Sign in
Sign in
Recover your password.
A password will be e-mailed to you.
ଡିସେମ୍ବର ୨୫ରୁ ଶରଣକୁଳ ସର୍ବ ଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ହାଇସ୍କୁଲ ଖେଳ ପଡ଼ିଆରେ ଶରଣକୁଳ ସ୍ପୋର୍ଟସ ଆସୋସିଏସନ୍ ଆନୁକୁଲ୍ୟରେ ଡିସେମ୍ବର ୨୫ ତାରିଖରୁ ଶରଣକୁଳ ସର୍ବ ଭାରତ ସ୍ତରୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ - ୨୦୨୫ ଅନୁଷ୍ଠିତ ହେବ । ୨୫ ତାରିଖ ଉଦ୍ଘାଟନୀ ମ୍ୟାଚରେ ଛତିଶଗଡ ରାଇପୁର!-->…
ଗଞ୍ଜାମ ଜିଲ୍ଲା ରେ ବେଆଇନ ବାଲିଘାଟ ଉପରେ ଚଢ଼ାଉ କେବେ..? : ଆସିକା ଆଲିପୁର,ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ…
ମାଫିଆ ମାନଙ୍କ ହାତରେ ହେଉଛି ବଟି ଆଦାୟ….! ପ୍ରଶାସନ ସବୁ ଦେଖି ସବୁ ଜାଣି ନୀରବ..
କୁଆଡେ ଗଲା ପୋଲିସ ର ଅପରେସନ ଧର ପଗଡ଼..??
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମାଳ ମାଳ ବେଆଇନ ବାଲି ଘାଟ ପ୍ରଶାସନ ସବୁ ଜାଣି ନୀରବ କାହିଁକି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ଖଣି ବିଭାଗ!-->!-->!-->!-->!-->!-->!-->…
ଲୋକସଭାରେ ତିନିଦିନ ଉପସ୍ଥିତ ପାଇଁ କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି
ନୂଆଦିଲ୍ଲୀ: କଂଗ୍ରେସ ଲୋକସଭାରେ ଏକ ସଚେତନ ଜାରି କରିଛି । ଦଳର ସାଂସଦମାନଙ୍କୁ ଆଗାମୀ ତିନି ଦିନ ପାଇଁ ନିମ୍ନ ସଦନରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରିଛି । କାରଣ ଭିବି-ଜି ରାମ୍ ଜି ଭଳି ଗୁରୁତ୍ୱପୂର୍ଣ୍ଣ ଆଇନ ଏବଂ ଭାରତର ବେସାମରିକ ପରମାଣୁ କ୍ଷେତ୍ରକୁ ପରିଚାଳନା କରୁଥିବା!-->…
ଇଥିଓପିଆ ସଂସଦକୁ ସମ୍ବୋଦକ କଲେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଇଥିଓପିଆ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ । ଆଜି ଏହି ଅବସରରେ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି । ବନ୍ଧୁତାର ନୂଆ ଅଧ୍ୟାୟ ଲେଖୁଛନ୍ତି ଭାରତ ଓ!-->…
ଭାରତୀୟ ସେନାକୁ ମିଳିଲା ଶେଷ ଆପାଚେ ହେଲିକପ୍ଟର, ଖୁବ୍ ଶୀଘ୍ର ଯୋଧପୁର ୪୫୧ ଆର୍ମି ଏଭିଏସନ୍ ସ୍କ୍ବାଡ୍ରନରେ ହେବ ମୁତୟନ
ନୂଆଦିଲ୍ଲୀ: ଭାରତୀୟ ସେନାକୁ ବଳକା ତିନୋଟି ବୋଇଂ ଆପାଚେ ଆକ୍ରମଣକାରୀ (ଏଏଚ୬୪ଇ) ହେଲିକପ୍ଟର ମିଳିଛି । ଖୁବ୍ ଶୀଘ୍ର ହେଲିକପ୍ଟରଟି ଯୋଧପୁର ସ୍ଥିତ ସେନାର ୪୫୧ ଆର୍ମି ଏଭିଏସନ୍ ସ୍କ୍ବାଡ୍ରନ୍ ସହିତ ଯୋଗଦେବ ବୋଲି ସୂଚନା ମିଳିଛି ।
