Sign in
Sign in
Recover your password.
A password will be e-mailed to you.
ବାତ୍ୟା ପାଇଁ ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର 29 ତାରିଖରେ ପରିଦର୍ଶକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ବାତ୍ୟା “ମୋନ୍ଥା” କୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପନିର୍ଦ୍ଦେଶକଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।ଏହି!-->…
ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ
ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । ହଁ ଦର୍ଶକବନ୍ଧୁ, ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀୟ ବୃଦ୍ଧ ବାପାର!-->…
ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସମସ୍ତ କ୍ଷତିପୂରଣ ଦେବେ ସରକାର: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ବିଶେଷ କରି ଅଧିକ ପ୍ରଭାବି ହେବାକୁ ଥିବା ୮ଟି ଜିଲ୍ଲାରେ ମୁକାବିଲା ପାଇଁ ସଂପୂର୍ଣ୍ଣ ଅଛନ୍ତି ସରକାର । ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ୧୧ ହଜାର ଲୋକ ସ୍ଥାନାନ୍ତର ହେଲେଣି ।!-->…
ଯାତ୍ରାରେ ମେଲୋଡି ବେଳେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଗୁରୁତର
ଚାନ୍ଦବାଲି : ଯାତ୍ରାରେ ଚାଲିଥିଲା ମେଲୋଡି । ନାଚ ଗୀତକୁ ଏଞ୍ଜୟ କରୁଥିଲେ ସମସ୍ତେ । ହେଲେ ଏହି ନାଚ ଗୀତ ମଧ୍ୟରେ ଘଟିଗଲା ବଡ ଅଘଟଣ । ହଠାତ୍ ଯାତ୍ରା ପେଣ୍ଡାଲ ତଳେ ବସିଥିବା ନାବାଳକ ହେଇଗଲା ଗୁରୁତର । ମେଲୋଡି ଚାଲିଥିବା ସମୟରେ କଳାକାରଙ୍କ ହାତରୁ ମାରଣାସ୍ତ୍ର ଖସି ନାବାଳକ ଜଣକ!-->…
‘ମୋନ୍ଥା’ ପ୍ରଭାବରେ ଗଜପତିରେ ଧସିଲା ପାହାଡ
ଗଜପତି : ବାତ୍ୟା ମନ୍ଥାର ପ୍ରଭାବ ଗଜପତି ଜିଲାରେ ପଡିଛି । ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ କାଶୀନଗର ପାର୍ତ୍ତଡା ପଞ୍ଚାୟତରେ ପାହାଡ ଧସିଛି । ପାହାଡ ଧସିବାରୁ ଲିଙ୍ଗା-ବାରଭା ରାସ୍ତାରେ ବଡ ବଡ ପଥର ଖଣ୍ଡ ସବୁ ଖସି ପଡି ରାସ୍ତା ଅବରୋଧ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା!-->…
ଚାନ୍ଦବାଲିରେ ଜଳିଗଲା ଦୁଇ ମହଲା କୋଠା
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇ ମହଲା କୋଠା । କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଚାନ୍ଦବାଲି, ଧାମରା, ତିହିଡି, ଭଦ୍ରକ, ରାଜକନିକାରୁ ୬ଟି ଦମକଳ ବାହିନୀ!-->…
ପତ୍ନୀଙ୍କ ସହ ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଛଟ୍ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀ । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ମହିଳା କୂଆଖାଇ ନଦୀରେ!-->…
ଏଣିକି ବସ୍ରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ: ନଚେତ ଗଣିବେ ତଣ୍ଡ
ଭୁବନେଶ୍ୱର : ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ସରକାରୀ ନିୟମ ରହିଥିଲେ ବି କେହି ଏହି ନିୟମ ପାଳୁନାହାଁନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ ମଧ୍ୟ ଆଦୌ ହେଉ ନାହିଁ । କୌଣସି ବସ୍ ଯାତ୍ରୀ ମଧ୍ୟ ଏଥିପାଇଁ ସଚେତନ ନୁହନ୍ତି । ଅନ୍ୟପକ୍ଷରେ ଏବେ ବ୍ୟାଟେରି!-->…
ଶୃଙ୍ଖଳିତ ଦର୍ଶନ ପାଇଁ ପଞ୍ଚୁକରେ କେବଳ ସିଂହଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ
ପୁରୀ: ଆଗକୁ ଆସୁଛି ପଞ୍ଚୁକ । ଏହି ପାଞ୍ଚ ଦିନ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହେବ । ଏହାକୁ ଦୃଷ୍ଟିରେ ରଖି ଏହି ସମୟରେ ଯେପରି ଶ୍ରଦ୍ଧାଳୁ ମାନେ ଶୃଙ୍ଖଳାର ସହ ଦର୍ଶନ କରିପାରିବେ ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବାହାରିବ ଓ ଭଲରେ ମହାପ୍ରସାଦ ସେବନ କରିହେବ!-->…
‘ମୋନ୍ଥା’ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜିରୋ କାଜୁଆଲିଟି ଲକ୍ଷ୍ୟ
ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା । ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁଉଛି ବାତ୍ୟା। ଅନ୍ୟପଟେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୋନ୍ଥାର ପ୍ରଭାବ ଓ ପ୍ରସ୍ତୁତି ସଂପର୍କରେ ସମୀକ୍ଷା!-->…