Sign in
Sign in
Recover your password.
A password will be e-mailed to you.
ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଗୁରୁବାର ଦିନ ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିଛି। ଖୁବଶୀଘ୍ର CBSE ଏହି ପ୍ରାର୍ଥୀମାନଙ୍କ ପାଇଁ ଫଳାଫଳ ଘୋଷଣା କରିବାର ପଦ୍ଧତି!-->…
ରାୟଗଡ଼ା ଇମ୍ଫା ଥେରୁବାଲିରେ ୫୫ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ: “ନିୟୋଜିତ କରନ୍ତୁ, ଶିକ୍ଷିତ ହୁଅନ୍ତୁ ଏବଂ…
ରାୟଗଡ଼ା : ନିଜର ସୁରକ୍ଷା ଦାୟିତ୍ୱବୋଧ ଏବଂ କାର୍ଯ୍ୟକ୍ଷମ ଦକ୍ଷତାର ଏକ ଦୃଢ଼ ପ୍ରଦର୍ଶନ ସ୍ୱରୂପ, ଇମ୍ଫା ଥେରୁବାଲି ପକ୍ଷରୁ ଆନୁଷ୍ଠାନିକ ଭାବେ ୫୫ ତମ ଜାତୀୟ ସୁରକ୍ଷା ସପ୍ତାହ ଉଦ୍ଘାଟିତ ହୋଇଯାଇଛି। ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି.ଭି. ରାକେଶଙ୍କ ରଣନୈତିକ ମାର୍ଗଦର୍ଶନରେ!-->…
ସଡ଼କ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକ ମୃତ
ନୟାଗଡ଼, ୦୫/୦୩(ନିସର୍ତ୍ତ): ବୁଧବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଯୁବକ ଜଣକ ହେଲେ ରଣପୁର ବ୍ଲକ ବିଲଗାଡ଼ିଆ ଗ୍ରାମର ଶରତ ପଟ୍ଟନାୟକଙ୍କ ପୁତ୍ର ଆଶୀର୍ବାଦ ପଟ୍ଟନାୟକ |
ଅଭିଯୋଗ ଅନୁଯାୟୀ ବୁଧବାର ରାତି ପ୍ରାୟ ସାଢେ ୧୧ ଟା ବେଳେ!-->!-->!-->…
ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହଠାତ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ଏହି ପଦକ୍ଷେପକୁ ଏକ ପ୍ରମୁଖ ରାଜନୈତିକ ଘଟଣା ବୋଲି ବିବେଚନା କରାଯାଉଛି। ସିଭି ଆନନ୍ଦ ବୋଷ ୧୭ ନଭେମ୍ବର ୨୦୨୨ରେ ବଙ୍ଗଳାର ରାଜ୍ୟପାଳ ଭାବରେ ଦାୟିତ୍ୱ!-->…
ବିଜୁବାବୁଙ୍କ ଜନ୍ମଜୟନ୍ତୀରେ ଫଳ ବଣ୍ଟନ
ନୟାଗଡ଼,୦୫/୦୩(ନିସର୍ତ୍ତ):ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୧୦ତମ ପବିତ୍ର ଜନ୍ମ ଜୟନ୍ତୀ ରଣପୁର ଅଞ୍ଚଳର ଯୁବ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ତ୍ରିନାଥ ବିଶ୍ୱାଳଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି । ଏହି ଅବସରରେ!-->…
ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭାରତ ସରକାର, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ
ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି । ଇରାନର ପୂର୍ବତନ!-->…
ଆମେରିକୀୟ ତେଲ ଟ୍ୟାଙ୍କର ଜାହାଜକୁ ଉଡ଼ାଇଲା ଇରାନ
ନୂଆଦିଲ୍ଲୀ : ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେବାର କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛି ଇରାନ । ଯେଶାକୁ ତେଶା ନୀତିରେ ଆମେରିକାର ଜାହାଜକୁ ଆଟାକ କରିଛି ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) । ଉତ୍ତର ପର୍ଶିଆନ ଗଲ୍ଫରେ!-->…
ପୋଖରୀରେ ବୁଡ଼ି ନାବାଳକ ମୃତ
ନୟାଗଡ଼, ୦୫।୦୩(ନିସର୍ତ୍ତ) - ସୁର୍କାବାଡ଼ି ଅଞ୍ଚଳରେ ହୋଲିରେ ଏକ ଅଘଟଣ ଘଟି ଯାଇଛି । ପୋଖରୀରେ ବୁଡ଼ି ଜଣେ ସପ୍ତମ ଶ୍ରେଣୀରେ ପଢ଼ୁ ଥିବା ନାବାଳକର ମୃତ୍ୟୁ ଘଟି ଥିବାର ସୂଚନା ମିଳିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗ୍ରାମ ବନ୍ଧ ସାହି ସନା ବେହେରାଙ୍କ ପୁଅ ଗଣେଶ ବେହେରା!-->…
ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ
କୋରାପୁଟ/କୋଟପାଡ଼ : କୋଟପାଡ଼ ସ୍ଥିତ ବିଜୁ ପଟନାୟକ ରିଡିଙ୍ଗ ସେଣ୍ଟର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜୁ ବାବୁଙ୍କ!-->!-->!-->…
ରଙ୍ଗ ଲଗାଇବାରୁ ୪ ବର୍ଷର ନାତି ଉପରେ ଗରମ ପାଣି ପକାଇଲା ଜେଜେ ମା
ନାଗପୁର : ବୁଧବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପାଳନ ହେଉଥିବା ବେଳେ ମହାରାଷ୍ଟ୍ର ନାଗପୁରର କୋରାଡିରେ ଅଘଟଣ ଘଟିଛି । ହୋଲି ଯୋଗୁଁ ଲୋକ ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଉଥିବା ବେଳେ ଏକ ଚାରି ବର୍ଷର ଶିଶୁ ରଙ୍ଗ ବୋଳିକା ମହଙ୍ଗା ପଡିଛି । ଜେଜେ ମାଆକୁ ରଙ୍ଗ ମାରିଥିବାରୁ ନାତି!-->…