ରୁଷଠୁ ଏସ-୪୦୦ ମିସାଇଲ କିଣିବ ଭାରତ

ନୂଆଦିଲ୍ଲୀ: ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି। ଏସ-୪୦୦ ସିଷ୍ଟମକୁ ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରିସାରିଛି ଭାରତ। ଏସ-୪୦୦କୁ ଗେମ୍

ପଞ୍ଚମ ଶ୍ରେଣୀ ଛାତ୍ରକୁ ପାଇପରେ ପିଟିଲେ ଅଧ୍ୟକ୍ଷ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଘରୋଇ କଲେଜର ଅଧ୍ୟକ୍ଷ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ପ୍ଲାଷ୍ଟିକ୍ ପାଇପରେ ପିଟିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରଙ୍କ ମା’ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ହୋୟସଲାନଗରରେ ରହୁଥିବା ଦିବ୍ୟା ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ନୟନ ଗୌଡା

ସାନାଏ ତାକାଇଚି ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ୪ ମୃତ, ୧୦ ଗୁରୁତର

ମୁମ୍ବାଇ : ଦୀପାବଳି ରାତିରେ ମୁମ୍ବାଇ ୱଶୀରେ ଥିବା ରହେଜା କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି । ନିଆଁ ବିଲିଡିଂର ୧୦ମ ମହଲାରେ ଲାଗିଥିଲା । ଘଟଣା ବିଷୟରେ ଖବର ପାଇଁ ନଭି ମୁମ୍ବାଇ ଅଗ୍ନିଶମ ବିଭାଗ

୫ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କଲେ ତାଲିବାନୀ

ପାକିସ୍ତାନ : ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରାନ୍ତରେ ପୁଣିଥରେ ଆକ୍ରମଣ । ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଟିମକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ । ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ

ଦୀପାବଳିରେ ଗ୍ୟାସ୍ ଚାମ୍ବର ପାଲଟିଲା ରାଜଧାନୀ ଦିଲ୍ଲୀ

ଦିଲ୍ଲୀ: ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ । ପ୍ରବଳ ବାଣ ଫୁଟାଇବା ଯୋଗୁଁ ସାରା ଦିଲ୍ଲୀ ଧୂଆଁ ଧୂଆଁ ହୋଇଯାଇଛି । ଦିଲ୍ଲୀ-NCRରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫୩୧କୁ ଖସି ଥିବା ବେଳେ,

ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଧରାପଡ଼ିଲେ ଗୁମାସ୍ତା

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନରେ ଫଟୋ ଉଠାଇବା​‌ ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖିଛନ୍ତି ଶ୍ରୀମନ୍ଦିର ପୁଲିସ। ଗୁମାସ୍ତା ଜଣକ ଫୋନରେ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ପ୍ରତିହାରୀ ନିଯୋଗ ସମ୍ମୁଖରେ ଯାତ୍ରୀଙ୍କ ଫଟୋ ଉଠାଉଥିବା ସୂଚନା ମିଳିଛି। ମନ୍ଦିର ଭିତରକୁ ମୋବାଇଲ ଫୋନ

ଘର ଭାଙ୍ଗିଲେ ହାତୀ, ବାସ ହରାଇଲେ ୩ ଅନାଥ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ କମିବାର ନାଁ ଧରୁନାହିଁ। ବିଭିନ୍ନ ଗାଁରେ ଚାଷବାସ ଉଜାଡି ନଷ୍ଟ କରୁଥିବାବେଳେ ସୋମବାର ବିଳମ୍ବିତ ରାତିରେ ମୂଷାନାଳ ସେକ୍ସନ ପାଜିଖମନ ଗାଁରେ ସ୍ୱର୍ଗତ ନାରଣ ମାଝୀଙ୍କ ଘରକୁ ଜଙ୍ଗଲୀ ହାତୀପଲ

ମହୁମାଛି ଆକ୍ରମଣରେ ୫ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ କମଳୀ ହିକକା(୫୦), ତାଙ୍କ ଜ୍ବାଇଁ

ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ଯୁବକ ମୃତ, ଘର ଚୁରମାର,

ଖଲ୍ଲିକୋଟ: ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ଘର ଚୁରମାର ହୋଇଯାଇଛି। ଏହି ଘଟଣାରେ ଜଣେ ଯୁବକଙ୍କ ହାତଗୋଡ଼ କଟିଯିବା ସହିତ ତାଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କିଇଠଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ପିଣ୍ଟୁ