‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ’

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ସ୍ପଷ୍ଟଚିହ୍ନିତ ଲଘୁଚାପ

ପ୍ରେମିକାର ତଣ୍ଟି କାଟି ହତ୍ୟା ଉଦ୍ୟମ

ଭୁବନେଶ୍ବର: ମହଙ୍ଗା ପଡିଲା ପୁରୁଣା ପ୍ରେମ । ବିଚ୍ ବଜାରରେ ପୂର୍ବତନ ପ୍ରେମିକାର ତଣ୍ଟି କାଟିଲା ପ୍ରେମିକ । ଦାର୍ଜିଲିଂରୁ ଆସି ଭୁବନେଶ୍ବରରେ ଆତଙ୍କ ଖେଳାଇଲେ ଯୁବକ । ଚନ୍ଦ୍ରଶେଖରପୁର ବୁଦ୍ଧ ପାର୍କ ସାମ୍ନାରେ ଆଜି ଦେଖିବାକୁ ମିଳିଛି ଏପରି ଘଟଣା । ଆହତ ଯୁବତୀ ହସ୍ପିଟାଲରେ

ଯୁବକକୁ ଦଳି ଦେଲେ ହାତୀପଲ, ୫ ଘଣ୍ଟା ମୃତଦେହକୁ ଜଗି ରହିଲେ

କରଞ୍ଜିଆ : ଯୁବକକୁ ଦଳି ମାରିଦେଲେ ୫ ଟିକିଆ ହାତୀପଲ । ଗତକାଲି ସନ୍ଧ୍ୟା ସମୟରେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନରେ ଥିବା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଭଣ୍ଡା

ଏନକାଉଣ୍ଟର: ରାଉଲକେଲାରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉଲକେଲା: ରାଉଲକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଖ୍ୟାତ ଡ଼କାୟତ ଗ୍ୟାଙ୍କକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ । ରାଉରକେଲା ଲାଠିକଟା ନିକଟରେ ଭୋର ୫.୩୦ ମିନିଟ୍‌ରେ ୩ଜଣ ଅପରାଧୀଙ୍କୁ ଏନକାଉଣ୍ଟର୍ କରିଥିଲା ପୁଲିସ। ସୁନ୍ଦରଗଡ଼ ଜିଲାର ବିଭିନ୍ନ ଡ଼କାୟତି ଘଟଣାରେ ସଂପୃକ୍ତ ଥିବା ଜଣ

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ୨୪ ସଂଧ୍ୟାରେ ନେବ ଅବପାତ ରୂପ!

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସ୍ପଷ୍ଟ ଚିହ୍ନଟ ହୋଇଛି । ଏହା ଆଣ୍ଡାମାନ ସାଗରର ଦକ୍ଷିଣ ଦିଗରେ ରହିଛି । ନଭେମ୍ବର ୨୪ ସଂଧ୍ୟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । ପରେ ୨୫ ତାରିଖରେ ଓଡ଼ିଶାରେ ପବନର ବେଗ ୪୦-୫୦ କିଲୋମିଟର

ବୌଦ୍ଧ ଓ କନ୍ଧମାଳରେ ଆରମ୍ଭ ହେବ ମାଓ ନିପାତ ଅପରେସନ

କନ୍ଧମାଳ : ବୌଦ୍ଧ ଓ କନ୍ଧମାଳ ହେବ ମାଓ ମୁକ୍ତ। କନ୍ଧମାଳରୁ ଆରମ୍ଭ ହେବ ମାଓ ନିପାତ ଅପରେସନ। ଦୁଇଦିନିଆ ବୌଦ୍ଧ- କନ୍ଧମାଳ ଗସ୍ତରେ ଯାଇ ମାଓ ଅପରେସନ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ । ଦେଶରୁ ନକ୍ସଲବାଦ ଶେଷ ପାଇଁ ୨୦୨୬ ମାର୍ଚ୍ଚ ଡେଡଲାଇନ ଧାର୍ଯ୍ୟ

ନୂଆପଡ଼ା ନିର୍ବାଚନକୁ ନେଇ ବିଜେଡିର ପିଏସି ବୈଠକରେ ତର୍ଜମା

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ

ବାହାଡାଝୋଲା କୁ ନୂତନ ବ୍ଲକ ଘୋଷଣା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ୩ୟ ଥର କନ୍ଧମାଳ ସାଂସଦଙ୍କୁ ଭେଟିଲେ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡାଝୋଲା ଅଂଚଳର ଆଖପାଖ ଗ୍ରାମ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଘୋଷଣା ଦାବିରେ ବ୍ଲକ କ୍ରିୟାନୁଷ୍ଠାନ କମିଟି ବାହାଡାଝୋଲାର ଏକ ପ୍ରତିନିଧି ଦଳ ତୃତୀୟ ଥର ପାଇଁ ଭୁବନେଶ୍ବର ସୁନ୍ଦରପଦା ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର

ଗୋବିନ୍ଦପଲ୍ଲୀ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ, ଛାତ୍ରଛାତ୍ରୀଙ୍କ ଅବ୍ୟବସ୍ଥା ନେଇ କଲେ ତଦାରଖ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପଲ୍ଲୀ ଠାରେ ଥିବା ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା ଅସୁବିଧା ନେଇ ଆଲୋଚନା କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଶନିବାର ସକାଳୁ ବିଧାୟକ

ଜିଲ୍ଲାସ୍ତରୀୟ ସର୍ଗିଫୁଲ ୨୦୨୫ -ପାଳିତ….

କୋରାପୁଟ ତା: 23/11/25- କୋରାପୁଟ ଜିଲ୍ଲା ସ୍ତରୀୟ ସର୍ଗିଫୁଲ ସୁନାବେଡା ସ୍ଥିତ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ ମହାସୋମାରୋହରେ ପାଳିତ ହୋଇଯାଇଛି l ଏହା ତା. 19/11/25 ରିଖ ଠାରୁ ଆରମ୍ଭ ହୋଇ ତା. 22/11/25ରିଖ ଦିନ ଉଦଯାପିତ ହୋଇଥିଲା l ଉଦଘାଟନି ଦିବସରେ ବିଧାୟକ ପଟାଙ୍ଗୀ