Sign in
Sign in
Recover your password.
A password will be e-mailed to you.
ଦୀପାବଳି ଲାଗି ବଢ଼ିଲା ପ୍ରଦୂଷଣ, ରାଜଧାନୀରେ AQI -୧୮୦କୁ ଖସିଲା
ଭୁବନେଶ୍ୱର : ଟ୍ବିନ୍ ସିଟିରେ ଦୀପାବଳି ବଢାଇଲା ପ୍ରଦୂଷଣ । ପ୍ରବଳ ବାଣଫୁଟାଇବା ଯୋଗୁଁ ଖସିଛି ଭୁବନେଶ୍ବର-କଟକ ଏୟାର କ୍ବାଲିଟି ଇନଡେକ୍ଟ । ରାଜଧାନୀରେ AQI 180 ପାର ହୋଇଛି । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଦୂଷିତ ହୋଇଯାଇଛି ବାୟୁ । ଲକ୍ଷ୍ମୀସାଗର ଅଞ୍ଚଳରେ AQI 185 ରେକର୍ଡ ହୋଇଥିବା!-->…
ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ବରଗଡ: ବରଗଡ଼ ଜେଲରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । କଏଦୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୁଲିସର ଛାନଭିନ ଜାରି ରହିଛି। ମୃତ କଏଦୀ ଜଣକ ଅତାବିରା ଥାନା ଅଞ୍ଚଳ ଜହ୍ନାପଡା ଗାଁର ପ୍ରାୟ ୪୦ ବର୍ଷିୟ ଗିରିଧାରୀ ରୋହିଦାସ ହୋଇଥିବା ସୂଚନା ରହିଛି। ଏକ ପୋକ୍ସୋ!-->…
ଦୀପାବଳିରେ ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ
କଟକ : ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ। ଟ୍ବିନସିଟିରେ ବାଣ ଫୁଟି ୧୦୦ରୁ ଅଧିକ ଆହତ । ୭ରୁ ୯ ବାଣ ଫୁଟା କଟକଣାକୁ ଫୁ କରି କରିଦେଲେ ଲୋକେ । ଟ୍ବିନସିଟିରେ ବିଳମ୍ବିତ ରାତି ଯାଏ ଚାଲିଲା ଢୋ ଢା । ଧୂଆଁମୟ ହୋଇଗଲା ସାରା ସହର । ସହରର ରାସ୍ତା ଘାଟ ଗଳିକନ୍ଦିରେ ବାରୁଦ ଗନ୍ଧ!-->…
ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର
ବିନିକା: ବିନିକା ସହରାଞ୍ଚଳରେ ସୋମବାର ରାତିରେ ଦୀପାବଳି ଉତ୍ସବ ପାଳନ ସମୟରେ ବାଣ ଫୁଟାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ସହରର ପାତିକାର ପଡ଼ା ଓ ମନୋହରି ପଡ଼ାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୬ ଜଣ ଆହତ ହୋଇଛନ୍ତି। ମନୋହରିପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଘର ଉପରୁ ବାଣ!-->…
ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର
କଟକ : ନିଶାମୁକ୍ତି କେନ୍ଦ୍ରରେ ମୃତ୍ୟୁ । କଟକ ସଦର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଉତ୍ତମାପୁର ଅଞ୍ଚଳରେ ରହିଥିବା ନିଶା ମୁକ୍ତି କେନ୍ଦ୍ରରେ ଏହି ଅଘଟଣ ଘଟିଛି । ମୃତ ଯୁବକ ସୌମ୍ୟରଞ୍ଜନ ଦାସ । ତାଙ୍କ ଘର ଜଟଣୀ ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାଠ!-->…
ବାଣ ଫୁଟି ପୁଅ ମୃତ, ବାପା ଗୁରୁତର
ଅନୁଗୁଳ : ବାଣ ଫୁଟି ପୁଅ ମୃତ, ବାପା ଗୁରୁତର । ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ଏହି ଅଘଟଣ ଘଟିଛି । ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସରୋଜ ଓ ତାଙ୍କ ଭାଇଙ୍କ!-->…
ଟ୍ରକ୍-କାର୍ ଧକ୍କା: BSF ଯବାନ ମୃତ, ୬ ଗୁରୁତର
ମାଲକାନଗିରି: ଆନ୍ଧ୍ର ସୀମାନ୍ତ ଚିନ୍ତୁରରେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣେ BSF ଯବାନ ମୃତ, ୬ ଜଣ ଗୁରୁତର। ମୃତ ଯବାନ ୧୪୨ ବାଟାଲିୟନ୍ର ଗୌରବ ପାଣ୍ଡେ ସୂଚନା। ଛୁଟି ସାରି ମାଲକାନଗିରି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଇନୋଭା କାର। ୧୪୨!-->…
ସରିଲା ନାମାଙ୍କନ, ଏଥର ଜମିବ ପ୍ରଚାର
ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜିଠୁ ନୂଆପଡ଼ାରେ ଜମିବ ପ୍ରଚାର। ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା । ୧୯ ଜଣ!-->…
ଗାଁ ଦିବସ କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ ହେଲେ ବରିଷ୍ଠ ନାଟ୍ୟକାର ପ୍ରମୋଦ
ବାଲିଗୁଡ଼ା : ଓଡ଼ିଶା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ତରଫରୁ ସମଗ୍ର ରାଜ୍ୟରେ ଗାଁ ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଗାଁ ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ କଳାକ୍ଷେତ୍ର ଅନୁଷ୍ଠାନ ର ମୁଖ୍ୟ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି ଓ ବରିଷ୍ଠ କଳାସଂଗଠକ!-->…
ସରକାରୀ ବାବୁଙ୍କ ଦବଙ୍ଗଗିରି ଉପରେ ବଢୁଛି ଅସନ୍ତୋଷ…
ଭାରତମାଳା ପ୍ରକଳ୍ପ ଜମି ନେଇ ଦେବାଗାଁ ପଞ୍ଚାୟତରେ ମୁଣ୍ଡ ଟେକିଚ୍ଛି ବିବାଦ...
ଉମରକୋଟ,:ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଦେବାଗାଁ ପଞ୍ଚାୟତରେ ଭାରତମାଳା ରୋଡ଼ ନିର୍ମାଣ କାର୍ଯ୍ୟ ନେଇ ଗୋଟିଏ ଚାପା ଅସନ୍ତୋଷ ଚାଲିଛି। ଏହି ପ୍ରକଳ୍ପ ପାଇଁ ନିଜ ପଟ୍ଟା ଜମି ହରାଇଥିବା!-->!-->!-->!-->!-->…