ବରିଷ୍ଠ ଡ଼ାକ୍ତର ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବ୍ରହ୍ମପୁର : ସ୍ଥାନୀୟ 'ବିକାଶ " ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡ଼ା.ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭ୍ୟ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଆଜି ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବହୁ ବରିଷ୍ଠ

ବ୍ୟବସାୟୀଙ୍କ କାର ଅଟକାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଜୟପୁର: ବ୍ରିଜ ଉପରେ ଫିଲ୍ମ ଷ୍ଟାଇଲରେ ଲୁଟ । ବ୍ୟବସାୟୀଙ୍କ କାର ଅଟକାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ । କ୍ୟାମେରାରେ କଏଦ ହେଲା ଲୁଟ ବେଳର ଚିତ୍ର । ଜୟପୁର କୋଟପାଡ଼ର ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍ । କୋଟପାଡ଼ କୁନ୍ଦୁରା ରାସ୍ତା ଖଟଲାପଦର ବିଜ୍ର ଉପରେ ମାରଣାସ୍ତ୍ର ଦେଖାଇ

ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ

ସୁବର୍ଣ୍ଣପୁର: ହୁ ହୁ ହୋଇ ଜଳିଗଲା ଟ୍ରକ । ଗ୍ୟାସ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା- ବୀରମହାରାଜପୁର ରାସ୍ତା ଜଟେସିଂହା ହରିହରଯୋର ସେତୁ ନିକଟରେ ଘଟିଛି ଅଘଟଣ । ଇଣ୍ଡିଆନ୍ ଗ୍ୟାସ୍ ବୋଝେଇ ଟ୍ରକଟି ଡିପୋରୁ ମାଲ ନେଇ ବୀରମହାରାଜପୁର ଗ୍ୟାସ ପଏଣ୍ଟକୁ

ଅନଲାଇନ ପେମେଣ୍ଟକୁ ନେଇ ଗଣ୍ଡଗୋଳ, ଦୋକାନୀଙ୍କୁ ଆକ୍ରମଣ କଲା ଗ୍ରାହକ

ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଗ୍ରାହକ ଖଣ୍ଡା ଚୋଟରେ ଦୋକାନୀ ଆହାତ। ବଡଗଡ ଥାନା ଟଙ୍କପାଣି ରୋଡ଼ ଚିଲି ପୋଖରୀ ପାଖରେ ଘଟିଛି ଘଟଣା । ଅନଲାନରେ ପେମେଣ୍ଟକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୋକାନୀଙ୍କୁ ହାଣିଦେଇଥିଲେ ଦର୍ବୃତ୍ତ । ଆହତ ଦୋକାନୀଙ୍କୁ ଉଦ୍ଧାର

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚକ ବ୍ରତ, ଠିଆକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠୁ ଆରମ୍ଭ ହେଲା ପଞ୍ଚକ ବ୍ରତ । ଚଳିତବର୍ଷ ପଞ୍ଚକ ବ୍ରତ ୫ଦିନ ପରିବର୍ତ୍ତେ ୪ଦିନ ଅନୁଷ୍ଠିତ ହେବ । ଏଥିପାଇଁ ମହାପ୍ରଭୁଙ୍କ ବାଙ୍କଚୂଡ ବେଶକୁ ବାଦ୍ ଦେଇ ଅନ୍ୟ ୪ ବେଶ ଅନୁଷ୍ଠିତ ହେବ । ପଞ୍ଚକର ପ୍ରଥମ ଦିନ ତଥା ବଡଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଠିଆକିଆ

ଲାଇନ୍ ପାର୍ ହେବା ବେଳେ ଧକ୍କା ଦେଲା ଟ୍ରେନ, ଦନ୍ତା ମୃତ

ମୟୂରଭଞ୍ଜ: ଟ୍ରେନ ଧକ୍କାରେ ହାତୀ ମୃତ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଆଗ୍ରିଆ ଠାରେ ହାତୀକୁ ଧକ୍କା ଦେଲା ଟ୍ରେନ । ଭୁବନେଶ୍ୱର ଠାରୁ ବାଙ୍ଗିରିପୋଷି ଫେରୁଥିବା ସୁପର ଫାଷ୍ଟ ଟ୍ରେନ ଧକ୍କାରେ ଘଟିଛି ଅଘଟଣ । ରାତି ପ୍ରାୟ ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଲାଇନ୍ ପାର୍

ବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ ଶିବିର

ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ସାଇବର ପୋଲିସ ଷ୍ଟେସନ ଡ଼ିଏସପି ସେ୍ରୋଫିନା ଖେସ, ସମ୍ମାନିତ ଅତିଥି

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟିର ଜେନେରାଲ ବଡି ସମାବେଶରେ ୨୫ତମ ପାର୍ଟି ମହା ଅଧିବେଶନର ରିପୋର୍ଟିଂ

ବ୍ରହ୍ମପୁର : ପଞ୍ଜାବର ରାଜଧାନୀ ଚଣ୍ଡିଗଡ ଠାରେ ଅକ୍ଟେ।ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ସିଜିଆଇର ୨୫ ତମ ମହାଅଧିବେଶନର ନିର୍ଦ୍ଧାରଣ ସଂପର୍କରେ ବ୍ରହ୍ମପୁର ଆଞ୍ଚଳିକ ପରିଷଦର ଜେନେରାଲ ବଡ଼ି ସମାବେଶ ରେ ଆଜି ରିପୋର୍ଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ସିପିଆଇ ଗଞ୍ଜାମ ଜିଲ୍ଲା

ବସ ଚଳାଉ ଚଳାଉ ଚାଳକଙ୍କ ମୃତ୍ୟୁ

ନୟାଗଡ଼: ବସ ଚଳାଉ ଚଳାଉ ଚାଳକଙ୍କ ମୃତ୍ୟୁ ନିଜେ ଆରପାରିକୁ ଚାଲିଗଲେ କିନ୍ତୁ ବଞ୍ଚେଇଦେଲେ ୪୦ରୁ ଅଧିକ ଜୀବନମୃତ୍ୟୁ କେତେବେଳେ କେଉଁଠି ଓ କିପରି ଆସିବ ତାହା ଆଜିକାଲି ଆକଳନ କରିବା ସ୍ୱପ୍ନର ବାହାରେ | ହଠାତ୍‌ ଚଳନ୍ତା ବସ୍‌ରେ ହେଲା ଡ୍ରାଇଭରଙ୍କ ହୃଦଘାତ, ତଥାପି ବସ୍‌ଟିକୁ ରାସ୍ତା କଡ଼କୁ

ଶିକ୍ଷକ ବନିଲେ ଜିଲ୍ଲାପାଳ

ନୟାଗଡ : ସ୍କୁଲରେ ଜିଲ୍ଲାପାଳ । ପିଲାମାନଙ୍କୁ ପାଠ ପଢାଇଲେ,ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ,ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ବି ଖାଇଲେ । କେବଳ ସେତିକି ନୁହେଁ,ନିୟମ ଖିଲାପକାରୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମଧ୍ୟ