ସେନା ସୂଚନା ଅନୁଯାୟୀ, ଆଗାମୀ ଦିନରେ ସମାବେଶ,!-->!-->!-->…
ବେଙ୍ଗାଳୁରୁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ
ବେଙ୍ଗାଲୁରୁ: ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ବିଦ୍ୟୁତ ସଂସ୍ପର୍ଶରେ ଆସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥା କାହିଁକି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରବାସୀ ଓଡ଼ିଆ ସଂଗଠକ ତଥା ସମ୍ପର୍କୀୟ ।!-->…
ଶିଳ୍ପା ସେଟ୍ଟୀଙ୍କ ପବରେ ଆୟକର ବିଭାଗର ଚଢ଼ାଉ
ବେଙ୍ଗାଲୁରୁ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସହ ମାଲିକାନା ଲଗଜରି ରେଷ୍ଟୁରାଣ୍ଟ ‘ବାସ୍ତିଆନ୍ ବିରୋଧରେ ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମାମଲା ରୁଜୁ । ଅନୁମୋଦିତ ସମୟଠାରୁ ଅଧିକ ସମୟ ଧରି ପବ ଖୋଲିଥିବାରୁ ବାଷ୍ଟିଆନ୍ ଗାର୍ଡେନ୍ ସିଟି ସମେତ ବେଙ୍ଗାଲୁରୁର ଦୁଇଟି ପବ୍ ବିରୋଧରେ!-->…
ଦାରିଙ୍ଗବାଡି ରେ ୧୨ଘଣ୍ଟିଆ ରାସ୍ତା ଅବରୋଧ ଡାକରା : ପ୍ରତିଶ୍ରୁତି ମିଳିବା ପରେ ୬ଘଣ୍ଟାରେ ହଟିଲା ରାସ୍ତା ରୋକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ବାଇମାଲା ତନଖି ଫାଟକ ଠାରେ ୫୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଧାରଣା ପ୍ରଦର୍ଶନ କରାଯାଇଥିଲା । ଜାତୀୟ ରାଜପଥ ର ଅଡାମାହା ଠାରୁ ପିପଳପଙ୍କା ପର୍ଯ୍ୟନ୍ତ ପ୍ରାୟ ୨୬କିମି!-->…
ଖଇନି ମାନିଆ ପିଲାରୁ ବୁଢ଼ା ସମସ୍ତେ ମସଗୁଲ.!
ବିନା ଜିଏସଟି ରେ ବସ୍ତାବସ୍ତା ଖଇନି ବିକ୍ରି…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗାଁ ରୁ ସହର ପର୍ଯ୍ୟନ୍ତ ଏବେ ଖଇନିର ବହୁଳ ଭାବରେ ପ୍ରସାର ହେଉଛି। ପିଲାରୁ ବୁଢ଼ା ସମସ୍ତେ ପାଟିରେ ଖଇନି ଯାକୁ ଥିବାର ଦେଖିବାକୁ ମିଳୁଛି। ଖଇନି ରେ ସବୁଠାରୁ ଅଧିକ ଜି ଏସ ଟି ଟ୍ୟାକ୍ସ ରହିଥିବା ବେଳେ!-->…
ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୨ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ…
ନିର୍ମାଣ ହେବ ଗ୍ରେଟର ବ୍ରହ୍ମପୁର , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ଗସ୍ତ ବେଳେ ଦେଲେ ସୂଚନା
ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ନିର୍ମାଣ ହେବ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ଖର୍ଚ୍ଚ ହେବ ୫୨ କୋଟି ୧୭ ଲକ୍ଷ ଟଙ୍କା
!-->!-->!-->!-->!-->…