Sign in
Sign in
Recover your password.
A password will be e-mailed to you.
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଶା ଆତଙ୍କ….
ଦେଶର ଏକ ନମ୍ବର ମାନ୍ୟତା ପାଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ କରୁଛି ଡେଙ୍ଗୁ ମ୍ୟାଲେରିଆ କୁ ନିମନ୍ତ୍ରଣ ….!ବ୍ରହ୍ମପୁର:ସାରା ଦେଶରେ ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିବା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ସ୍ୱଚ୍ଛତା ରେ ପଛରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ ମଶା!-->!-->!-->…
ନୟାଗଡ଼ ଜିଲ୍ଲା ରେ ଚାଲିଛି ସେକ୍ସ ରାକେଟ :ବିଭିନ୍ନ ହୋଟେଲ ଓ ଲଜ୍ ରେ ଖୁଲମଖୁଲା ଦେହ ବେପାର…
ସବୁ ଜାଣି ପୋଲିସ ବଟି ନେଇ ଚୁପ...!
ନୟାଗଡ଼: ଦେହ ବେପାରୀ ମାନଙ୍କ ଅମରାବତୀ ସାଜିଛି ଏବେ ନୟାଗଡ଼ ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ lନୟାଗଡ଼ ସହରରେ ରହିଥିବା ଅନେକ ହୋଟେଲ ଓ ଲଜ୍ ରେ ଖୁଲମଖୁଲା ଦେହ ବେପାର ଚାଲିଛି । ଦେହ ବ୍ୟବସାୟୀଙ୍କ ସହ ହୋଟେଲ କର୍ମଚାରୀ ଙ୍କ ସହଯୋଗରେ!-->!-->!-->…
ପଶ୍ଚିମ ବଙ୍ଗରୁ ଆସି ଓଡ଼ଗାଁ ରେ ରହୁଥିବା ୧୪ ଜଣ ଅଜଣା ବେପାରୀଙ୍କ ପରିଚୟ ଯାଞ୍ଚ ପାଇଁ ଓଡ଼ଗାଁ ଥାନାକୁ ଡାକରା…
ନୟାଗଡ଼: ରାଜ୍ୟରେ ଚାଲିଛି ବାଙ୍ଗଲାଦେଶୀ ଚି଼ହ୍ନଟ ପ୍ରକ୍ରିୟା ଯାହାକୁ ଭିତିକରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଆସୁଥିବା ଅଜଣା ବେପାରୀଙ୍କ ପରିଚୟ ଜାଣିବା ପାଇଁ ଓଡ଼ଗାଁ ପୋଲିସ ସେମାନଙ୍କୁ ଥାନାକୁ ଡକାଇଛନ୍ତି। ସେମାନଙ୍କ ନିକଟରେ ଯଦି ଆଧାର କାର୍ଡ ଓ!-->…
ହିନ୍ଦ ମଜଦୁର ସଭା ଆନୁକୂଲ୍ୟରେ ରବି ରାୟ ଙ୍କ ୧୦୦ ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର : ସମାଜବାଦୀ ଜନନେତା ତଥା ଲୋକସଭା ର ପୂର୍ବତନ ବାଚସ୍ପତି ରବି ରାୟ ଙ୍କ ୧୦୦ତମ ଜୟନ୍ତୀ ସ୍ଥାନୀୟ ଆସ୍କା ରୋଡ଼ ତାଲୁକା ଠାରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା ଉପସଭାପତି ନରସିଂହ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ରବି ରାୟ ଙ୍କ!-->…
ମହାମହିମ ପଢିଲେ କବିତା
ଭୁବନେଶ୍ବର: ଓଡିଶାବିଧାନସଭା ପାଇଁ ଆଜି ଏକ ଐତିହାସିକ ମୁହୂର୍ତ୍ତ ଏବଂ ସ୍ମରଣୀୟ ଦିନ । ଯାହା କେବେ ଓଡିଶା ବିଧାନସଭା ଇତିହାସରେ ହେଇନଥିଲା ତାହା ଆଜି ହେଲା । ଓଡିଶାର ବିଧାନସଭାକୁ ସମ୍ବୋଧନ କଲେ ରାଷ୍ଟ୍ରପତି । ଉତ୍କଳ ମାଟିର ସୁପୁତ୍ରୀ ତଥା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ!-->…
୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ
ଭୁବନେଶ୍ୱର : ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର!-->…
ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଚୀନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା କୁନମିଙ୍ଗସ୍ଥିତ ଲୁଓୟାଙ୍ଗଝୋନ ଷ୍ଟେସନରେ ଗୁରୁବାର ଏକ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରେଳ ଧାରଣାରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିବା!-->…
ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି
ନୂଆଦିଲ୍ଲୀ : ବିଜେପି ସାଂସଦ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳ ଭାରତ ବିରୁଦ୍ଧରେ ଏକ ବ୍ୟାଖାନ ସୃଷ୍ଟି କରିବା ପାଇଁ ଦେଶ ବାହାରର ବିଭିନ୍ନ ବ୍ୟକ୍ତିଙ୍କ ସହ ହାତ ମିଳାଇଛି। ସେ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ‘ଲୋକେସନ’ ବ୍ୟବସ୍ଥାକୁ ଆଧାର କରି ଏହା!-->…
ଘନେଇଲା ଇମ୍ରାନ ଖାଁ ମୃତ୍ୟୁ ରହସ୍ୟ, ଆଡ଼ିଆଲା ଜେଲ ଆଗରେ ହଙ୍ଗାମା
ଇସଲାମାବାଦ : ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ଇମ୍ରାନ ଖାଁ ମୃତ୍ୟୁ ଖବର । ଏହାକୁ ପାକିସ୍ତାନ(Pakiatan)ର ଆଡ଼ିଆଲା ଜେଲ ବାହାରେ ବହୁତ ହଙ୍ଗାମା ହୋଇଛି। ଆଜି ଖାଇବର ପଖତୁନଖ୍ୱା (କେପିକେ) ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ଆଡ଼ିଆଲା ଜେଲରେ ପହଞ୍ଚିଥିଲେ।!-->…
ହ୍ବାଇଟହାଉସ ଗୁଳିକାଣ୍ଡ ପଛରେ ପାକିସ୍ତାନ : ତାଲିବାନ
କାବୁଲ: ଆମେରିକାରେ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ କରିଥିବା ଜଣେ ଆଫଗାନିସ୍ତାନ ନାଗରିକଙ୍କ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନକୁ ଦାୟୀ କରିଛନ୍ତି । ଏବେ ଏହାର ଜବାବ ଦେଇଛି ତାଲିବାନ ।ତାଲିବାନ ମୁଖପାତ୍ର ସୁହେଲ୍ ଶାହିନ୍ ଆକ୍ରମଣରେ ଆଇଏସଆଇ!-->…