ସ୍କୁଟି ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟ୍

ଚୌଦ୍ବାର: ଡିକି ଭାଙ୍ଗି ଲୁଟିନେଲେ । ଘର ଆଗରୁ ଡିକି ଭାଙ୍ଗି ୧୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଚୌଦ୍ବାର ନପଙ୍ଗ ପଞ୍ଚାୟତ ଇଟୁଆ ଗାଁ କୋର କୋର ସାହିରୁ ଲୁଟ୍ ହୋଇଛି। ରବିନ୍ଦ୍ର କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରି ଅଗମାରେ ଗାଡ଼ି ରଖିବା

ବସକୁ ଧକ୍କା ଦେଲା ଟ୍ରକ, ୩ ଯାତ୍ରୀ ଗୁରୁତର

ବାଲେଶ୍ୱର: ପିଛା ଛାଡୁନି ବସ୍‌ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରକ୍‌ । ଏଥିରେ ୩ଯାତ୍ରୀ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏହେସାନ୍‌ ନାମକ ଘରୋଇ ବସକୁ ଧକ୍କା

ପିନ ଗିଳି ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ର ନୋଟିସ୍‌ ବୋର୍ଡରେ ଲାଗିଥିବା ପିନ୍‌ ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତକଙ୍କ ବାପା ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ଛାତ୍ର ଜଣଙ୍କ ତୁଷାର ମିଶ୍ର ବୋଲି ଜଣାପଡିଛି । ପୁଅର ମୃତ୍ୟୁ ପାଇଁ

ସ୍କୋଏ ମାର୍ଶଲାର୍ଟ ଚମ୍ପିୟାନସିପ : ବର୍ଷା – ମିନତୀଙ୍କୁ ସ୍ଵର୍ଣ୍ଣ ପଦକ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଓ ନନ୍ଦିଘୋରର ମିନତୀ ଝାରସୁଗୁଡ଼ା ଠାରେ ଆୟୋଜିତ ସ୍କୋଏ ମାର୍ଶଲାର୍ଟ ଚମ୍ପିୟାନସିପ( ଯୁଦ୍ଧ କଳା) ଚମ୍ପିୟାନସିପ- ୨୦୨୫ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ ପଦକ ଜିତିବା ସହିତ ଉଭୟ ଜାତୀୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇ ଓଡ଼ଗାଁ ତଥା

ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଚୋରୀ ଘଟଣା, ୩ ଗିରଫ ଓ ବିପୁଳ ସୁନା ଜବତ

ମାଲକାନଗିରି, ୨୯।୧୦ ମାଲକାନଗିରି ଜିଲ୍ଲାରେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ବ୍ୟାଗ ଛଡାଇ ଚୋରୀ ଘଟଣାରେ ମାଲକାନଗିରି ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ୧୨୦ ଗ୍ରାମ ସୁନା ଟଙ୍କା ଜବତ କରିଛି। ସୂଚନା ଅନୁଯାୟୀ ଗତ ୦୩.୦୬.୨୦୨୫ ଦିନ ରାତି ପ୍ରାୟ

ବିହାର ବିଧାନସଭା ନିର୍ବାଚନ: ମୁଜାଫରପୁରରୁ ପ୍ରଚାର ଆରମ୍ଭ କଲେ ରାହୁଲ

ବିହାର: ମୁଜାଫରପୁରରେ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ରାହୁଲ ଗାନ୍ଧୀ ମୁଜାଫରପୁରରେ ଏକ ସାଧାରଣ ସଭା ସହିତ ବିହାର ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହିତ ମହାଗଠବନ୍ଧନର ପ୍ରମୁଖ ଚେହେରା ତଥା

ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୯ମୃତ

ଇସ୍ରାଏଲ ଗାଜା ଉପରେ ଏକ ବଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସ୍ରାଏଲ ଆମେରିକାକୁ ସୂଚନା ଦେବା ପରେ ଏହି ଆକ୍ରମଣ କରିଥିଲା । ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ବଡ ବିମାନ ଆକ୍ରମଣ କରିଥିଲା ।

ରାଫେଲରେ ଉଡିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଥମ ରାଷ୍ଟ୍ରପତି ଭାବେ ଆଜି ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ । ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ରାଫେଲରେ ଉଡିଛନ୍ତି ରାଷ୍ଟ୍ରପତି । ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡାଣ ଭରିଛନ୍ତି

ନ୍ୟାସନାଲ୍ କନଫରେନ୍ସରେ ବଢ଼ୁଛି ତିକ୍ତତା: ଓମାରଙ୍କ ଇସ୍ତଫା ଦାବି କଲେ ଦଳୀୟ ସାଂସଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ସେ ଇସ୍ତଫା ଦେବା ଉଚିତ୍ ବୋଲି ଦଳର ଶ୍ରୀନଗର ସାଂସଦ ଆଗା ରୁହୁଲ୍ଲା