Sign in
Sign in
Recover your password.
A password will be e-mailed to you.
ରାଜ୍ୟ ବାହାରକୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରିଥିବା ଜଣାପଡିଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ!-->…
ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -୨୦୨୫ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା
ଛତ୍ରପୁର : ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -2025 ଉପଲକ୍ଷେ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ସୂଚନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ!-->…
ମହିଳାଙ୍କୁ ଦୁଷ୍କର୍ମ: ଇନ୍ସପେକ୍ଟର ଗିରଫ
ଭୁବନେଶ୍ଵର : ଲଭ୍, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍ ସୁବେଦାର୍ ଗିରଫ। ସେ ଓଡିଶା ପୁଲିସର ରିଜର୍ଭ ଶାଖାରେ କାମ କରନ୍ତି। ଅଭିଯୋଗ ଆଣିଥିବା ମହିଳା ହେଉଛନ୍ତି ଇନ୍ସପେକ୍ଟର ରାଙ୍କ୍ର । ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରୀ ଗତ ୮ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଏବେ!-->…
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ: ପ୍ରମିଳା
ଭୁବନେଶ୍ଵର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ ବୋଲି କହିଛି ବିଜେଡି। ଏକ ପ୍ରେସମିଟରେ ପ୍ରମିଳା ମଲ୍ଲିକ ଏବଂ ଭୃଗୁ ବକ୍ସିପାତ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି ନୂଆପଡା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି।!-->…
ନିର୍ବାଚନ ଲଢ଼ିବାକୁ କଂଗ୍ରେସର ଟଙ୍କା ନାହିଁ ! ସହଯୋଗ ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି
ଭୁବନେଶ୍ୱର: ନୂଆପଡ଼ା ଉପ-ନିର୍ବାଚନ ଲଢ଼ିବା ପାଇଁ ରାଜ୍ୟ କଂଗ୍ରେସ ପାଖରେ ଟଙ୍କା ନାହିଁ। ବିଜେଡି ଓ ବିଜେପି ପାଖରେ ଅର୍ଥବଳ ଥିବାରୁ ଉଭୟ ଦଳ ଏହି ଉପ-ନିର୍ବାଚନରେ ଟଙ୍କା ଖର୍ଚ୍ଚ କରିପାରିବେ। ସେମାନଙ୍କୁ ଟକ୍କର ଦେବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି। ଏହି!-->…
ପୋଲ ତଳକୁ ଖସିଲା ବାଇକ୍: ଯୁବକ ମୃତ
ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ନିକଟ ବେଲପଡା ମଗରକୁନ୍ଦା ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଆରୋହୀ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ। ଗୁରୁତର ଯୁବକ ଜଣକ ଯୁଦ୍ଧମନ୍ୟୁ ଦ୍ଵାରୀ ବୋଲି ଜଣାପଡିଛି। ତାଙ୍କୁ ଗୁରୁତର!-->…
ନୂଆପଡା ଉପ ନିର୍ବାଚନ: ଘାସିରାମ ଓ ଜୟଙ୍କ ନାମାଙ୍କନ କାଏମ
ନୂଆପଡା: ସତ୍ୟପାଠରେ ନିଜ ଅପରାଧିକ ତଥ୍ୟ ଲୁଚାଇଥିବାରୁ ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଥିଲା । ଏନେଇ ଆଜି ବିଜେପି ପକ୍ଷରୁ ଉଚ୍ଚ ନ୍ୟାୟାଳୟରୁ ଓକିଲ ଆଣି ଜାତୀୟ କଂଗ୍ରେସ ପ୍ରାର୍ଥୀ!-->…
ସ୍ତ୍ରୀ’କୁ ପିଟି ପିଟି ହତ୍ୟା କଲା ସ୍ୱାମୀ
ସୋର: ପତ୍ନୀହନ୍ତା ପାଲଟିଲା ସ୍ୱାମୀ । ଟାଙ୍କେ ମଦ ପିଇ ଦେଇ ସ୍ତ୍ରୀକୁ ଏମିତି ବାଡ଼େଇଲା ଯେ ଜୀବନ ଚାଲିଗଲା । ପାରିବାରିକ କଳହର କରୁଣ ପରିଣତି । ଏବେ ଘଟଣାର ଛାନବିନ କରୁଛି ପୋଲିସ । ହଁ ଦର୍ଶକ ବନ୍ଧୁ, ଏ କୁଡ଼ିଆଟିକୁ ଟିକେ ଭଲ କରି ଦେଖନ୍ତୁ ଏ ଘରେ ଗୋଟେ ନିରୀହ ସ୍ତ୍ରୀକୁ ତା’!-->…
ନଦୀରେ ଭାସିଗଲେ ୩ ସାଙ୍ଗ: ଜଣେ ମୃତ ଓ ୨ ନିଖୋଜ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୃଷ୍ଣାନନ୍ଦପୁର ଥାନା ପାଇକା ନଦୀରେ ଅଘଟଣ ଘଟିଛି । ନଦୀରେ ଗାଧୋଇବାବେଳେ ୩ ଜଣ ସାଙ୍ଗ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି । ମୃତକ ଶିଶିର କୁମାର ବେହେରା ବୋଲି ଜଣାପଡିଛି।!-->…
ଭୁବନେଶ୍ବର ୟୁନିଟ୍-୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ
ଭୁବନେଶ୍ବର: ଭୁବନେଶ୍ବର ଏକ ନମ୍ବର ହାଟରେ ବଡ଼ଧରଣର ଅଗ୍ନିକାଣ୍ଡ । ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର!-->…