ହାଇଦ୍ରାବାଦ ବିମାନ ବନ୍ଦରକୁ ବୋମା ପକାଇ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଶମଶାବାଦରେ ଥିବା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆଜି ପୁଣି ଥରେ ବୋମା ଧମକ ମିଳିଛି। ବାହାରିନରୁ ହାଇଦ୍ରାବାଦ ଆସୁଥିବା ଗଲ୍ଫ ଏୟାରର ବିମାନ ଏୠ୨୭୪ କୁ ଧମକ ମିଳିବା ପରେ ମୁମ୍ବଇ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା।

ନଦୀରେ ଖସିପଡିଲା କାର: ୩ ଶିକ୍ଷକ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଲମୋରାରୁ ହଲଦ୍ୱାନୀ ଯାଉଥିବା ଏକ କାର ଶିପ୍ରା ନଦୀରେ ଖସିପଡ଼ିଛି। କାରରେ ଥିବା ତିନି ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ସୂଚନା ପାଇବା ପରେ ଖୈରନା ପୁଲିସ ଷ୍ଟେସନ ଏବଂ ଏସଡିଆରଏଫ ଦଳ ଉଦ୍ଧାର କାର‌୍ୟ୍ୟ

ଦିଲ୍ଲୀ ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର: NIA

ନୂଆଦିଲ୍ଲୀ : ବ୍ଲାଷ୍ଟ ମାମଲାରେ NIAର ଚାଞ୍ଚଲ୍ୟକର ଖୁଲାସା । ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର । ଜୈଶ-ଇ-ମହମ୍ମଦ ସହ ଜଡ଼ିତ ଏହି ଡାକ୍ତରମାନେ ‘ହ୍ବାଇଟ କଲର ଆତଙ୍କବାଦୀ ମଡ୍ୟୁଲ’ ଗଠନ କରିଥିଲେ । ଏହା ପରେ ନିଜସ୍ବ ପାଣ୍ଠିରେ ୨୬

ଗାଡି ପାର୍କିଂକୁ ନେଇ ଠାକୁରାଣୀ ପୀଠରେ ବୃଦ୍ଧଙ୍କୁ ହତ୍ୟା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ର ମା ଥାନାପତି ଠାକୁରାଣୀଙ୍କ ପୀଠରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ରିଘାଗଡ଼ ଗାଁର ବୁଦ୍ଧିଆ ସାହୁଙ୍କୁ

ଯୁବକଙ୍କୁ ପିଟି ପିଟି ମାରିଦେଲେ, ୨ ଅଟକ

ନୟାଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଟାଉନ୍ ଥାନା ବୃନ୍ଦାବନପୁର ଗାଁରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ପିଣ୍ଟୁ ମାଝୀ ବୋଲି

ଚନ୍ଦ୍ରଭାଗାରେ ବୁଲୁଛି କୁମ୍ଭୀର: ପର୍ଯ୍ୟଟକ ଭୟଭୀତ

କୋଣାର୍କ : ବର୍ତ୍ତମାନ୍ ଶୀତ ଋତୁ ଚାଲିଥିବାବେଳେ ରାଜ୍ୟର କୋଣ ଅନୁକୋଣରୁ ଚନ୍ଦ୍ରଭାଗାକୁ ପର୍ଯ୍ୟଟକଙ୍କର ସୁଅ ଛୁଟେ। କିନ୍ତୁ ଚନ୍ଦ୍ରଭାଗା ବେଳାଭୂମିରେ କୁମ୍ଭୀର ବୁଲୁଥିବା ଦଖିବାକୁ ମିଳିଛି| କୁମ୍ଭୀରକୁ ନେଇ ଚନ୍ଦ୍ରଭାଗାରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହା

କାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ଜଣକ କଞ୍ଜାମେଣ୍ଡି ଗ୍ରାମର

କୂଅରେ ପଡି ହାତୀ ଶାବକ ମୃତ

ରଣପୁରଗଡ: ନୟାଗଡ଼ ଜିଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳର ରାଜ ଜଙ୍କିଆ ନିକଟ ପାତାଳଶ୍ୱର ନିକଟ ଜଙ୍ଗଲରେ ଥିବା ଏକ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଛି । ଏକ କ୍ୟାମେରା ଲଗା ଜଙ୍ଗଲୀ ହାତୀ ମୃତ୍ୟୁ ବରଣ କରିଥିବା ଖବର ପାଇ ବନବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ

୪ ପଥଚାରୀଙ୍କ ଉପରେ ମାଡ଼ିଗଲା ବସ୍, ଅବସ୍ଥା ଗୁରୁତର

ଯାଜପୁର : ୪ ଜଣଙ୍କ ଉପରେ ମାଡ଼ିଗଲା ବସ୍ । ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ମାଡ଼ିଗଲା ବସ୍ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଆଜି

ନଦୀ ପଠାରୁ କଙ୍କାଳ ଉଦ୍ଧାର: ଛାନଭିନ୍ କରୁଛି ପୋଲିସ

ପାଟନାଗଡ଼: ନଈ କୂଳରୁ ଉଦ୍ଧାର ହୋଇଛି ଏକ ନରକଙ୍କାଳ । କିନ୍ତୁ କାହାର ଏ କଙ୍କାଳ ? ଛାନଭିନ୍ ଆରମ୍ଭ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା ସଦର ଥାନା କୁମିଆପାଲି ଶିବ ମନ୍ଦିର ନିକଟ ସୁକ୍ତେଲ ନଦୀ ପଠାରେ ଥିବା ଏକ ଗଛ ତଳେ ନରକଙ୍କାଳ ଦେଖିବା ପରେ ଖେଳିଯାଇଛି ଚାଞ୍ଚଲ୍ୟ । କାହିଁକି ନା