‘ମୋନ୍ଥା’ ପାଇଁ ୩ ରାଜ୍ୟରେ ରେଡ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଗଭୀର ଅବପାତ ଆହୁରି ଦୃଢ ହେଉଛି । ଆଜି ସକାଳେ ଏହା ବାତ୍ୟାରେ ପରିଣତ ହୋଇ ତାଣ୍ଡବ ରଚିବାକୁ ମାଡି ଆସୁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସ୍ଥାନ ବିଶାଖାପାଟଣାରୁ ଏହା ୮୩୦କିଲୋମିଟର ପୂର୍ବରେ ରହିଛି । ବାତ୍ୟା ଦକ୍ଷିଣ ଭାରତର

ବିଫଳ ହେଲା ପାକ୍‌-ଆଫଗାନ୍‌ ୯ ଘଣ୍ଟିଆ ଆଲୋଚନା

ଇସ୍ତାନବୁଲ: ତୁର୍କୀ ରାଜଧାନୀ ଇସ୍ତାନବୁଲରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ବୈଠକ ବିଫଳ ରହିଛି। ଆଲୋଚନାରେ ପାକିସ୍ତାନ ତରଫରୁ ଆଫଗାନିସ୍ତାନକୁ ଆତଙ୍କବାଦୀ ସମାପ୍ତ କରିବା ପାଇଁ ଏକ ତଥ୍ୟ ଭିତ୍ତିକ ଯୋଜନା ପ୍ରଦାନ କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ସୂଚନା

ପାକିସ୍ତାନ ଆତଙ୍କବାଦୀଙ୍କ ନଜର ତାଲିକାରେ ସଲମାନ !

ଇସଲାମାବାଦ: ବଲିଉଡ୍‌ର ତିନି ଅଭିନେତା ଶାହରୁଖ, ସଲମାନ ଓ ଅମିର ଖାନ୍‌ଙ୍କର ପାକିସ୍ତାନରେ ଯଥେଷ୍ଟ ଲୋକପ୍ରିୟତା ଥିବାବେ​ଳେ ସଂଖ୍ୟାଧିକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ନିକଟରେ ସାଉଦି ଆରବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସଲମାନଙ୍କ ବୟାନ ତାଙ୍କୁ ଅଡୁଆ ସ୍ଥିତିରେ

ସରିଲା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା : ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ରାମମନ୍ଦିର ନିର୍ମାଣ ଶେଷ ହୋଇଛି । ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନର ଦେଢ଼ବର୍ଷରୁ ଅଧିକ ସମୟ ପରେ ସରିଲା ମନ୍ଦିର ନିର୍ମାଣ କାର୍ଯ୍ୟ । ୨୨ ଜାନୁଆରୀ ୨୦୨୪ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହୋଇଥିଲା । ଆଜି

ଆସନ୍ତାକାଲି ଠାରୁ ୧୨ ରାଜ୍ୟରେ SIR ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ: ନିର୍ବାଚନ କମିଶନ

ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ସମ୍ପର୍କରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ବିହାରରେ ଏସଆଇଆରର ସଫଳତା ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଲାଗି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ କଲେ CJI ବିଆର ଗଭାଇ

ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ । ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ବିଆର ଗଭାଇ । ନଭେମ୍ବର ୨୪ରେ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଶପଥ ନେଇପାରନ୍ତି । ଆସନ୍ତା ନଭେମ୍ବର ୨୩ ତାରିଖରେ

ଶୁଣିଲାଣି ପ୍ରଶାସନ ରାସ୍ତାରେ ପଡିଥିବା ଅଳିଆକୁ ନିଜ ଖର୍ଚ୍ଚରେ ସଫାକଲେ ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ

ମାଲକାନଗିରି : କୋରୁକୋଣ୍ଡା ଅଞ୍ଚଳକୁ ସଫା ସୁତୁରା ରଖିବା ନିମନ୍ତେ ସରକାରଙ୍କ ତରଫରୁ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ରକ ୫୦ମିଟର ଦୂରର ରାସ୍ତା କଡରେ ବହୁଦିନ ଧରି ଗଦାହୋଇ ରହିଥିଲା ଅଳିଆ

ମା’ ପାଟଖଣ୍ଡା ମନ୍ଦିର ହୁଣ୍ଡିରୁ ରୂପା ମୁଦି, ଆଖି ଓ ନଗଦ ଟଙ୍କା ବାହାରିଲା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡା ଙ୍କ ମନ୍ଦିର ର ଭିତରେ ଓ ବାହାରେ ଥିବା ହୁଣ୍ଡି କୁ ରବିବାର ସନ୍ଧ୍ୟା ରେ କମିଟି ର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆ

୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତା ରେ ଓଡ଼ିଶା ମହିଳା ଦଳକୁ କାଂସ୍ୟ ପଦକ

ଭୁବନେଶ୍ବର : ଚଳିତ ମାସ ୨୩ ରୁ ୨୭ ତାରିଖ ଯାଏ ଗୋଆ ର ମଡ଼ଗାଓ ଠାରେ ଚାଲୁଥିବା ୩୫ତମ ଜାତୀୟ ସିନିୟର ସେପକ୍-ଟାକ୍ର ପ୍ରତିଯୋଗିତା ରେ ଓଡ଼ିଶା ମହିଳା ଦଳ ଡବଲ ଇଭେଣ୍ଟ ରେ କାଂସ୍ୟ ପଦକ ହାସଲ କରିବାର ଗୌରବ ଅର୍ଜ୍ଜନ କରିଛି। ଓଡ଼ିଶା ପାଇଁ ସଂଗିତା କିସାନ, ଏ ଶ୍ରାବଣି ଓ ଗାୟତ୍ରୀ ସାହୁ

ମୁମ୍ବାଇରୁ ଧରାପଡ଼ିଲେ ୬ ସଂଦିଗ୍ଧ ଆଫଗାନ ନାଗରିକ

ମୁମ୍ବାଇ: ମୁମ୍ବାଇ ପୁଲିସ ସୋମବାର ଛଅ ଜଣ ସଂଦିଗ୍ଧ ଆଫଗାନ ନାଗରିକଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ଜାଲ କାଗଜପତ୍ର ଆଧାରରେ ମୁମ୍ବାଇରେ ରହୁଥିଲେ। ପଚରାଉଚରା ସମୟରେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ, ଯାହା ଫଳରେ ପୁଲିସ ସେମାନଙ୍କୁ ଗିରଫ କରିଛି ବୋଲି ମୁମ୍ବାଇ