Sign in
Sign in
Recover your password.
A password will be e-mailed to you.
ସଶସ୍ତ୍ର ଡକାୟତି: ମାଡ ମାରି ଲୁଟି ନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି
ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି । ଚାରିଜଣ ମୁଖା ଧାରି ସଶସ୍ତ୍ର ଡକାୟତ ମାଡ ମାରି ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି । ବଣାଇ ଥାନା ରୁ 500 ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ!-->…
ବାତ୍ୟା ନ ଆସୁଣୁ ମାର୍କେଟରେ ମିଳୁନି ଆଳୁ, କଳାବଜାରୀ ନ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି ।
ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ!-->!-->!-->…
ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା
ଭୁବନେଶ୍ୱର: ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ୧୩୨ଟି ସହରରେ ପରୀକ୍ଷା ଅନୁଷ୍ଠିତ!-->…
ବାତ୍ୟାର ମୁକାବିଲା: ଶ୍ରୀକାକୁଲମ ଓ ଭାଇଜାଗ୍ ଗଲା ଏନଡିଆରଏଫର ୩ଟି ଟିମ୍
ଭୁବନେଶ୍ବର: ବଙ୍ଗୋପସାଗରେ ଗଭୀର ଅବପାତ ରୂପ ନେଇଛି ବାତ୍ୟା ‘ମୋନ୍ଥା’ । ଘଣ୍ଟାପ୍ରତି ୧୫କିମି ବେଗରେ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ଗଞ୍ଜାମ ଓ ଗଜପତି ଜିଲାରେ ସକାଳୁ ପ୍ରବଳ ବର୍ଷା ହେଉଛି । ବାତ୍ୟା ମୋନ୍ଥା ପାଇଁ ୩ ରାଜ୍ୟ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ତାମିଲନାଡୁରେ ରେଡ୍ ଆଲର୍ଟ!-->…
ରାଜ୍ୟ ରାଜପଥରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ ।
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଲାଉଖାଲ ନୃସିଂହପ୍ରସାଦ ଗ୍ରାମବାସୀ ୨୧ ନଂ ଭଞ୍ଜନଗର-ଭୁବନେଶ୍ୱର ରାଜ୍ୟପଥରେ ମୃତଦେହ ରଖି ରାସ୍ତାକୁ ଅବରୋଧ କରିଛନ୍ତି।ବିଶେଷ କରି ମୃତକ ନାବାଳକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ!-->…
ଦୀପାବଳି ପରେ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ, ବଢ଼ିଲେ ୩୦% ଶ୍ବାସରୋଗୀ
ନୂଆଦିଲ୍ଲୀ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି। ଶ୍ବାସରୋଗୀଙ୍କ ବ୍ୟତୀତ ଗର୍ଭବତୀଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ!-->…
ଡିସେମ୍ବରରୁ ଉତ୍ତରାଖଣ୍ଡକୁ ଆସୁଥିବା ବାହାର ରାଜ୍ୟ ଗାଡ଼ିଠାରୁ ନିଆଯିବ ଗ୍ରୀନ ଟ୍ୟାକ୍ସ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ସରକାର ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରିବହନ ବିଭାଗ ଅଧିକାରୀଙ୍କ!-->…
ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ୫ ଆହତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରତାପଗଢ, କୁଶୀନଗର ଏବଂ ଆଗ୍ରାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୭ ଜଣଙ୍କ ଜୀବନ ଚାଲିଯାଇଛି । ଏଥିରେ ଜଣେ ମହିଳା ଥାନା ଅଧିକାରୀ, ଦୁଇ ଭାଇ, ଦାଦ-ପୁତୁରା ଏବଂ ଜଣେ ପୋଲିସ କର୍ମୀ ରହିଛନ୍ତି । ଦୁର୍ଘଟଣା ଦ୍ରୁତ ଗତି, ଓଭରଲୋଡ ଗାଡି ଏବଂ!-->…
ଆଜିଠାରୁ ଭାରତ-ଚୀନ ମଧ୍ୟରେ ବିମାନ ସେବା ଆରମ୍ଭ
ନୂଆଦିଲ୍ଲୀ : ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ବିମାନ ଉଡ଼ାଣ । ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା ।!-->…
ଆଫଗାନିସ୍ତାନକୁ ପାକିସ୍ତାନର ଧମକ, ଶାନ୍ତି ଚୁକ୍ତି ବିଫଳ ହେଲେ ସିଧାସଳଖ ଯୁଦ୍ଧ
ଆଫଗାନିସ୍ତାନକୁ ପାକିସ୍ତାନର ଖୋଲା ଧମକ। ଇସ୍ତାନବୁଲ ଶାନ୍ତି ଚୁକ୍ତି ବିଫଳ ହେଲେ ଆଫଗାନିସ୍ତାନ ସହ ସିଧାସଳଖ ଯୁଦ୍ଧ । ତାଲିବାନ ସରକାରକୁ ଏଭଳି ଚେତାବନୀ ଦେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ । ଇସ୍ତାନବୁଲରେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଆଜି ଶାନ୍ତି!-->…