ଅମଲାତନ୍ତ୍ରକୁ କଡା ତାଗିଦ୍ କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ଵର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ

ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ ଓ ଇୟର ଫୋନ ! ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର

ପପୁଲୁର ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ୍ ସ୍ଥିତ ପପୁଲୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍

ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପନ୍ଦର ଟି ପଂଚାୟତ ଏବଂ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ପୁଣି ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ପୁଣି ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଗତ ମାସରେ ମନ୍ଥାର ପ୍ରଭାବରେ ହୋଇଥିବା କ୍ଷତି ଏବେ ଚାଷୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା କୁ

ଏକ ଭାରତ, ଆତ୍ମନିର୍ଭର ଭାରତର ବାର୍ତ୍ତା ନେଇ ଆୟୋଜିତ ହେଲା ଏକତା ପଦଯାତ୍ରା

ମାଲକାନଗିରି : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ ଥିଲେ। ରାଷ୍ଟ୍ର ଭକ୍ତ, ଜାତୀୟତାବାଦୀ ଓ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାରଙ୍କ ଭୂମିକା ତାଙ୍କୁ ଚିର ଅମର କରି ରଖିଥିବ। ମାଲକାନଗିରି ଜିଲ୍ଲା ସଦର ମହକୂମା ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ

ବନ୍ଧା ହେଲା ନକଲି ପୁଲିସ କନଷ୍ଟେବଳ…

ଗାଡି ଯାଞ୍ଚ କରି ଆଦାୟ କରୁଥିଲା ଟଙ୍କା... ବ୍ରହ୍ମପୁର: ପୁଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୁଲିସ କନଷ୍ଟେବଳକୁ ସଦର ଥାନା ପୁଲିସ ଗିରଫ କରିଛି ା ସେ ହେଲେ ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ

ବିଜେଡିର ପ୍ରତିଷ୍ଠା ଦିବସରେ ଦଳର ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ନବୀନ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ନବୀନ ନିବାସରେ କସରତ ଚାଲିଛି। ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା

ପୁରୁଣା ରୂପ ଫେରି ପାଇବ ଚଉଷଠି ଯୋଗିନୀ ପୀଠ, ପୁନରୁଦ୍ଧାର ଲାଗି ୨୦ କୋଟି ମଞ୍ଜୁର

ପିପିଲି: ଭାରତର ପ୍ରଥମ ଚଉଷଠି ଯୋଗିନୀ ପୀଠ ଭାବରେ ଜଣାଶୁଣା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ହୀରାପୁରସ୍ଥିତ ମହାମାୟା ମନ୍ଦିର । ମନ୍ଦିର ପୁଣି ଥରେ ତାହାର ହଜିଯାଇଥିବା ପୁରୁଣା ରୂପ ଫେରି ପାଇବ । କଳାପାହାଡ଼ ଆକ୍ରଣମରେ ଭାଙ୍ଗି ଯାଇଥିବା ଏହି କାରୁକାର୍ଯ୍ୟରେ ଭରା ଥିବା ଏହି ମନ୍ଦିର

ଦୁଇ ମାସ ପରେ ପୋଖରୀରୁ ନିଖୋଜ ଓକିଲଙ୍କ ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି : ଦୁଇ ମାସ ତଳୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳର ନିଖୋଜ ଓକିଲଙ୍କ କାର ପୋଖରୀରୁ ଉଦ୍ଧାର । କାର ଭିତରୁ ମିଳିଲା ଗଳିତ ମୃତଦେହ। ଝାରପୋଖରିଆ ଥାନା ଉପରବେଡା ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରୁ କାର ସହ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବିଶୋଇ ଥାନା ଠୁଲୁକୁଚଟାଣି

କେନ୍ଦୁଝର ବନଖଣ୍ଡର ୧୦୫ ବିଟରେ ଚାଲିଛି ବାଘ ଗଣନା

କେନ୍ଦୁଝର: କେନ୍ଦୁଝର ବନଖଣ୍ଡର ୧୦୫ଟି ବିଟ୍ ରେ ଚାଲିଛି ବାଘ ଗଣନା । ଏହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏକାଧିକ ପର୍ଯ୍ୟାୟରେ ଚାଲିବ । ପ୍ରଥମେ କାର୍ନିଭର ସାଇନ ସର୍ଭେ , ଆଙ୍ଗୁଲେଟ ସର୍ଭେ , ଭେଜିଟେସନ ସର୍ଭେ ପରେ ଡିସେମ୍ବର ଓ ଜାନୁଆରୀ ଦୁଇ ମାସ ମଧ୍ୟରେ କ୍ୟାମେରା ଟ୍ରାପ