Sign in
Sign in
Recover your password.
A password will be e-mailed to you.
ଅକ୍ଟୋବର ୨୭ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଛତ୍ରପୁର : ଦୁର୍ନୀତି ନିବାରଣ ସପ୍ତାହ ୨୦୨୫ , ଅକ୍ଟୋବର ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳିତ ହେବ । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଛତ୍ରପୁର ଖେଳପଡିଆ ଠାରୁ ଆରମ୍ଭ ହୋଇ !-->…
ଜାତୀୟ ଜଳପଥ-୫ ଏବଂ ୬୪ ର ବିକାଶ ତଥା କାର୍ଯ୍ୟକ୍ଷମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ବର: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ (IWAI), ଓଡ଼ିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ (PPA) ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ମୁମ୍ବାଇର NESCO ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ୨୦୨୫ ସମୟରେ ଜାତୀୟ ଜଳପଥ-୫ (NW–୫) ଏବଂ ଜାତୀୟ!-->…
ରାୟଗଡ଼ା ଜିଲ୍ଲାରେ ଅବାଧ ମାଦକ ଦ୍ରବ୍ୟ ଚାଷ ଓ ଚୋରା ଚାଲାଣ ରୋକିବା ଉପରେ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ
ରାୟଗଡା : ରାୟଗଡ଼ା ଜିଲ୍ଲାରେ ବ୍ୟାପକ ମାଦକ ଦ୍ରବ୍ୟ ଚାଷ ଓ ଚୋରା ଚାଲାଣ ହେଉଥିବାରୁ ଏହାକୁ ରୋକିବା ନିମନ୍ତେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ଅଧ୍ୟକ୍ଷତlରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ଓସ୍ୱାନ ସଭାଗୃହରେ ଏକ ସଂଯୁକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ!-->…
ବିଦ୍ୟୁତ ଖୁଣ୍ଟ ପଡି ଛାତ୍ର ଗୁରୁତର
ସୋର : ସୋର ବ୍ଲକ ସରଶଙ୍ଖ ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟ ପଡି ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଆଜି ସକାଳେ ନବମ ଶ୍ରେଣୀ ଛାତ୍ର ଦେବାଶିଷ ବେହେରା ଅନ୍ୟ ସହପାଠୀଙ୍କ ସହ!-->…
ନଭେମ୍ବର ୧ରୁ ତହସିଲ ଅଫିସରେ ଜମି କିଣାବିକା
ଭୁବନେଶ୍ୱର : ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ। ପରେ ଡିସେମ୍ବରରେ ବାକି ୨୭୩ ତହସିଲରେ ସମସ୍ତ ସେବା ଆରମ୍ଭ ହେବ । ନଭେମ୍ବର ୧ ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ ବୁକ୍!-->…
ଅପ୍ରୀତିକର ପାର୍କିଂରୁ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ଜଣେ ଗୁରୁତର
ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲାର ରାଇଘର–ଉମରକୋଟ ସ୍ଥିତ ୪୦ ନଂ ଜାତୀୟ ରାଜପଥରେ ଅନିୟମିତ ଭାବେ ଗାଡି ପାର୍କିଂ ଯୋଗୁଁ ନିରନ୍ତର ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ବିଶେଷକରି କୁମଲି ନିକଟସ୍ଥ ପେଟ୍ରୋଲ ପମ୍ପ ଅଞ୍ଚଳଟି ଦୁର୍ଘଟଣା!-->!-->!-->…
ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସ ପାଳନ ଅବସରରେ ରଚନା ଓ ବକୃତା ପ୍ରତିଯୋଗିତା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ!-->…
ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ, ମାର୍ଗଦର୍ଶିକା ଜାରି କଲା UGC
ଭୁବନେଶ୍ୱର : କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । ପ୍ରତି କ୍ୟାମ୍ପସରେ ରହିବେ Anti – drugs inspector । ଏନେଇ ମାର୍ଗଦର୍ଶିକା ଜାରି କରିଛି UGC । ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଓ ବିଶ୍ବ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ!-->…
କାଦୁଆ ନଦୀକୁ ଖସି ପଡିଲା ଲକ୍ଷ୍ମୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଗୋପ: ଭାରସାମ୍ୟ ହରାଇ ଓଲଟିଲା ଲକ୍ଷ୍ମୀ ବସ୍ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କାକଟପୁର କୋଣାର୍କ ଅଭିମୁଖେ ଯାଉଥିବା କାଦୁଆ ନଦୀ ଭିତରକୁ ଖସି ପଡିଛି ଲଷ୍ମୀବସ । ଭାରସାମ୍ୟ ହରାଇ ଲକ୍ଷ୍ମୀ ବସ୍ ନଦୀକୁ ଖସି ପଡ଼ିଛି। ଷ୍ଟିୟରିଙ୍ଗ ଫେଲ ହେବା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ନେଇ!-->…
ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣା, ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ
ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ଜାଲିଆତି ଘଟଣାରେ ମୁକୁଳିଲେ ପରୀକ୍ଷାର୍ଥୀ । ଦୀର୍ଘ ୧ ମାସ ପରେ ମଣ୍ଡଳ କାରାଗାରରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ । ଗତକାଲି ୧୧୪ ଜଣଙ୍କୁ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ । କ୍ରାଇମବ୍ରାଞ୍ଚ କେସ୍ ଡାଏରୀ ତଥା ସିଡ଼ି!-->…