପ୍ରକାଶ!-->…
ଗ୍ରାମବାସୀଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଲା ଠିକାସଂସ୍ଥା
ନୟାଗଡ଼: ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମର ଖଳିପଡ଼ିଆରେ ଏକ ଠିକାସଂସ୍ଥା କେଇସି ଇଣ୍ଟରନ୍ୟାସୀନାଲ ପାଇପ୍ ଜମା କରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।ଗତ ୩ ବର୍ଷ ଧରି ଠିକାସଂସ୍ଥା ଗ୍ରାମରେ ପାଇପ୍ ଗଦାଇ ରଖୁଥିବାବେଳେ!-->…
ଲୋକସଭା ନିର୍ବାଚନରେ ଭୋଟ ଚୋରି କରି ଏନଡିଏ ସରକାର ଗଠନ କରିଛି: ରାହୁଲ
ନାଳନ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଖଟାଇ ଦେଇଛନ୍ତି ବିରୋଧୀ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ। ରାହୁଲ ଲଗାତାର ଦ୍ୱିତୀୟ ଦିନ ପାଇଁ ବିହାର ବିଧାନସଭା ନିର୍ବାଚନ ରାଲି କରିଛନ୍ତି।
ଗୁରୁବାର!-->!-->!-->…
ପଣବନ୍ଦୀ ଥିବା ୧୭ ଶିଶୁ ଉଦ୍ଧାର, ପୁଲିସ ଗୁଳିରେ ୟୁଟ୍ୟୁବର ନିହତ
ମୁମ୍ବଇର ରା’ ଷ୍ଟୁଡିଓରେ ପଣବନ୍ଦୀ ଡ୍ରାମା ଶେଷ ହୋଇଛି। ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ଜଣେ ୟୁଟ୍ୟୁବର ରୋହିତ ଆର୍ଯ୍ୟା ନିହତ ହୋଇଛି। ଏହା ସହିତ ସେ ପଣବନ୍ଦୀ ରଖିଥିବା ୧୭ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
ଗୁରୁବାର ଉକ୍ତ!-->!-->!-->…
ମୁଜାଫରପୁରରେ ଆରଜେଡି-କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ
ପାଟନା: ବନ୍ଧୁକ, ନିଷ୍ଠୁରତା, ତିକ୍ତତା, କୁଶାସନ, ଦୁର୍ନୀତି ଏହି ପାଞ୍ଚଟି ଶଦ୍ଦର ପ୍ରୟୋଗ କରି ଆରଜେଡି-କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି ବିହାରରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ କଂଗ୍ରେସ ସରକାର ସମୟରେ ହୋଇଥିବା ପାଞ୍ଚଟି କାମର ତାଲିକା!-->…
ରାୟଗଡାରେ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ
ରାୟଗଡା : ରାୟଗଡା ଜିଲ୍ଲାସଂସ୍କୃତି ଭବନ ଠାରେ ବିଶ୍ୱ ମିତବ୍ୟୟୀତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ଅର୍ଥନୈତିକ ବିକାଶରେ ସ୍ୱଳ୍ପ ସଂଚୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ।!-->…